duniya sara mu tumaku khojili
ଦୁନିଆ ସାରା ମୁଁ ତୁମକୁ ଖୋଜିଲିଆଖିର ଲୁହରେ ତୁମକୁ ପାଇଲିତୁମେ ହି ପରମ ଅନନ୍ତ ଅସୀମଏହି କଥା ଶେଷେ ଜାଣିଲି (ଘୋଷା) ଜୀବନରେ ଯାହା କିଛି ପାପ […]
ଦୁନିଆ ସାରା ମୁଁ ତୁମକୁ ଖୋଜିଲିଆଖିର ଲୁହରେ ତୁମକୁ ପାଇଲିତୁମେ ହି ପରମ ଅନନ୍ତ ଅସୀମଏହି କଥା ଶେଷେ ଜାଣିଲି (ଘୋଷା) ଜୀବନରେ ଯାହା କିଛି ପାପ […]
ଦୃଢ଼ ବିଶ୍ୱାସ ରହିଛି ମୋର ତୁମ୍ଭଠାରେସ୍ଥିର ଜଳ ପାଶେ ନିଅ ମୋତେ ପ୍ରଭୁରୁହ ତୁମେ ମୋ ସାଥିରେ (ଘୋଷା) ଜୀବନର ପାପ ବୋଝ ତୁମେ ବହି ନିଆଆଖୁ […]
ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ […]
ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)ସେହି ଅନାଦି ସେହି ଅନନ୍ତସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତଖୋଲିଦେଇ ଗଲେ ମୁକତିର ପଥଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା) […]
ଭଙ୍ଗା ହୃଦୟେ କଳଙ୍କିତ ଏହିଶୁନ୍ୟ ଜୀବନ ମୋରତୁମ ଉପ ଯୋଗି ପାତ୍ର କରିପ୍ରଭୁକର ମୋତେ ବ୍ୟବହାର …(ଘୋଷା) ମାଟିଠାରୁ ହିନ ଏଇ ମୋ ଜୀବନଭରା ତହଁ କଳୁଷତାତୁମ […]
ତୁମରି ମଧୁର ନାମ ଗାଉଥିବି, ପ୍ରଭୁ ଗାଉଥିବିତୁମ ପାଦେ ଅବିରତ, ହେବି ପ୍ରଭୁ ଅବନତଯେତେ ଦିନ ପ୍ରଭୁ ବଞ୍ଚିଥିବି… (ଘୋଷା) ଶରଣ ନେଉଛି ପ୍ରଭୁ ତୁମ ଛାୟାତଳେତୁମେ […]
ତୁମରି ବୋଝ ଉଶ୍ବାସଯୁଆଳି ତୁମରି ସହଜଘେନିବି ସଦା ଜୀବନେଦିଅ ଶକତି ହେ ଯୀଶୁ ରାଜ …(ଘୋଷା) ବଞ୍ଚିବାର ପଥ ଦେଖାଅ ମୋତେ ମୁଁ ଜାଣେନା ବଞ୍ଚିନ ହେଉ […]
ତୁମ ପରି ପ୍ରଭୁ ଥାଉ ଥାଉକାହିଁକି ଯିବି ମୁଁ ଅନ୍ୟ ପଥେ ଆଉକେଉଁ ପୂଜା ପାଇଁ ଆଉତୁମ କୁଶରେ ମୋ ଲୟ ରହୁ (ଇଛା ହେଉ…) ….(ଘୋଷା) […]
ତୁମ ନାମ ସଦା ଗାଇବିତୁମ ନାମ ସଦା ଭଜିବିହେ….ଯୀଶୁ ପ୍ରୟ ଯୀଶୁ….( ୨ ଥର)ସେବିବି ଆମ୍ବାଙ୍କ ଦାନେ…..(ଘୋଷା) ନାହି ମୋର ବୁଦ୍ଧି ଜ୍ଞାନନାହିଁ ମୋର ଧର୍ମ କର୍ମଅଟେ […]
ଝୁମି ଝୁମି ଗାଏ ମନ ପ୍ରଭୁଙ୍କର ଜୟଗାନ… ( ୨ ଥର)ହାଲ୍ଲିୟା ଗାଏ ମୋ ପ୍ରାଣ… ( ୨ ଥର)ସଞ୍ଜ ସକାଳେ ମୋ ମନ ଜପୁଥାଏ ଯୀଶୁ […]