tahari mukati lagire manaba

ତୋହରି ମୁକତି ଲାଗିରେ ମାନବ ତୋହରି ମୁକତି ଲାଗିଅଜର ଅମର କୁମାର ରୂପରେ ହେଲେଣି ମରଣ ଭାଗି … (ଘୋଷା) ଜୀବନ ଆକର ଦେବ ପରାତ୍ପର ବ୍ୟତ […]

he abrahamanka ishwara

ହେ ଅବ୍ରାହାମଙ୍କ ଇଶ୍ଵର ଇସାକଙ୍କ ଇଶ୍ଵରଯାକୁବଙ୍କ ଇଶ୍ଵର (୨ଥର)ଯିହୋବାଯିରି ହେ ମୋର ଯିହୋବା ନିଶୀ ହେ ମୋରଯିହୋବାଶାଲେମ ହେ ମୋର ହେ ମୋର ଦୟା ସାଗର …. […]

tumbhatharu prabhu jibi kahathaku

ତୁମ୍ଭ ଠାରୁ ପ୍ରଭୁ ଯିବି କାହାଠାକୁଶୁଣିବ କିଏ ଦୁଃଖ ମୋରଫେଡ଼ିବ କିଏ ମୋ ଅନ୍ତର ବେଦନାକଳଙ୍କିତ ଜୀବନର (ଘୋଷା) ମନର ଗତିରେ ବୁଲିଲି ସଂସାରେନମାନି ବିବେକ ବନ୍ଧନଯେଣେ […]

kaha mana eki mahaschajya

କହ ମନ, ଏକି ମହାଶ୍ଚର୍ଯ୍ୟ ନୁହଇ !ମୋତେ ଅନାଇଲେ ଯୀଶୁ ସୁଦୟା ବହି … (ଘୋଷା) ପାପ ଅଧର୍ମରେ ମରିଥିଲି ଯେ ମୁହିଁ,ଉଠାଇଲେ ମତେ ସେହି ଜୀବନ […]

prabhu mu suni tuma daka

ପ୍ରଭୁ ମୁଁ ପ୍ରଭୁମୁଁ …. ଶୁଣି ତୁମ ଡ଼ାକ ସ୍ଵରଫେରି ମୁଁ ଆସିଛି ତୁମ ପାଦ ତଳେବାରେ ପ୍ରଭୁ କ୍ଷମା କର… (ଘୋଷା) ବୁଡ଼ିଯାଏ ପ୍ରଭୁ ଏ […]

uddhara kara hai prabhu

ଉଦ୍ଧାର କରିହେ ପ୍ରଭୁ, କରମେତେ ଉଦ୍ଧାର ( ୨ ଥର)ଶୁଣିହେ ଶୁଣହେ, ଶୁଣହେ ଡାକ ମୋହରସଦା ପ୍ରଭୁହେ…..ନେଉଛି ଶରଣ ତୁମର ଚରଣେ ….. (ଘୋଷା) ଅଟଳ ଅନନ୍ତ […]

prasansa gouraba karu narigana

ପ୍ରଶଂସା ଗୌରବ କରୁ ନାରୀଗଣଆହେ ସର୍ବ ଶକ୍ତିମାନଏ ମହା ସଭାକୁ ଦେଲ ଦେଖୁବାକୁକଲ ଅନୁଗ୍ରହ ଦାନବକ୍ତା, ଶ୍ରୋତାଙ୍କୁ କରି ଅଧୁକାରଜୟନୀ ରବେ କମ୍ପୁ ଏ ସ୍ଥାନ… (ଘୋଷା) […]

ageyi aso hai swarga pathe

ଆଗେଇ ଆସହେ ସ୍ଵର୍ଗପଥେଚାଲିବା ଯୀଶୁଙ୍କୁ ନେଇ ସାଥେଜଗତର ଯେତେ ଅସାର ବନ୍ଧନୁଏଡ଼ାଇ ପ୍ରଭୁଙ୍କୁ ଦେଇ ଦେବାଏ ଆମ ଯଉବନ… (ଘୋଷା) ଯୀଶୁ ପାଶେ ଅଛି ଶାନ୍ତିସତ୍ୟ ପୁଣି […]

saja phula mu saja phula

ସଜ ଫୁଲ ମୁଁ ସଜ ଫୁଲଏଦନ ଉଦ୍ୟାନରେ (ମଣ୍ଡଳୀ ଉପବନେ)ଆମେ ଫୁଟା ସଜ ଫୁଲସାତ ରଙ୍ଗରେ ରଙ୍ଗା ଯେ ଆମେପ୍ରଭୁ ଦେଇଛନ୍ତି ଶୋଭା ଆମ … (ଘୋଷା) […]

tejamayankara prasansa kara

ତେଜ ମୟଙ୍କର ପ୍ରଶଂସା କରଆନ୍ତରିକ ପ୍ରଣିପାତଅଭୁଲା ଅରପ ତୁଇ ଅରପିତାବୋଲ ଜୟ ଯୀଶୁ ଜୟ… (ଘୋଷା) ଶିରୋନାମା ତାଙ୍କ ଅନାଦି ଅନନ୍ତତନୁ ତପନ କୁ କଲେ ରୂପାୟୀତମରତ […]