aaso jishu ruha tume niti aamo saathire

( ସ୍ୱର : ଆସ ଶିଶୁ ସଖା ଯୀଶୁ ) ଆସ ଯୀଶୁ ରୁହ ତୁମେ           ନିତି ଆମ ସାଥୀରେ ଆମେ ତୁମ ସାନ ଶିଶୁ           ଡାକୁଅଛୁ […]

ey groohe aasho he prabhu posi aaso

(ସ୍ୱର : ଦୁଆରେ ଉଭା ନ ହୋଇ) ଏ ଗୃହେ ଆସ ହେ ପ୍ରଭୁ, ପଶି ଆସ ଭିତରେ, ମନ କରି ଅଧିକାର ରାଜା ହୁଅ ଚିତ୍ତରେ […]

aahe jishu aaso amo dino kutere hai

( ସ୍ୱର : ଆସ ପ୍ରଭୁ ଆସ ଆଜି ) ଆହେ ଯୀଶୁ, ଆସ ଆମ ଦୀନ କୁଟୀରରେ ହେ ତୁମ ପୂଜା ଲାଗି ଆକୁଳ ତୃଷା […]

aahe premomoyo ishwara tanaya

( ସ୍ୱର : ଆହେ ନିରମଳ ସୁନ୍ଦର ଉଜ୍ଜ୍ୱଳ ) ଆହେ ପ୍ରେମମୟ ଈଶ୍ୱର ତନୟ, ଆମ ପରିବାରେ ଆସ ହେ, ନୂଆ ଭାବେ ଆଜି ଆମେ […]

gaayibaa jaya bharata maya

ଗାଇବା ଜୟ ଭାରତମୟ ଜୟ ଜୟ ପାପହାରୀ, ମାନବ-ହୃଦରଞ୍ଜନ ବିଘ୍ନ-ବିନାଶକାରୀ; ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ, ଯୀଶୁ ଜୟ ।  ବିମଳ ଶୋଣିତ            କରି […]

joyo joyo gaane gaao jishu naame

ଜୟ ଜୟ ଗାନେ     ଗାଅ ଯୀଶୁ ନାମେ ଦେବ ଶିଶୁ ଉଭା ଦେଖରେ ଚାହିଁ ପାପୀର ପରମ      ସଖା ଅନୁପମ ତ୍ରିଭୁବନ ତଳେ କେହି ତ ନାହିଁ […]

aaso he hrudaye jishu dhana

ଆସ ହେ ହୃଦୟେ ଯୀଶୁ-ଧନ ନବପ୍ରୀତି ନବଗୀତି ଭରୁ ନିତି ଶିଶୁ ପ୍ରାଣ ଶିଶୁ କଣ୍ଠୁ ନିତି ଶୁଭୁ ହେ ନାଥ ଆକୁଳ ମିଳନ ତାନ । […]

muktidaataa jishu naamo jaao re bhaayi sehi naamo

ମୁକ୍ତିଦାତା ଯୀଶୁ ନାମ ଭଜରେ ଭାଇ ସେହି ନାମ, ଯୀଶୁ ନାମ            ଯୀଶୁ ନାମ ଯୀଶୁ ନାମ ଭାଇ ଯୀଶୁ ନାମ । ଘୋଷା । ଶାନ୍ତିଧାମ […]