Jishu Janamara SuAbhibadana ଯୀଶୁ ଜନମର ସୁଅଭିବାଦନ
ଯୀଶୁ ଜନମର ସୁଅଭିବାଦନ…ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣଅଭିନନ୍ଦନ […]
ଯୀଶୁ ଜନମର ସୁଅଭିବାଦନ…ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣଅଭିନନ୍ଦନ […]
ନୁହଁଇ ମୁହିଁ ନିରାଶ କଲେ ଧୂଳି ଶୟନଅବା ହେଲେ ହେଁ ଧୂଳି ମୋ ସୁନ୍ଦର ବଦନ ।। ଘୋ ।।ପୁନରୁତ୍ଥାନ ଦିନେ ତୂରୀ ବାଜିଲା କ୍ଷଣେଖ୍ରୀଷ୍ଟାଶ୍ରୀତଙ୍କ ସହିତ […]
ଧନ୍ୟବାଦ ମହିମା ପାଇବାକୁତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁହାଲ୍ଲେଲୁୟା। (୪ଥର) ରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁ ପ୍ରେମ,ଭକ୍ତି ପାଇବାକୁ ଶୁଭାଜନକାରଣ ଜଗତେ ତୁମେ […]
ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବିତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥରମତେ ଭୁଲିବନି ମତେ ଛାଳୀବନି।2ଥରତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା) ହାରିଗଲି […]
ବେସାହାରା , ହୋଇଚି ମୁଁ ଜୀବନ ସାରାଜୀବନଟା ଅନ୍ଧାର ଲାଗେତୁମ ବିନା ହେ ପ୍ରଭୁ ମୋରଦୁନିଆ ଟା ଅଲୋଗା ଲାଗେତୁମ ବିନା ହେ ଯୀଶୁ ମୋରଏ ଜିଁବାଟା […]
(ପ୍ରଭୁ) ଦିଅ ଦେଖା ମୋତେ ବାରେ,ବଡ଼ ଆଶା ବାନ୍ଧି ପ୍ରାଣେ ଆସିଛି ମୁଁ ତୁମ ଦ୍ୱାରେ । ଘୋଷା ।ଅରୁପାନନ୍ଦ ସୁନ୍ଦର ଅନୁପମ କଳେବରଆଙ୍କି ଏ ହୃଦରେ […]
(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି) ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)ଏଡ଼େ ପ୍ରେମ […]
ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି ସଂସାରଯୀଶୁ ହିଁ କେବଳ ଚିରନ୍ତନ ଇଶ୍ବର (୨ଥର)ଅନିତ୍ୟ ଏହି ଜୀବନ ଗର୍ବଦମ୍ଭ ଅଭିମାନ, ରହିବନି ଚିରଦିନ, ରହିବନି ଚିରଦିନଧନ, ଯନ, […]
ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି […]
ଅସାର ଦୁନିଆ ତିରେ ଭାସୁଥୂଲା ମୋ ଜୀବନଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ ଦେଖିଲି ପ୍ରେମିକ ସେ ଅପରିଚିତହାତ ପାଦେ ତାଙ୍କ କଣ୍ଟାର ଆଘାତ (୨ଥର)କହିଲେ ସେ […]