kalbarirase pasana bukuru

କାଲବରୀର ସେ ପାଷାଣ ବୁକୁରୁରକ୍ତର ଦାଗ ଲିଭିନିକୋମଳ ଅଙ୍ଗରୁ ଝରୁଛି ରୁଧୁରଅଭିଯୋଗ ସେ ତ କରିନି… (ଘୋଷା) କଣ୍ଟାର ମୁକୁଟ ମୁଣ୍ଡରେ ରହିଛିଦୁଇ ହାତ ଦୁଇ କଣ୍ଟାରେ […]

prabhu he ki dei pujibi

ପ୍ରଭୁ ହେ କି ଦେଇ ପୂଜିବି ତୁମ ଚରଣତୁମେ ତ୍ରାଣକାରୀ ତୁମେ ମୁକତି ରାଜନକି ଦେଇ ପୂଜିବି ତୁମ ଚରଣ… (ଘୋଷା) ନାହିଁ ମୋର ଧନ ଅଟେ […]

asiba jibane jhada aneka

ଆସିବ ଜୀବନେ ଝଡ ଅନେକଥୁବାଯାଏ ଶେଷ ନିଃଶ୍ବାସଲାଗି ରୁହ ସଦା ଯୀଶୁ ଚରଣେଥାଅ ରଖି ଅଟଳ ବିଶ୍ବାସ… (ଘୋଷା) ସହି ଦୁଃଖ ଯାତନା ଯୀଶୁ ଲାଗିଯେବେ ଝରେ […]

parbata sikhare jebe urdha drusti

ପର୍ବତ ଶିଖରେ ଯେବେ ଊଦ୍ଧି ଦୃଷ୍ଟି ମୋରନିରାଶ ଓ ଦୁଃଖ କାଳରେଆକାଶ ପୃଥିବୀର ସୃଷ୍ଟି କର୍ତ୍ତା ଯିଏକରନ୍ତି ମୋ ସାହାଯ୍ୟ ଦୁଃଖରେ (ଘୋଷା) ଇସ୍ରାଏଲ ରକ୍ଷକ ନ […]

ahe moro jishu sundara

ଆହେ ମୋର ଯୀଶୁ ସୁନ୍ଦରମୋ ପାଇଁ କି ଦୁଃଖ ସହିଲହୋଇ ଈଶସୁତ ମାନବର ପାଇନିଜ ଜୀବନ ବଳି ଦେଲ… (ଘୋଷା) ଦୋଷୀ ନୋହିଁ ମହା ଦୋଷୀ ଭାବରେବନ୍ଧା […]

kalabori dake bare tu କାଲବରୀ ଡାକେ ବାରେ ତୁ

କାଲବରୀ ଡାକେ ବାରେ ତୁ ଫେରିଆ ଫେରିଆଛକି କାଠକୁ ପାପୀ ମନ ଚାହିଁ ଯା (ଦେଖି ଯା)ତୋର୍ ପାପ ପାଇଁ କୁଶରେ ଝୁଲୁଛି ତ୍ରାଣକର୍ତ୍ତା… (ଘୋଷା) ରାଜାମାନଙ୍କ […]

jishu tuma pase amo

ଯୀଶୁ ତୁମ ପାଶେ ଆମ ଆଜି ଏହି ନିବେଦନଚାହୁଁନା, ଯା’ ତୁମେ ଚାହିବୁନି ଆମେଚାହିଁବୁନି କଦାଚନ… (ଘୋଷା) ଅଟଳ ବିଶ୍ବାସ ପ୍ରଭୁ ଥାଉ ତୁମ ଠାରେଧାର୍ମିକତା ଈଶ୍ବର […]

mu tumari choto mesha

ମୁଁ ତୁମରି ଛୋଟ ମେଷ ତୁମେ ମୋ ପାଳକ ( ୨ ଥର)କଢ଼ାଅ ହେ ସତ୍ୟ ପଥେହୋଇ ମୋ ଚାଳକ… ଲା… ଲା… (ଘୋଷା) ଜାଣ ତୁମେ […]

chalapatha dhare prabhu

ଚଲାପଥ ଧାରେ ପ୍ରଭୁ ତୁମେ ସାଥୀ ହେବତୁମେ ମୋତେ ଜୀବନର ପଥ ଦେଖାଇବ (ଘୋଷା) ପାପ ଅନ୍ଧକାରେ ଭରିଛି ଦୁନିଆ, ସବୁରେ ବିପଦ ଭୟଡରିବିନି ପ୍ରଭୁ ଚାଲୁଛି […]