asara dipali jali

ଆଶାର ଦୀପାଳି ଜାଳି କରୁଅଛୁ ପଦେ ଅଳିଦିଅ ବାରେ ଡ଼େଣା ମେଲି ବାହୁତଳେ ତବ ଶାନ୍ତି … (ଘୋଷା) ଆଶ୍ରା ହୀନ ହୋଇ ରହିଛି ମୁହିଁତୁମ ବିନା […]

he moro mana soda

ହେ ମୋର ମନ ସଦା ଧନ୍ୟବାଦ କରହେ ମୋର ମନ ସଦାହେ ମୋର ଅନ୍ତର ଗାଅ ନିରନ୍ତର (୨ ଥର)ପବିତ୍ର ନାମରେ ସଦା ପ୍ରଭୁଙ୍କର … ହେ […]

moro ate bihita sadhibaku

ମୋର ଅଟେ ବିହିତ ସାଧୁବାକୁଧର୍ମ କର୍ମ ଯୀଶୁଙ୍କ ମତ (ଘୋଷା) ଯଦ୍ଦନରେ ଆପେ ସେହି ହୋଇ ଡୁବିତଦେଖାଇ ଅଛନ୍ତି ମୋର ପ୍ରତି ଦୃଷ୍ଟାନ୍ତ … |୧| ଯେଉଁ […]

susamacharaku nei prati ganku

ସୁସମାଚାରକୁ ନେଇ ପ୍ରତି ଗାଁକୁ ଯିବାମଣ୍ଡଳୀ ଠିଆ ହେବ ସଫଳ ଆମେ ହେବାଏହି … ଏହି ଆମରି ଲକ୍ଷ୍ୟ (୨ଥର) (ଘୋଷା) ଆସିବ କେତେ ଝଡଝଞ୍ଜା ପଛକୁ […]

papinka nimante prabhu

ପାପୀଙ୍କ ନିମନ୍ତେ ପ୍ରଭୁ ସ୍ଵର୍ଗ ତେଜିଣମହୀମଣ୍ଡଳେ ଲଭିଲେ ଦୁଃଖ କଷଣ (ଘୋଷା) ସ୍ଵର୍ଗ ସୁଖ ତ୍ୟାଗ କରି, ନର ରୂପ ଦେହ ଧରିପ୍ରଭୁ ରାଜନ,ଜଗଜ୍ଜନ ପାଇଁ ଆସି […]

bolo dhanya bolo dhanya

ବୋଲ ଧନ୍ୟ ବୋଲ ଧନ୍ୟ ଯିହୋବାଙ୍କ ନାମ,ସେ ମହତ ନାମ,ବଂଚାଇଣ ଦେଖାଇଲେ ବରଷ ନୂତନ (ଘୋଷା) ଗତ ସନେ ବହୁଜନ, ପାପରେ ତେଜି ଜୀବନନରକେ କଲେ ଗମନ, […]

mana hejire prabhu krupa

ମନ, ହେଜିରେ ପ୍ରଭୁ କୃପା ସଦା ଭାବ,କରି ଧନ୍ୟବାଦ ହୋଇ ଆହ୍ଲାଦିତନିରବ ତାଙ୍କୁ ସେବା … (ଘୋଷା) ସେ ତୋହର ପାପ କରନ୍ତି ମାର୍ଜନା,ନାଶନ୍ତି ତୋ ରୋଗ […]

karunamaya ahe karunamaya

କରୁଣାମୟ ଆହେ କରୁଣାମୟକରୁଛି ତୁମକୁ ମୁଁ ଆସ୍ବାଦନମୁ ଚାଖି ଜାଣିଚି ତୁମେ ପ୍ରେମମୟ … (ଘୋଷା) ହଜାର ହଜାର ସୁନାରୁପା ଠାରୁତୁମ ମୁଖର ବାକ୍ୟ ମୋ ପ୍ରତି […]

bhai re aji bada ananda

ଭାଇରେ ଆଜି ବଡ଼ ଆନନ୍ଦ,ମୃତ୍ୟୁଜୟୀ ମହାପ୍ରଭୁ ପରମ ଆନନ୍ଦ (ଘୋଷା) ଟାଣପଣ ନରକର ଭାଗିଲା ଏଥରବଦ୍ଧ ପାପୀ ଲଭେ ପ୍ରାଣେ ମୁକତି ଆନନ୍ଦ … |୧| ମୃତ୍ୟୁ […]

kemiti hebi mu parire

କେମିତି ହେବି ମୁଁ ପାରିରେ ନାଉରିଯିବାକୁ ଅଛିରେ, ମୁଁ ତ ସେପାରିଯୀଶୁ ଡାକନ୍ତି ମୋତେ ହାତ ଠାରି … (ଘୋଷା) ପାପର ସାଗରେ ଜୀବନ ନାଆରେ ପାଏ […]