kuha kalabari niraba na rahi
କୁହ କାଲବରୀ; ନୀରବ ନ ରହିକୁଶର କରୁଣ କଥାସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥାକାଲବରୀ, କାଲବରୀ କୁହ କାଲବରୀ …. (ଘୋଷା) […]
କୁହ କାଲବରୀ; ନୀରବ ନ ରହିକୁଶର କରୁଣ କଥାସତେ କି ତୋ’ ଦେହେ ଝୁଲିଥିଲେ ସେହି ନୂଆଁଇ ଆପଣା ମଥାକାଲବରୀ, କାଲବରୀ କୁହ କାଲବରୀ …. (ଘୋଷା) […]
କିଏ ସେ ଜଗତକୁ ଆସିଥିଲା ପରିତ୍ରାଣର ପଥ ଖୋଲିଦେଲାପାଇଅଛୁ କିରେ ତାଙ୍କୁ ହୃଦୟରେଯୀଶୁ ନାମ ଜଗତେ ଚହଟି ଗଲାରେଜୟ ଜୟ ଗାନେ ଉଡ଼ାଇ ଧୂଜାଆସିବେ ଆମର ସରଗ […]
କି ଦିନ କି ରାତି ଯୀଶୁ ଆମର ସାଥି ( ୨ ଥର)ତାଙ୍କ ସାଥିରେ ମହା ଆନନ୍ଦଜୀବନ ଯାଉ ବିତି … (ଘୋଷା) ତାଙ୍କ ଆଶିଷ ଧାରା […]
କି ଉତ୍କଳ ସେ ଆଲୁଅ ! ପ୍ରାଣ ଖୋଲି ଦେଖାଏ(ଦେଖ) ସୂର୍ଯ୍ୟ ପାରୁ ନାହିଁ, ସେ ଆଲୁଅରେ ହାରିଯାଏ ….(ଘୋଷା) ସେ ଆଲୁଅ ମୋ ହୃଦୟେ ଭଲ […]
କାନ୍ଦି କାନ୍ଦି ଆସିଛି ମୁଁ ଆହେ ଜଗତ ସାଇଁତୁମେ ଯେ ଆଶ୍ରୟ ଦୁର୍ଗ, ମୋର ରକ୍ଷା ପାଇଁ …(ଘୋଷା) ଈଶ୍ଵରରୂପୀ ହେଲେ ହେଁ, ନରରୂପ ନେଇଜନମ ହେଲ […]
କରୁ ଆରାଧନା ତୁମରି…( ୨ ଥର)ହେ ପରମଧନରାଜାରାଜନଚରଣେ ଶରଣ ଆମ ଗୁହାରି …(ଘୋଷା) ତବ କଳପନା କେ କରେ କଳନାତବ ଶ୍ରୀ ମହିମା ଅନନ୍ତ ଅସୀମାସରଗ ଭୁବନ […]
କର ସ୍ତୁତି ପ୍ରଶଂସା ଗାନଯିହୋବାଙ୍କ କର ସ୍ତୁତି ପ୍ରଶଂସା ଗାନ ହୋ.. ହୋ.. (ଘୋଷା) ପବିତ୍ର ସ୍ଥାନେ ତାଙ୍କ ଶୂନ୍ୟ ଗଗନେକରି ତାଙ୍କୁ ପ୍ରଶଂସା ଗାନ…. ହୋ… […]
କର ଏହି ସାନ ପିଲାଙ୍କୁ ଆଶିଷପ୍ରଭୁ କରି ତବ କରୁଣା ପ୍ରକାଶ …(ଘୋଷା) ଆହେ ଇଶ୍ଵରଙ୍କ ପୁତ୍ର ତୁମ୍ଭ ଛାମୁକୁ ଆଣୁଅଛୁ ଆମ ପ୍ରିୟତମ ଶିଶୁଙ୍କୁଦୟାହସ୍ତ ତୁମ୍ଭର […]
କଣ୍ଟକିତ ଏହି ବନ୍ଧୁର ଜୀବନ ପଥପରେପାରିବୁନି ବାଟ ଗଲିବାକୁ ତୁହିଯୀଶୁ ବିନା ଜଗତରେ …(ଘୋଷା) ମରିଚିକାର ପଛେ ଧାଇଁଛି ଶୁନ୍ୟ ହାତେ ତୁ ଝୁରି ମରୁଛୁଗୁହିଁ ଦେ […]
ଏହି ଶେଷକାଳେ ଶୁଣିଯାଅ ଥରେଫେରିବାକୁ କୁଶପଥେ…( ୨ ଥର)ଘେରିଛି ଜୀବନେ ପାପର କାଳିମାଛପିଛି ଅନ୍ତରେ ଆଶା ( ୨ ଥର)ଭରିଅଛି ପ୍ରାଣେ ସଂସାରର ମୋହଅନୀତି ଜୀବନ ଭାଷା […]