ei dekha jishu bahi neuchanti
ଏଇ ଦେଖ ଯୀଶୁବହି ନେଉଛନ୍ତି କୁଶ ( ୨ ଥର)ନିଜ ନିଜ କୃଶ ବହି ନେଇ ତୁମେତାଙ୍କ ପଛେ ପଛେ ଆସ (ଘୋଷା) କେତେ ଯେ କଷଣ […]
ଏଇ ଦେଖ ଯୀଶୁବହି ନେଉଛନ୍ତି କୁଶ ( ୨ ଥର)ନିଜ ନିଜ କୃଶ ବହି ନେଇ ତୁମେତାଙ୍କ ପଛେ ପଛେ ଆସ (ଘୋଷା) କେତେ ଯେ କଷଣ […]
ଏଇ ଅଛି ଏଇ ନାହିଁ ମଣିଷ ଜୀବନ… ମଣିଷ ଜୀବନ…ତଥାପି ଅସାର ଯେତେ, କାଲିର ସ୍ବପନମଣିଷ ଜୀବନ…(ଘୋଷା) ମନ ଆଖି ଦେଖେ ଯାହା ଆଗାମୀର ପାଇଁଜାଣେନା ସେ […]
ଉଦ୍ଧାର କରିହେ ମୋତେ ପ୍ରଭୁ କର ଉଦ୍ଧାରପାପ ଜଗତରୁ ମୋତେ, ପ୍ରଭୁ କର ଉଦ୍ଧାରଦୁଷ୍ଟ ସିଂହ ନ୍ୟାୟ, କରଇ ଗର୍ଜନ ଗ୍ରାସିବାକୁ ଦିଆବଳକର ଉଦ୍ଧାର…… (ଘୋଷା) ଜୀବନ […]
ଈଶ୍ଵର ଆମକୁ ଏତେ ପ୍ରେମ କଲେସେ ନିଜ ପ୍ରେମ ପ୍ରକାଶିଲେ,ଆମକୁ ମୁକ୍ତ କରିବା ପାଇଁଯୀଶୁ ଖ୍ରୀଷ୍ଟଙ୍କୁ ଦାନ କଲେ (୨ ଥର)ସେ ନିଜ ପ୍ରେମ ପ୍ରକାଶିଲେ (୨ […]
ଜାଗି ଉଠ ଅବିଳମ୍ବେ ସକଳ ଜନତାହେଳା କର ନାହିଁ ଆଉ ଆଗମନ କଥାଆସୁଛନ୍ତି ଯୀଶୁ ରାଜା ହୋଇ ସେ ତ ବିଚାର କରତା =0= ଉତ୍ତମ ବୀହନ […]
ସତର୍କ ଟିକେ ରୁହଜୀବନ ବଦଳାଅମୋହ ମାୟାରୁ ଦୂରେଇ ରୁହଅଭିଳାଷରୁ ପୃଥକ ହୁଅଆସୁଛି ଦୁଃସମୟଯୀଶୁ ପାଶେ ରଖ ହେ ଲୟଯୀଶୁ ହେବେ ସଦା ସହାୟ….=୦= ଆକାଶମଣ୍ଡଳ ବିଚଳିତ ହେବନକ୍ଷତ୍ର […]
ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ ପ୍ରାଣ ଦେଇ ପୂଜା କରିବିସଞ୍ଜ ସକାଳେ ମୁଁ ମଧ୍ୟାହ୍ନ କାଳେ (୨ଥର)ତୁମ ନାମ ଭଜୁଥିବି…..ଯୀଶୁ ମୁଁ ତୁମକୁ ହୃଦେ ରଖିବିମନ […]
କମ୍ପି ଉଠେ ଏ ଧରାଧାମନେଲେ ବୋଲି ଯୀଶୁ ଜନମଝୁମି ଉଠେ ଏ ତନୁ ପ୍ରାଣନେଲେ ବୋଲି ଯୀଶୁ ଜନମହସୁଛି ନୀଳ ଗଗନନାଚୁଛି ଗିରି କାନନଆନନ୍ଦିତ ଲାଗେ ଏ […]
ଶେଷ ଘଣ୍ଟି ବାଜିଲାଣିମହା କ୍ଳେଶ ପାଖେ ଆସିଲାଣିଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗଜାଗି ଉଠ ଏହି କ୍ଷଣିସତର୍କର ଶେଷ ବାଣୀଚଉଦିଗେ ଏବେ ଶୁଭିଲାଣିଶୁଣ ଶୁଣ ଶୁଣ […]
କାନ୍ଦେ ଆଜି ମୋ ଅନ୍ତରକଥା ଭାବି ସେ କ୍ରୁଶର (୨ଥର)ଆହା କି ଯନ୍ତ୍ରଣା ଆହା କି ବେଦନା (୨ଥର)ସହିଲ ହେ ପ୍ରଭୁ ମୋର (୨ଥର)…..| ୦| କୋରଡ଼ା […]