Miliba keunthi amruta jala

ମିଳିବ କେଉଁଠି ଅମୃତ ଜଳପାଇବି କେଉଁଠି ଆଶ୍ରୟ ସ୍ଥଳକ୍ଲାନ୍ତ ମୋର ତନୁ ମନଭାରଗ୍ରସ୍ତ ଜୀବନ (ଘୋଷା) କୂଅ ମୂଳେ ବସି ମାଗୁଥିଲେ ଯିଏ ପାପିନିକୁ ଜଳକାହିଁ ଗଲେ […]

kete kala re mana papore thibu

କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ […]

prabhu tume ma sahaya mo prati

ପ୍ରଭୁ ତୁମେ ମୋ ସହାୟ ମୋ ପ୍ରତିପାଳକଦିନ ପରେ ଦିନ ରାତି ପରେ ରାତି ବିତି ଯାଉ ମାସ ବରଷଆରାଧନା କରେ ତୁମରି ଆଶାରେପାଇବାକୁ ତୁମ ଆଶିଷ […]

Bethalihimara sitala pabana

ବେଥଲିହିମର ଶୀତଳ ପବନ ବହି ଆସେ ଧିରେ ଧିରେକାନ୍ଦ ନାହିଁ ଆଉ ପ୍ରାଣ ଧନ ମୋରଶୋଇପଡ ମୋର କୋଳେ (ଘୋଷା) ମିଟି ମିଟିକାରେ ଅଗଣିତ ତାରାହସୁଛନ୍ତି ଆକାଶରେଜଗି […]

E ananta asima iswara parama

ହେ ଅନନ୍ତ ଅସିମ ଇଶ୍ଵର ପରମତୁମେ ଗୌରବ ଚିତ୍ତ ସୌରଭତୁମେ ମୋ ପ୍ରାଣ ପ୍ରିୟତମ (ଘୋଷା) କେବେ ହସ ହୋଇ ଝରୁଥାଅପୁଣି କେବେ ଆଖି ଲୁହଛାଇ ହୋଇ […]

Kemiti dekhibi papara aakhire

କେମିତି ଦେଖିବି ପାପର ଆଖିରେପୁଣ୍ୟ ତୁମରି କୟା (୨ଥର)ଭୁଲିବି କିପରି ପାପର ଦେହରେଜଗତର ମୋହ ମାୟା (ଘୋଷା) ପୁଣ୍ୟ ତୁମରି କ୍ଷମା ନଦି ଧାରେଆସିଛି ମୁଁ କ୍ଷମା […]

Dhanya dhanya dhanya tuma nama

ଧନ୍ୟ ଧନ୍ୟ ଧନ୍ୟ ତୁମ ନାମ (୨ଥର)ଧନ୍ୟ ହେ ପିତା ଧନ୍ୟ ହେ ପୁତ୍ର ଧନ୍ୟ ପବିତ୍ର ଆତ୍ମାହେ ପ୍ରଭୁ ତୁମେ ଧନ୍ୟ (ଘୋଷା) କରୁଛୁ ଅଳି […]

ଦିଅ ମୋତେ ଦରଶନ

ଦିଅ ମୋତେ ଦରଶନ କରେ ନିତି ଏହି ନିବେଦନ (୨ଥର)ରହିଛି ଅନାଇ ଦିବାନିଶି ଚାହିଁପ୍ରଭୁ କେବେ ହୋଇବ ପ୍ରସହ୍ନ (ଘୋଷା) ଧନ୍ୟ ତୁମ ପ୍ରେମ ଅନନ୍ତ ଅସିମପାପି […]

sadaprabhunkara dhanyabada kara

ସଦାପ୍ରଭୁଙ୍କର ଧନ୍ୟବାଦ କରକାରଣ ସେ ମଙ୍ଗଳମୟ (୨ଥର)କାରଣ ତାହାଙ୍କର ଦୟ ଅନନ୍ତକାଳ ସ୍ଥାୟୀ (୨ ଥର) … (ଘୋଷା) ପ୍ରଭୂମାନଙ୍କର ପ୍ରଭୁଙ୍କର ଧନ୍ୟବାଦ କରରାଜାମାନଙ୍କର ରାଜାଙ୍କର ଧନ୍ୟବାଦ […]