aakasha chanda tara

ଆକାଶ, ଚାନ୍ଦ, ତାରା ଜଳ ସ୍ଥଳ ସୃଷ୍ଟି ସାରାତୁମରି ମହିମା ଗାଏ ପ୍ରଭୁ, ତୁମରି ମହିମା ଗାଏତୁମେ ତ ବିଶ୍ବପତି, ସବୁ ତ ତୁମ ସଂପତ୍ତିସକଳ ମାନବ […]

jishu uttama, jishu uttama

ଯୀଶୁ ଉତ୍ତମ, ଯୀଶୁ ଉତ୍ତମ, ଯୀଶୁ ଉତ୍ତମ,ମୋ ପାଇଁ (ଘୋଷା)ଯୀଶୁ ଆସିଲେ ( ୩ ଥର) ସ୍ଵର୍ଗରୁ ମୋ ପାଇଁ … |୧|ଯୀଶୁ ମରିଲେ ( ୩ […]

jeu dina dekhili se chabi

ଯେଉଁ ଦିନ ଦେଖିଲି ସେ ଛବିକାଲବରୀ ତୀରେ ବହିଲା ପ୍ରେମରେ ରକ୍ତର ନଦୀ (ଘୋଷା) କହିଲି ଯୀଶୁ ହେ ତୁମ ଦେହେ କିମ୍ପା ବେଦନାର କଷାଘାତ ।କହିଲେ […]

jishu tuma premo smari

ଯୀଶୁ ତୁମ ପ୍ରେମ ସ୍ମରି ବନ୍ଦନାକରୁଛୁ ପୁଣ୍ୟ ଚରଣେ (ଘୋଷା) ଉଚ୍ଚାରିଲେ ସେହି ପ୍ରିୟ ମଧୁ ନାମଯାଏ ଦୂରେ ଦୁଃଖ ଯାତନାଦେଖୁଲେ ତୁମ ସୁଖ ଅନୁପମ,କେବେ ତାହା […]

kalaborira krusha upore jhuluchi

କାଲବରୀର କୁଶ ଉପରେ ଝୁଲୁଛି ତାଙ୍କ ଶରୀରଆମରି ପାଇଁ ଯାଉଛି ଝରି ତାଙ୍କ ରୁଧୁର … (ଘୋଷା) ଆସରେ ଆସ ପାପୀ ମାନବେ ଯୀଶୁଙ୍କ ଚରଣେଘୁଚିବ ତୁମ […]

he prabhu jishu karunamaya

ହେ ପ୍ରଭୁ (ଯୀଶୁ) କରୁଣାମୟ ସତ୍ୟ ପଥେ ନିଅ ହେଯେ? କେହି ଯାଏ ଅସତ୍ୟ ପଥେଭବସାଗରେ ମରେ ହେ (ଘୋଷା) ତୁମେ କରିଛି ନର ସୃଜନ,କରିବାକୁ ତୁମ […]

bedona grastha prabhu tume

ବେଦନା ଗ୍ରସ୍ତ ପ୍ରଭୁ ତୁମେପ୍ରଣତି ଅଞ୍ଜଳି ଢ଼ାଳୁଛି ତୁମ ଚରଣେ (ଘୋଷା)ସ୍ନେହଶୀଳ ଦୟାମୟ, କ୍ରୋଧରେ ଧୀର ମଙ୍ଗଳମୟ [୧ ||ପ୍ରେମମୟ ସତ୍ୟ ଜୀବିତ,ସେହି ବାକ୍ୟ ହେଲା ଦେହବନ୍ତ […]

suna re suna moha premo

ଶୁଣ ରେ ଶୁଣ ମହା ପ୍ରେମ କାହାଣୀମନରୁ ତାହା କେବେ ଭୁଲି ହୁଏନିଶିଶୁ ସେ ସୁକୋମଳ, ଶାନ୍ତି ଅବତାରସରଗୁ ଆସିଥିଲେ ଆମ ଲାଗି ଜୀବନ ଦେଲେ… (ଘୋଷା) […]

prabhunku dekhile thare

ପ୍ରଭୁଙ୍କୁ ଦେଖିଲେ ଥରେ ଆଉତ ନ ଛାଡ଼ିବିରେ (ଘୋଷା)ପ୍ରେମ ବିମୋହିତ ଡାଳେ, ଅନାଇ ରହିବି ଭୋଳେଭାଷି ଭକ୍ତି ଅଶ୍ରୁ ଜଳେ, ପଦ ତଳେ ପଡିବିରେ ।… |୧|କହିବି […]

kete thara prabhu deba khyamaa

କେତେ ଥର ପ୍ରଭୁ ଦେବି କ୍ଷମାବାର ବାର ତୁମେ କ୍ଷମା ତ ଦେଇଛିତଥାପି କରୁଛି ପାପ ଜମା … (ଘୋଷା) ଆଉ ମୁଁ ଚାହେଁନା କ୍ଷମା ପାଇବାକୁକ୍ଷମା […]