jago biswasi dala

ଜାଗ ବିଶ୍ବାସୀ ଦଳମାଡ଼ି ଆସୁଛି ପରା ନରକ-ବଳ ରେ (ଘୋଷା) ଆଳସ୍ୟ ବିଳାସିତା ମୋହ ମାଧୁରୀସ୍ୱାର୍ଥପରତା ର୍ଦ୍ଦେଶ ଦେଲାଣି ସାରି ରେ… |୧| ତୁମରି ଭାଇବଂଧୁ ଏ […]

aji asichi mandire prabhu

ଆଜି ଆସିଛି ମନ୍ଦିରେ ପ୍ରଭୂ କରିବି ପୂଜା ତୁମରିଜାଣେ ମୁଁ ଘେନିବ ତୁମେ ଅବେଳେ ଏ ପୂଜା ମୋହରି… (ଘୋଷା) ଭକତି ସୁମନ ହାର ଗଳାରେ ଦେବି […]

jagithao prathonare

ଜାଗିଥାଅ ପ୍ରାର୍ଥନାରେ, ଯୀଶୁଙ୍କ ଏ ଚେତନାକେହି ଜାଣିବେ ନା କହ, ମୋର ଗୁପ୍ତ ମନ୍ତ୍ରଣାରାତ୍ରିକାଳେ ଚୋର ଯେହ୍ନେ ଖୋଳଇ ଘରେ ସିନ୍ଧହଠାତ୍ ଆସି ହେବି ତେହ୍ନେ ମୁଁ […]

muhi rasibi ki sara chadi

ମୁଇ ରସିବି କି ସାର ଛାଡି ଅସାରକୁ ରସିବି କି ?ଅନିତ୍ୟ ସଂସାର ଏହି କ୍ଷଣକେ ଯିବଟି ବହିତା’ ପାଇଁ ଅମର ଆତ୍ମା ହଜାଇ ଦେବି କି […]

papo bandhanu mukti chahinle

ପାପ ବନ୍ଧନୁ ମୁକ୍ତି ଚାହିଁଲେ ଅଛି ଶକତି ସେ ରକ୍ତରେ,ମନ୍ଦ ଉପରେ ଜୟ ଲୋଡ଼ିଲେ ଆଶ୍ଚର୍ଯ୍ୟ ଶକ୍ତି ରକ୍ତରେ… |୧| ହାଁ… ଶକ୍ତି ଶକ୍ତି ଶକ୍ତି ଅଛି […]

kisa dhoyiba mo papo

କିସ ଧୋଇବ ମୋ ପାପ ? ଯୀଶୁଙ୍କର ରକ୍ତ ମାତ୍ର ।କିସ କରିବ ସୁସ୍ଥ ? ଯୀଶୁଙ୍କର ରକ୍ତ ମାତ୍ର ।… |୧| ସେ ଅମୀୟ ରକ୍ତ […]

sansara e baridhire

ସଂସାର ଏ ବାରିଧରେଦଦରା ଆଶା ନଉକାରେଯାଇ ନ ପାରେ କୂଳରେପାରି କର ତବ କୃପାରେ… (ଘୋଷା) ମାଡ଼ି ଆସେ ଦୁଃଖ ବତାସ, ମନ ମୋର ହୁଏ ହତାଶକଳା […]

papo moro khyama diya hai

ପାପ ମୋର କ୍ଷମା ଦିଅ ହେ(ସେହି) ରକ୍ତରେ, ରକ୍ତରେଯୀଶୁଙ୍କ ରକ୍ତରେ…. ପାପ ସବୁ ଧୋଇ ଦିଅ ହେଶାନ୍ତି ଆନନ୍ଦ ଦିଅ ହେଜୟ ଦିଅ ଶୟତାନ ଉପରେସାହସ ଦିଅ […]

karunara sagara he jishu

କରୁଣାର ସାଗର ହେ ଯୀଶୁ, ଦିଅ ତୁମ କରୁଣା ଦାନମହାନ ତୁମେ ଶାଶ୍ବତ ତୁମେ ଆଶିଷ ବୃଷ୍ଟି ଦିଅ ଏ ଜୀବନେ … (ଘୋଷା) ବାକ୍ୟ ରୂପି […]

krusha tale mote rakha

କୃଶ ତଳେ ମୋତେ ରଖ ମହାପ୍ରଭୁଭୂଜ ତଳେ ମୋତେ ରଖବିଶ୍ବ ତାପ ହରା କୃଶ ଛାଇ ତଳେଭୂଲିବି ସଂସାର ଦୁଃଖ (ଘୋଷା) ମୁଁ ଚିର କାଙ୍ଗାଳ ଭକତି […]