jisu bina kie jibana deichhi
ଯୀଶୁ ବିନା କିଏ ଜୀବନ ଦେଇଛି,ଶତ୍ରୁକୁ କ୍ଷମା ଦେଇଯୀଶୁ ବିନା କିଏ ଉଠାଇ ପାରିଛି,ମୃତିକୁ ଜୀବନ ଦେଇ (ଘୋଷା) ପକ୍ଷାଘାତ, କୁଷ୍ଠି, ଅନ୍ଧ, ଛୋଟା, କାଲନିମିଷକେ ଛୁଇଁ […]
ଯୀଶୁ ବିନା କିଏ ଜୀବନ ଦେଇଛି,ଶତ୍ରୁକୁ କ୍ଷମା ଦେଇଯୀଶୁ ବିନା କିଏ ଉଠାଇ ପାରିଛି,ମୃତିକୁ ଜୀବନ ଦେଇ (ଘୋଷା) ପକ୍ଷାଘାତ, କୁଷ୍ଠି, ଅନ୍ଧ, ଛୋଟା, କାଲନିମିଷକେ ଛୁଇଁ […]
ଆହେ ବିଶ୍ବ କରତା ଆସ,ଆସ ବାରେ ମମ ହୃଦୟରେ ।ନୂଆ ଅନୁଭବ ଦିଅ ମୋ ଜୀବନେପ୍ରଭୁ ହେ ତବ ଆଗମନରେ । (ଘୋଷା) ଭାଗି ଚୁରି ମମ […]
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା | ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନାକଣ୍ଡ […]
ମନେ ଧାୟୀ କେଡ଼େ ଶାନ୍ତି ମୋତେ ମିଳଇମୋ ଦିନ ବିହନ ଯାଉଛି ବହି । ଘୋଷା। ପରମ ପିତା ଗୃହରୁ ଅନ୍ତର ମୁଁ ହୋଇଶୋକ ପରିପୂର୍ଣ୍ଣ ସଂସାରେ […]
ସଦାପ୍ରଭୂ ସଦାପ୍ରଭୁ ତୁମେ ମୋର ପ୍ରତିପାଳକଜୀବନ ପଥେ ମୋ ଅଭାବ ରଖିଣ ହୋଇଅଛି ମୋର ଚାଳକ |o | ତୃଣମୟ ସ୍ଥାନେ ମୋତେ ଶୟନ ଦେଇଛିସ୍ଥିର ଜଳ […]
ଆରତି ତୁମରି କରିବି ଦୁଃଖ ହାରିପ୍ରେମ ଦୀପ ଜାଳି ନୟନେଅନୁରାଗ ପ୍ରେମେ ଝରାଇ ଦେବିଗୋନୟନର ବାରି ଦୁଇ ଚରଣେ ।ଘୋଷା| ଗାଇବି ସପ୍ତସୂରେ ପ୍ରେମ ଅନଳେଉଛୁଳାଇ ଦିଅ […]
ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ ଦଶ ସହସ୍ର ମଧ୍ୟରେ […]
ଶାନ୍ତିଦାତା ପବିତ୍ର ଆତ୍ମା, ଶୁଣ ବିନତି ବାରେଶୁଦ୍ଧକାରୀ ଅଗ୍ନିସମ, ଆସ ମୋ ହୃଦୟରେ (ଘୋଷା) କଳୁଷ ଭରା ଅନ୍ତର ମୋର ତବ ଆଗମେ ପବିତ୍ର କରପକାଇ ତବ […]
ଯୁଗ ଶେଷ ଦିନ ଆସି ଯାଉଛି ରେ ବେଳ ନାହିଁ … ବେଳ ନାହିଁ ଆସିବା ଆଗରୁ ଯୀଶୁଙ୍କ ବାରତାଚାଲିଯିବା ଆମେ କହିଆ … ସାଥି ଆ […]
ଯୀଶୁ ଡାକନ୍ତି ତୋତେ … ଯୀଶୁ ଡାକନ୍ତି ତୋତେଆବୋରି ନେବାକୁ ପ୍ରେମିକ ବାହୁରେ (ଘୋଷା) ଦୁଃଖ ନିରାଶାରେ ସିଏ ତେବେ ଶାନ୍ତିସମର୍ପି ଦେଲେ ତୁ ଜୀବନ ତୋହରଅସୀମ […]