he nidralu kana karucha
ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?କୁହ ତୁମରି କେଉଁ ଦେଶ […]
ହେ ନିଦ୍ରାଳୁ କ’ଣ କରୁଛ ? ଜାହାଜରେ ଶୋଇ ପଡ଼ିଛି !କେଉଁଠାରୁ ତୁମେ ଆସିଛି ? କେଉଁ ଭୁଲ ତୁମେ କରିଛି ?କୁହ ତୁମରି କେଉଁ ଦେଶ […]
ହେ… ରାଜା ମୋହର, ପରମେଶ୍ବରଶୁଣ ମୋ କ୍ରନ୍ଦନ ସ୍ବର ପ୍ରାତଃ କାଳେ ପ୍ରାର୍ଥନା ମୋର (ଘୋଷା) ଭୟ ଭକ୍ତିରେ ଆସିଛି ତୁମ ମନ୍ଦିରେ ମସ୍ତକ ମୋ ନତ […]
ହେ ପ୍ରଭୁ ଆସି ମୋ ଧାନେ..ହୋ..ବିରାଜ ମୋ ହୃଦୟେ ତୁମେକେତେ ଆଶା ନେଇ ନୟନେ… ହୋ..ଚାହିଅଛି ତବ ଦର୍ଶନେ (ଘୋଷା) ହୋଇଛି ରୁଦ୍ଧ ଯେ ନୟନ ମୋର […]
ହେ ସଦାପ୍ରଭୁ ମୁଁ ତୁମ୍ଭର ଶରଣ ନେଉଛିମୋତେ କେବେ ଲଜିତ ହେବାକୁ ଦିଅ ନାହିଁ (ଘୋଷା) ତୁମ୍ଭ ଧର୍ମ ଗୁଣରେ ମୋତେ, ଉଦ୍ଧାର କରିମୋତେ ରକ୍ଷା କରମୋ […]
ହେ ଧାର୍ମିକଗଣ ସଦାଚାରୀଗଣପ୍ରଭୁଙ୍କର ମହାନାମେ ପ୍ରଶଂସା କର (ଘୋଷା) ନୂତନ ସଙ୍ଗୀତ ଗାଅ ତାଙ୍କ ଉଦ୍ଦେଶ୍ୟରେଆନନ୍ଦ ବଜାଇ ବାଦ୍ୟ ମଧୁର ତାନରେପ୍ରଭୁଙ୍କର ବାକ୍ୟ ସଦା ଯଥାର୍ଥ ଓ […]
ହେ ଈଶ୍ଵର, ପରମେଶ୍ଵରଖୋଜୁଛି ତୁମକୁ ମୋ ଅନ୍ତରଏହି କ୍ଲାନ୍ତିକର ସ୍ଥାନରେ, ଜଳଶୁନ୍ୟ ଶୁଷ୍କ ପ୍ରାନ୍ତରେତୁମ ପାଇଁ ତୃଷିତ ମୋ ପ୍ରାଣ, ଆକାଂକ୍ଷିତ ଅଟେ ମୋ ଶରୀର (ଘୋଷା) […]
ହାଲିଲୁୟା ହାଲିଲୁୟା ଗାଇବା ଆସ ଆନନ୍ଦରେସଦାପ୍ରଭୁ ପରମେଶ୍ୱର ସେବିବା ସତ୍ୟ ଆତ୍ମାରେ (ଘୋଷା) ଯିହୋବା-ଯିରି, ତାହାଙ୍କ ନାମ,ଯୋଗାନ୍ତି ସକଳ ପ୍ରୟୋଜନଯିହୋବା-ନିଶି, ପାପ ବିନାଶି, ଜୟଦାତା ଜୀବନ ସମରେ […]
ହରିଣୀ ଯେମିତି ଜଳଧାରା ପାଇଁ ହୁଏ ଆକୁଳପ୍ରଭୁ ସେମିତି ମୋ ପ୍ରାଣ ତୁମ ପାଇଁ ବ୍ୟାକୁଳ… (ଘୋଷା) ଲୁହ ମୁଁ ପିଇଛି ଆକୁଳେ କାନ୍ଦିଛି, କେତେ ଦିନ […]
ସର୍ବ ମଙ୍ଗଳମୟ, ସର୍ବ କରୁଣାମୟ,ସର୍ବ ଅନ୍ତର୍ଯ୍ୟାମୀ ପିତା ସର୍ବ ଶକ୍ତିମାନ ପିତା, ଆହେ ଶାନ୍ତିଦାତା…..ବନ୍ଦନା ଘେନ ଆମର ହେ ପ୍ରଭୁ ( ୨ ଥର)ଗୌରବମୟ ପିତା ଆହେ […]
ସ୍ଵର୍ଗ ଜୟଧ୍ବନି ମହାନନ୍ଦମୟ ପାପୀଙ୍କ ମନ ଫେରଣରେ,ଦେଖ ପଥ ମଧେ ପିତା ଦୟାମୟ ନେଉଛନ୍ତି ପ୍ରେମାଲିଙ୍ଗନେ || ୧ || ଗୌରବ ଗୌରବ ଧ୍ବନି ସ୍ବର୍ଗରେଗୌରବ ଗୌରବ […]