sathi jiba chalago

ସାଥି ଯିବା ଚାଲ ଗୋଯିବା ଚାଲ ବେଥଲିହିମ .. ବେଥଲିହିମଦୂରେ ଚାହିଁ ଦେଖି ହସୁଛି ତାରାହାତ ଧରି ତୋତେ ଡାକୁଛି ପରାହୋଇଛନ୍ତି ଯହିଁ ଯୀଶୁ ଜନମ ଯୀଶୁ […]

e pruthibi janu ame

ଏ ପୃଥିବୀ ଜାଣୁ ଆମେ ଯୀଶୁଙ୍କର ଆମେ ଯୀଶୁଙ୍କରଦେଖି ଆମ ପ୍ରେମ ଏ ଜଗତ ଜାଣୁଆମେ ଯୀଶୁଙ୍କର ଆମେ ଯୀଶୁଙ୍କର …. (ଘୋଷା) ଈଶ୍ଵରଙ୍କ ଠାରେ ଆମେ […]

seba kariba kahara aji

ସେବା କରିବ କାହାର ଆଜି ମନୋନୀତ କରଜଗତ ଅବା ଯୀଶୁଙ୍କର ଆଜି ମନୋନୀତ କରଦୁଇ ମୁନିବର ସେବା କରି ନପାରସେବା କରିବ କାହାର … (ଘୋଷା) ଜଗତର […]

bhabi thili mu jibane

ଭାବିଥିଲି ମୁଁ ଜୀବନେ (ପ୍ରଭୁ) ହେବି ଏକା ତୁମରଟାଣିନେଲା ମୋତେ ମୋହ ମାୟା ସଂସାର (ଏହି) … (ଘୋଷା) ମନ ଅଇନାରେ, ଯେବେ ଦେଖେ ନିଜକୁକଳ୍କିତ କଲି […]

prabhu tume ruha sathe

ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … |୧| […]

aa pheriare thare

ଆ… ଫେରିଆରେ ଥରେ କ୍ରୂଶ ଶରଣେଧୋଇଦେବ ପାପ ଯେତେ ଅଛି ଜୀବନେ … (ଘୋଷା) ଦୁଇ ବାହୁ ମେଲି କୁଶେ ପ୍ରେମ ଅଧରେଡାକୁଛନ୍ତି ଯୀଶୁ ରାଜା କ୍ଷମା […]

raja mananka raja jishu raja

ରାଜାମାନଙ୍କ ରାଜା ଯୀଶୁ ରାଜାଆମ ସଭିଙ୍କ ପ୍ରିୟ ଯୀଶୁ ରାଜାଜଗତର ପିତା ସୃଷ୍ଟି କରତା କର ତାଙ୍କର ପ୍ରଶଂସା … (ଘୋଷା) କେହି ଯେବେ ଯୀଶୁଙ୍କୁ ହୃଦେ […]

halleluyah halleluyah hosanna

ହାଲେଲୁୟା ହାଲେଲୁୟା ହୋଶାନାଯୀଶୁ ନାମେ ହେଉ ବନ୍ଦନାସେ ଯେ ମହାନ ସର୍ବ ଶକ୍ତିମାନଘେନ ତାଙ୍କ ନାମେ ନୂଆ ଜୀବନକରି ତାଙ୍କୁ ହୃଦେ ଜୟଗାନ … (ଘୋଷା) ଆସିଲେ […]

kara stuthi prasansa gano

କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ… (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେ,କରି ତାଙ୍କ ପ୍ରଶଂସା ଗାନ… |୧| ମହିମାରେ ପୂର୍ଣ୍ଣ […]

chakhyu kholidiya dekhibi

ଚକ୍ଷୁ ଖୋଲିଦିଅ ଦେଖିବି ତୁମରି ରୂପକଣ୍ ଖୋଲିଦିଅ ଶୁଣିବି ତୁମରି ଡାକଚିତ୍ତ ଖୋଲିଦିଅ ପ୍ରଭୁ ରଖିବି ପବିତ୍ର ବାକ୍ୟ… (ଘୋଷା) ମୋ ଚକ୍ଷୁ ପାପରେ ଲିପ୍ତ ହୋଇଛି।ଅନ୍ଧଠୁ […]