bhabiki dekhicha thare
ଭାବିକି ଦେଖିଛ ଥରେ, ସେ କୁଶର କଥାଯୀଶୁଙ୍କର ବ୍ୟଥା (ଘୋଷା) ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇଝରାଇଲେ ରକ୍ତଧାର, କେତେ ଦୟା ବହିହସ୍ତ ପାଦେ ହୋଇ […]
ଭାବିକି ଦେଖିଛ ଥରେ, ସେ କୁଶର କଥାଯୀଶୁଙ୍କର ବ୍ୟଥା (ଘୋଷା) ତୋର ପରିତ୍ରାଣ ପାଇଁ, କୄଶେ ବଳୀ ହୋଇଝରାଇଲେ ରକ୍ତଧାର, କେତେ ଦୟା ବହିହସ୍ତ ପାଦେ ହୋଇ […]
ଯୀଶୁରେ ଲଭିଛି, ମୁଁ ନୂଆ ଜୀବନ,ଯୀଶୁରେ ହୋଇଛି ମୋର ପରିବର୍ତ୍ତନ (ଘୋଷା) ସୃଜାତି ପ୍ରେମୀ ମୁଁ ଉଯୋଗୀ ଶିମୋନଦେଶ, ଜାତି ପାଇଁ କଲି ଖଡ୍ଗ ଧାରଣତାଙ୍କ ପଛେ […]
ସଦାପ୍ରଭୁ ସନ୍ୟାଧିପତି, ଅଟନ୍ତି ଜଗତର ଜ୍ୟୋତିତାଙ୍କରି ବିହୁନେ ତିନି ଭୂବନେନାହିଁ କାହିଁ ଆଉ ମୁକତି (ଘୋଷା) ଆକାଶ, ପୃଥିବୀ, ନକ୍ଷତ୍ରପୁଞ୍ଜ ସକଳ ତାଙ୍କରି ସୃଜନପ୍ରତି ମୂରତିରେ ଆପଣା […]
ଗାଇବା ଯୀଶୁଙ୍କ ନାମ ଚରଣେ କରି ପ୍ରଣାମଜଗତ ମୁକତି ରାଜାଙ୍କୁ ନିଜ ହୃଦେ ଦେଇ ସ୍ଥାନକେତେ ପ୍ରେମ ଦେଇ, ଜଗତେ ବଂଚାଇ, ଆଶିଷ ବର୍ଷାଇ… (ଘୋଷା) ବଂଚାଇଲେ […]
ଅନନ୍ତ ଜୀବନ ମୁଁ ପାଇଛିତାଙ୍କ ଅନୁଗ୍ରହେ ପାଇଛି।ଧରି ଶ୍ରୀଚରଣେ ଦେଇ ମନ ପ୍ରାଣନୂତନତା ମୁହଁ ଲଭିଛି (ଘୋଷା) ଥୁଲା ଯେତେ ମୋର ପାପର ଦଣ୍ଡମୋ ପାଇଁ ମରି […]
କାହିଁ ଆଗମନ ନ କୁହରେ ମନଆସିବେ ନିଶ୍ଚ ଆସିବେ ସେଆସିବେନି ବୋଲି ନ ଯାଅ ତୁ ଭୁଲିଆସୁଛନ୍ତି ସେ ଗୌରବେ… (ଘୋଷା) ମହା ଆନନ୍ଦରେ ଦୂତ ତୁରୀ […]
ମାଟିର ମଣିଷ ମାଟିରେ ମିଶିବଚିରଦିନ ତ ରହିବ ନାହିଁଯିଏ ଆପଣାର ସବୁ ହେବେ ପରକେହି ସଙ୍ଗତେ ରହିବେ ନାହିଁରେଚିରଦିନ ତ ରହିବ ନାହିଁ… (ଘୋଷା) ହେବରେ ଅନ୍ଧାର […]
ଆହୁତ ଯେଉଁ ଆହ୍ଵାନେ କରୁ ଯୋଗ୍ୟ ଆଚରଣସେ ମହା ଦିନରେ ମହା ଆନନ୍ଦରେ (୨ ଥର)ପାଇବାକୁ ପରିତ୍ରାଣ… (ଘୋଷା) ନମ୍ରତା, ମୃଦୁତା ଦୀର୍ଘ ସହିଷ୍ଣୁତାପ୍ରେମର ସହିତ କ୍ଷମା […]
ଶାନ୍ତି ଦାତା ଯୀଶୁ ରାଜା ତୁମ ପାଦେ ଏହି ଅଳିଦିଅ ଶକ୍ତି ଦିଅ ଭକ୍ତି ଯେହ୍ନେ ନ ପଡିବୁ ଟଳିତୁମ ରକ୍ତରେ କିଣା ଜନ ଆମେଆଶିଷ ଦିଅ […]
ପ୍ରଭୁ ଯୀଶୁ ତୁମେ ମୋତେକେତେ ଯେ ଭଲ ପାଇଲମୋ ପାପର ପଦାଘାତସବୁ ମୋ ଲାଗି ସହିଲ… (ଘୋଷା) ପାପ ରୋଗେ ଭୋଗୀ ମୃତ ପ୍ରାୟ ହେଲିମୁକତି ଆଶା […]