krusa bina mun hebi patha hara
କୁଶ ବିନା ମୁଁ ହେବି ପଥହରାଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା) ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁଜଗତ […]
କୁଶ ବିନା ମୁଁ ହେବି ପଥହରାଏକା ସେହି କାଲବରୀ ଯୀଶୁ ପ୍ରେମେ ଭରା (୨ଥର) (ଘୋଷା) ଯଦି କୁଶ ତ୍ୟାଗେ ମୁହିଁ ପାପ ଅନ୍ଧାରେ ରାସ୍ତା ନାହିଁଜଗତ […]
ଅନ୍ତର ଖୋଲି … ଅନ୍ତର ଖୋଲି,ପ୍ରଶଂସା କରୁ ପ୍ରଭୁ ଲହରି ତୋଳି… (ଘୋଷା) ତୁମରି ଶିକ୍ଷା ତୁମ ପ୍ରତୀକ୍ଷା, କରିବୁ ଆମେ ତୁମରି ପୂଜାଆଜି ଏଠାକୁ ଏ […]
ଯେହ୍ନେ ଆଉଜି ପଡ଼େ ତବ ପରେଢ଼ାଳ ତବ ଆମ୍ବା ମୋ ଉପରେ(ମୋତେ) ଡୁବାଅ ତବ ଆଦ୍ୟ ପ୍ରେମରେଭରିଦିଅ ଆଧିକ ଦାନ ସବୁରେ … |ଘୋଷା| ଆସ ନିକଟେ […]
ସ୍ଵର ସୁମଧୁର ସୁରେ ବନ୍ଦନା ଗାଅରେ ଆସିଛୁ ପ୍ରଭୁ ଗୋ ତୁମରି ଦୁଆରେକରିବାକୁ ତବ ଆରାଧନାମନର ସରାଗେ ଆଶାର ଆବେଗପାଇ ତବ କୁଶୀୟ ଝରଣା (ଘୋଷା) ଏ […]
ମେଘ ରଥରେ ମହା ବିକ୍ରମେଆସୁଛନ୍ତି ଯେ ଯୀଶୁ ରାଜା ଆମସୁଲଳିତ କଣେ କର ଜୟଗାନ (ଘୋଷା) ହେବ ତୁରୀ ବାଦ୍ୟ ସର୍ବ ହେବେ ଠୁଳନାମ ସେ ଡାକିବେ […]
ବିଶ୍ବ ଇତିହାସ ପୃଷ୍ଠାପର ସ୍ଵର୍ଣ୍ଣାକ୍ଷର ହୋଇଲା ଅମର | ଘୋଷା| ପାପୀ ମୁକ୍ତି ଲାଗି ସେ ଈଶ କୁମରନର ଅବତାରେ ଜନ୍ମ ଧରା ପରଭୋଗିଲେ ଦାରୁଣ … […]
ଗାନ କରେ ମୁଁ ଯୀଶୁ ନାମ ମୋତେ ଯେ କଲେ ପ୍ରେମହାଲିୟା ଗାଏ ସଦା ଧନ୍ୟ ମୋତେ ସେ କଲେ ତ୍ରାଣ (ଘୋଷା) ଜାଣିଲି ଅଭାବ ମୋର […]
ଆଜି ଜ୍ବଳାଅ ପ୍ରଭୁ ତବ ଆଲୋକ ଆମ ପରିବାରେଆମ ପରିବାରେ ପ୍ରତି ହୃଦୟରେତବ ରୂପ ଜ୍ୟୋତିରେ (ଘୋଷା) ଆସି ଘେନ ପ୍ରଭୁ ଆସନ ତୁମର ପ୍ରତି ହୃଦୟରେଉଦ୍ଦୀପିତ […]
ଯୀଶୁ ନାମ ଗାଉଥିବି ମୋର ସାରା ଜୀବନେଜୀବନର ଶେଷ ଯାଏ ଯୀଶୁ ନାମ ଅନ୍ତରେହାଲିଲୁୟା … ହାଲିଲୁୟା ( ୨ ଥର) (ଘୋଷା) ସେ ନାମେ ମୁକ୍ତି […]
ହାଲିଲୁୟା, ହାଲିଲୁୟା ଗାଅ ଯୀଶୁ ଜୟନୂଆ ଜନ୍ମ ଲଭେ ହୁଏ ନୂତନ ହୃଦୟ (ଘୋଷା) ଯୀଶୁ ନାମେ ଅଛି ପାପ କ୍ଷମା ଭାଇରେଯୀଶୁ ରକ୍ତ ସବୁ ପାପ […]