gotiye shroto raktare
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ,ଯେଡ଼େ ପାପୀ ହିଁ ଡୁବିଲେ ତା କଳଙ୍କ ନାଶେ … |୧| ମୋର ବିଶ୍ବାସ କୃଶରେ, କଲେ ରକ୍ତଦାନମୋ ପରା ପାତକୀ […]
ଗୋଟିଏ ସ୍ରୋତ ରକ୍ତର ଝରୁଅଛି କୁଶେ,ଯେଡ଼େ ପାପୀ ହିଁ ଡୁବିଲେ ତା କଳଙ୍କ ନାଶେ … |୧| ମୋର ବିଶ୍ବାସ କୃଶରେ, କଲେ ରକ୍ତଦାନମୋ ପରା ପାତକୀ […]
ଗାଅ ହାଲିଲୁୟା ଗାଅ ହୋଶାନ୍ନାପ୍ରଭୁଙ୍କର ନାମେ ସ୍ତୁତି ବନ୍ଦନାଧନ୍ୟବାଦ ତାଙ୍କୁ ଦେବାକୁ ଭୁଲି ଯାଅନା ହୋ..ହା.. (ଘୋଷା) ଉଛୁଳି ଉଠୁଛି ଉତ୍ତମ ବିଷୟେ ଆମରି ଏହି ହୃଦୟତବ […]
ଖ୍ରୀଷ୍ଟିୟାନ୍ ଜୀବନ ସୁନା ପରି ଜୀବନହୀରାପରି ଜଳୁଥିବାସେ ପ୍ରଭୁ ଯୀଶୁ ଜୀବନ ଦେଲେଆନନ୍ଦ ଦେଲେକେଡ଼େ ମହାନ ସେ ଅଟନ୍ତି …(ଘୋଷା) ଖ୍ରୀଷ୍ଟଙ୍କ ମଣ୍ଡଳୀ ଦୀପପରି ଜଳିବାଧରା ବୁକେ […]
କୁଶ ପରେ ଦେଖ କିଏରୁଧିରରେ ଅଙ୍ଗମଖାକଣ୍ଟାମୁକୁଟ ଶିରେ “ଯିହୁଦୀରାଜ” ଆଖ୍ୟା ଲେଖା …(ଘୋଷା) ଅଗତିର ଯିଏ ଗତି ତାଙ୍କୁ ହେଲା ଏ ଦୁର୍ଗତିକାଷ୍ଠ ସଂହାସନେ ସ୍ଥିତି ଏହାକି […]
ଦାଉଦ ସୁତ ହୋଶାନ୍ନା ରାଜାଧିରାଜ ହୋଶାନ୍ନାପୁନରୁଥାନ ହୋଶାନ୍ନା…(ଘୋଷା) ଆଦି ଓ ଅନ୍ତ ହୋଶାନ୍ନା ଜୀବନ ପଥ ହୋଶାନ୍ନାମୃତ୍ୟୁଞ୍ଜୟୀ ହୋଶାନ୍ନା ପରମପିତା ହୋଶାନ୍ନା….|୧| ମୁକତି ଦାତା ହୋଶାନ୍ନା ଶକତିଦାତା […]
ଦୟାର ସାଗର ପ୍ରଭୁ ହେ ଯୀଶୁ ସୁନ୍ଦରତୁମରି ପ୍ରେମ କରୁଣା ଅନନ୍ତ ଅପାର….ହେ ଦୟାସାଗରପବିତ୍ର ଶୋଣିତେ ଧୋଇ ପତିତ ନର କଲ ଉଦ୍ଧାର …(ଘୋଷା) ଡିମ୍ବିରି ଗଛରୁ […]
ଦୟାର ସାଗର ପ୍ରଭୁ ମୋ ଯୀଶୁଧନକାଲବରୀ କ୍ରିଶୋପରେ ଦେଲ ଜୀବନ …(ଘୋଷା) ପୃଷୋପରେ ଦେଖି ତାଙ୍କ କୋରଡ଼ାର ମାଡ଼ଝରିପଡ଼େ ସର୍ବାଙ୍ଗରୁ ରକତର ଧାରକାଣେ ଭାରି କୁଶ ବୋହି […]
ଦୟାବହି ଯଦି ଧୋଇବ ନାହିଁ ମୋ ଜୀବନଛୁଇଁବି କିପରିପବିତ୍ର ତୁମରି ଚରଣ ? ….(ଘୋଷା) ବ୍ୟାକୁଳ ହୃଦୟ କାନ୍ଦେ ମୋ ପାପଲାଗିଅତୀତର ଶତ କଳୁଷତା ଅନୁଭବପ୍ରେମ ବହି […]
ତେରୀ ଆରାଧନା କରୁ…ତେରୀ ଆରାଧନା କରୁ….ପାପ କ୍ଷମା କର ଜୀବନ୍ ଦେ ଦେ ଦୟା କି ଅର୍ଚ୍ଚନା କରୁ ….(ଘୋଷା) ତୁହି ମହାନ୍ ସର୍ବଶକ୍ତିମାନ୍ତୁହି ହି ମେରା […]
ତେଜାଅ ଯୀଶୁ ହେ ଦୁକୁ ଦୁକୁ ପ୍ରଦୀପଜାଳ ଢାଳ ଦୟାକରି ସୁର-ତଇଳସୁର ତଇଳ ଆହେ ମହାଶଇଳ …(ଘୋଷା) ବାଆ ବତାସ ସଙ୍ଗେ ଖଣ୍ଡ ପ୍ରଳୟଦୀପାବଳୀ ନାଶିବାକୁ ଘରେ […]