prabhu go moro priyatama

ପ୍ରଭୁ ଗୋ ମୋର ପ୍ରିୟତମ ତୁମରି ପ୍ରେମ ଅନୁପମବଣ୍ଡିବି ପ୍ରଭୁ ତୁମ ପ୍ରେମ ଗାଇବି ସଦା ତୁମ ନାମ … (ଘୋଷା) ଅନ୍ଧକୁ ଦେଲ ନୟନ, ବଧୂରେ […]

bajao mandali tume sangita

ବଜାଅ ମଣ୍ଡଳୀ ତୁମେ ସଙ୍ଗୀତ ବାଜାଆଜି ଆସିବେ ବାହିନି ସାଥେ ମର୍ଶହ ରାଜାବଜାଇଣ ବାଜା ଆମେ କରିବା ପୂଜା … ସମସ୍ତେ … (ଘୋଷା) କୋଟି କୋଟି […]

jibana nadi mo hrudayare

ଜୀବନ ନଦୀ ମୋ ହୃଦୟରେପ୍ରବାହିତ କର ପ୍ରଭୁ … (ଘୋଷା) ଶରୀର କାର୍ଯ୍ୟ ସବୁ ବିନାଶ କର ହେ ପ୍ରଭୁଦୁର୍ବଳ ସମୟରେ, ତବ ବଳ ଦିଅ ପ୍ରଭୁ […]

aha ki asimo premo tankara

ଆହା କି ଅସୀମ ପ୍ରେମ ତାଙ୍କରରାଜା ଯୀଶୁଙ୍କର ପ୍ରଶଂସା କରି ନିରନ୍ତରହୃଦୟ ଢ଼ାଳି ଭକତି ଦୀପାଳିସରବେ ଗାଅ ନିରନ୍ତର … (ଘୋଷା) ଆସିବେ ସେ ମେଘ ରଥରେଦୂତ […]

he sadaprabhu sadaprabhu ହେ ସଦାପ୍ରଭୁ ସଦାପ୍ରଭୁ

ହେ ସଦାପ୍ରଭୁ ସଦାପ୍ରଭୁକିଏ ପ୍ରବାସ କରିବ ତୁମ୍ଭ ଆବାସରେବାସ କରିବ କିଏ ପୁଣ୍ୟ ପର୍ବତରେ … (ଘୋଷା) ଅନ୍ତରରୁ ଯିଏ ସଦା ସତ୍ୟ କହେଧର୍ମ କର୍ମ କରି […]

mana moro jago jago re

ମନ ମୋର କାଗ ଜାଗରେପ୍ରାର୍ଥନାରେ ସଦା ଜାଗରେଧର୍ମ ପଥେ ସଦା ଥାଆପାପ ପଥୁ ଦୂରେ ରହିଯୀଶୁଙ୍କ ନାମ ଗାଅରେ … (ଘୋଷା) ଖ୍ରୀଷ୍ଟ ଆମ ତ୍ରାଣ କର୍ତ୍ତାଆମ […]

prabhu jishu asi achi

ପ୍ରଭୁ ଯୀଶୁ ଆସିଅଛି ତୁମ ଡାକ ଶୁଣି ହେ । (ଘୋଷା) ପାପୀ ମୁହଁ ନିରାଶ୍ରୟ ରକ୍ତରେ ନିଏ ଆଶ୍ରୟଦୀନ ହୀନ ପ୍ରାଣେ ମୋର ଦିଅ ତୁମ […]

khusi khusi manao

ଖୁସି ଖୁସି ମନାଓ ଖୁସି ଖୁସି ମନାଓ (୨ ଥର)ବୋଲୋ, ବୋଲୋ ମସୀହା କୀ ଜୟ, ଜୟ, ଜୟ (୨ ଥର)ମେରେ ଲିଏ ଆୟା, ମେରେ ଲିଏ […]

nahi prabhu chadibi nahi

ନାହିଁ ପ୍ରଭୁ ଛାଡ଼ିବି ନାହିଁନ କଲେ ମୋରେ ଆଶିଷ ତୁହିତୁମେ ମୋ ପିତା, ତୁମେ ମୋ କରତା, ତୁମେ ମୋ ତ୍ରିତା,ଜୀବନ ସାଇଁ (ଘୋଷା) ନାହିଁ ଶାନ୍ତି, […]

jishu charan tale

ଯୀଶୁ – ଚରଣ ତଳେବସିଛି ପୂଜାରୀ ଏ ଅବେଳେ । (ଘୋଷା) ଅନନ୍ତ ହେ ତୁମ ପୂଜା ପାଇଁ,ସ୍ଵର୍ଗ, ମର୍ତ୍ତ୍ୟ, ଅର୍ଘ୍ୟ ଯୋଗ୍ୟ ନାହିଁତୁମ୍ଭ ମୋର ସ୍ରଷ୍ଟା, […]