tume saha hua he prabhu moro
ତୁମେ ସାହା ହୁଅ ହେ ପ୍ରଭୁ ମୋରତୁମ ବିହୁନେ କେ ଅଛି ମୋର … (ଘୋଷା) ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝରତୁମଠାରେ ଅଛି ମୋର […]
ତୁମେ ସାହା ହୁଅ ହେ ପ୍ରଭୁ ମୋରତୁମ ବିହୁନେ କେ ଅଛି ମୋର … (ଘୋଷା) ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝରତୁମଠାରେ ଅଛି ମୋର […]
କ୍ଷମା ହୋଇଛି… ଯା ଅପରାଧପାପ ଯାର ଅଟେ ଆଚ୍ଛାଦିତ ସେ ଧନ୍ୟ…ସେ ଧନ୍ୟ…ସେ ଧନ୍ୟ..ନାହିଁ ଯାହା ପ୍ରତି ଦୋଷାରୋପଅନ୍ତର ଯାହାର ଅକପଟସେ ଧନ୍ୟ…. ସେ ଧନ୍ୟ… ସେ […]
କ୍ଷମା ଝରେ, କୁଶ ଉପରେ,ପାପୀ ତୋ ପାପ ଧୋଇ…ଯୀଶୁଙ୍କର ସେ ରୁଧିର ପ୍ରେମ ହିଁ ପ୍ରେମ ନେଇ (ଘୋଷା) ତୋ ପାପ ପାଇଁ ଝରୁଛି ତାଙ୍କ ଅଧରୁ […]
ଲୁହର ବନ୍ୟାରେ ଭିଜାଇ ଜୀବନଉଠେ କୋହ ଢେଉ ଅନ୍ତରୁ ଉଛୁଳି (ଘୋଷା) ବାଙ୍ଗିଣିଆ ବସ୍ କଣ୍ଟାର କିରୀଟପାଣି ପାଦେ ପ୍ରେକ ବକ୍ଷେ ବକ୍ସାଘାତଝୁଲେ ଆଡ଼ କାସେ ଦେବ […]
ହୃଦୟେ ଉଠେ ସନ୍ଦେହପୁଣି ଆଉ କାହିଁକି ?ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?ପାଇଛି ପରା ଯୀଶୁଙ୍କୁ ( ୨ ଥର)ଏ ଅସ୍ଥିରତା ଜୀବନେ କାହିଁକି […]
ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନାଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା) ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନଯୀଶୁ ନାମ ବିନୁ […]
ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେହୋଇ କି ବନ୍ଧୁ… […]
ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହିପ୍ରାଣ ଦେଲ କୁଶେ ମୋର ପାଇଁମଥା ପାତି ଦେଇ ନୀରବରେ ରହିକେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା) […]
ହେ ଯୀଶୁ ସର୍ବଶକ୍ତିମାନ, ଧନ୍ୟ ସଦା ତୁମରି ନାମତ୍ରିଭୁବନେ ନାହିଁ କେହି ( ୨ ଥର) ତୁମ ସମାନ.. (ଘୋଷା) ଯୀଶୁ ଆମ ପଥ, ସତ୍ୟ, ଯୀଶୁ […]
ହେ ବିଶ୍ବ ଗୌରବ ଯୀଶୁ ତୁମେବନ୍ଦନା କରୁଛୁ ତୁମ ନାମେସ୍ଵାଗତିକା ଘେନ ସ୍ଵାଗତିକା ଘେନଆଶିଷ ନେଇ କର ଆଗମନଆମରି ଏଇ ଧାମେଆମରି ଏଇ ଧାମେ…. (ଘୋଷା) ଆଶାର […]