jharuchi ussa ra aloko
ଝରୁଛି ଉଷାର ଆଲୋକଉଇଁଛି ଆଶାର ସ୍ବରୂପଧରଣୀର ପରେ ପାପର ଅନ୍ଧାରେଯୀଶୁଙ୍କ ପ୍ରେମର ପରଶେଗାଅ ଆଜି ହରଷେ …(ଘୋଷା) କ୍ଷୁଧିତ ଅବା ତୃଷିତ ଆସ ସର୍ବେ ଯୀଶୁ ପାଶଅମୃତ […]
ଝରୁଛି ଉଷାର ଆଲୋକଉଇଁଛି ଆଶାର ସ୍ବରୂପଧରଣୀର ପରେ ପାପର ଅନ୍ଧାରେଯୀଶୁଙ୍କ ପ୍ରେମର ପରଶେଗାଅ ଆଜି ହରଷେ …(ଘୋଷା) କ୍ଷୁଧିତ ଅବା ତୃଷିତ ଆସ ସର୍ବେ ଯୀଶୁ ପାଶଅମୃତ […]
ଜୀବନେ ଦେଖିଛୁ ଯାହା ମିଛ ସପନ ଆରେ ବାଇମନ … (ଘୋଷା) ଗଡ଼ିଗଲା ପାଣି ସେ ଯେ ଫେରିବାର ନାହିଁହଜିଗଲା ସୃତି ତୋର ପାଇବୁ ନାହିଁଆହା କି […]
ଜୀବନ ଆମର ଅଟେ ତବ ଆଶିଷ ଦାନଭକ୍ତି ଭରା ଅର୍ଘ୍ୟ ଘନ ହେ ଆମରହେ ପିତା ପରମ ତୁମେ ଚିରନ୍ତନ ( ୨ ଥର) …(ଘୋଷା) ହେ […]
ଜାଗି ଉଠ-ଜାଗି ଉଠ ହେ ବୀର- ବୀର ଆଲୋକର ସନ୍ତାନଶୟତାନ ହେଉ ଆଜି ଲଜିତ ପରାଜିତ ଦେଖି ତୁମ ନୂଆ ଜୀବନ…(ଘୋଷା) ତୁମ ଘରେ, ବାହାରେ, ଏ […]
ଜାଗି ଉଠ ମଙ୍ଗଳ ଗୀତ ଗାଇ ସ୍ତୁତି କରି ପ୍ରଭୁଙ୍କ ମହିମା ପାଇଁପ୍ରୀତିର ସୁରଭି ଢାଳି ଜାଳି ଅନ୍ଧାରେ ଆଲୋକ ଜାଳି ଜାଳିଅନୁସରି ଯାଅ ମୁକତିର ମଶାଲ […]
ଜାଗରେ…ଜା…ଗ..ରେ.. ହେ… ଜାଗ…ଜାଗରେ ଜନତା ଆଜି ଜାଗରେ ଜାଗ ମନ ପ୍ରାଣ ଆତ୍ମାରେଦୂତ ସାଧୁ କିରୁବ ସଙ୍ଗେ ତୁରୀ ବାଦ୍ୟ ଧ୍ୱନି ତରଙ୍ଗେ…ହୋଦେଖ ଦେଖ ଯୀଶୁ ରାଜା […]
ଜୟ ପ୍ରଭୁ ଯୀଶୁ, ଜୟ ପ୍ରଭୁ ଯୀଶୁ,ଜୟ ଜୟ ସତ୍ୟାସନାତନ ହୋଜଗତ ତାରଣ କରଣ କାରଣଆସିଲେ ଏ ମ ଭୁବନ ହେ …(ଘୋଷା) ଅଭୁତ ମହିମା ଜଗତେ […]
ଚେନା ଚେନା ମେଘ ରଥାଆସିବେ ମୋ ରାଜନକି ଦେଇ ତୋଷିବି ତାଙ୍କ ଅନୁପମ ବଦନ… (ଘୋଷା) ଗାଇଯିବେ ନାଚିଯିବେ କିରୁବ ଦୂତଗଣ ହେକି ଶୋଭନୀୟ ଦିଶିବ ଆଦର […]
ଚିରଦିନ ପ୍ରିୟ ଯୀଶୁ ମୁଁ କେବଳ ତୁମରିପଛେ ପଛେ ଗୁଲୁଥିବି ଜଗତକୁ ପାଶୋରି … (ଘୋଷା) ଯଦି ପାଶେ ଆସେ ମୋର ବିପଦ ସଙ୍କଟ ଭୟଯୀଶୁ ତବ […]
ଚନ୍ଦ୍ର, ସୂର୍ଯ୍ୟ, ତାରା ଥିଲେ କି ଲାଭ ହେବ ?ଜଗତରେ ଯେବେ ତାଙ୍କ ଜ୍ୟୋତି ନୋହିବାମଣିଷ ଯେପରି ସାରା ଜଗତ ଜିଣେଧନ, ଜନ, ମାନ ପାଇଁ ଆତ୍ମା […]