ଅଭିବାଦନର କବିତା ଝରେରେ anhibadana ra kabita jhare
ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେସମୀର ନାଚଇ ଗହନ ବନରେ….ସାଗରେ ଖେଳେ ତରଙ୍ଗରେସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….ନାଚି ନାଚିକା ଗାଇ ଗାଇକାଭାସି ଯାଉ…..(ଘୋଷା) ପୁଲକେ ଧରଣୀ […]
ଅଭିବାଦନର କବିତା ଝରେରେ….ଧରଣୀର ଚଉଦିଗେସମୀର ନାଚଇ ଗହନ ବନରେ….ସାଗରେ ଖେଳେ ତରଙ୍ଗରେସ୍ଵପ୍ନ ଢେଉ ନାଚି ଉଠେରେ ମନ ସାଗରେ….ନାଚି ନାଚିକା ଗାଇ ଗାଇକାଭାସି ଯାଉ…..(ଘୋଷା) ପୁଲକେ ଧରଣୀ […]
ଅର୍ପଣ କରୁଛି ମୁଁ ଦାନ ତୁମରିପ୍ରଭୁ ଗ୍ରହଣ କର ହ୍ମ ଆଦରି …(ଘୋଷା) ପାଇନି ବୋଲି କିଛି ନାହିଁ ଆହୁରିଯାହା ମୋଠାରେ ଅଛି ସବୁ ତ ତୁମରିଶୂନ୍ୟରେ […]
ଆଦମ୍…ଆଦମ୍…ଆଦମ୍… ତୁମେ ଏକି କଲ !ପନା ଫଳ ଖାଇ ତୁମେ ଅଭିଶପ୍ତ ହେଲ (ଘୋଷା) ଅନନ୍ତ ଜୀବନ ହରାଇ ମୃତ୍ୟୁ କିମ୍ପା ଲଭିଲଆରୋଗ୍ୟତାକୁ ହରାଇ ରୋଗ କିମ୍ପା […]
ଆମେ ଆପଣା ସମସ୍ତ ମନଦେଇପ୍ରଭୁଙ୍କ ସେବା କରିବାସମସ୍ତ ହୃଦୟ ଶରୀରକୁ ନେଇପ୍ରଭୁଙ୍କ ସେବା କରିବା … (ଘୋଷା) ଜଗତର ବୁକୁପରେ ଆମେ ଲବଣ ସ୍ବରୁପଲବଣର ଗୁଣ ନେଇ […]
ଆଖିର ଲୁହରେ ଧୋଇବି ଚରଣ ବୋଲିଖୋଜୁଛି କେତେ ମୁଁ ପାଉ ନାହିଁ ଦେଖାଥକିଲିଣି ଚାଲି ଚାଲି ମୁଁ ( ୨ ଥର) …(ଘୋଷା) ତୁମେ କହିଥିଲ ଆଘାତ […]
ଆକାଶମଣ୍ଡଳ ପରମେଶ୍ଵରଙ୍କ ଗଉରବ ବର୍ଣନା କରେଶୂନ୍ୟମଣ୍ଡଳ ତାଙ୍କ ହସ୍ତକୃତ କର୍ମ ସକଳ ପ୍ରକାଶ କରେ …(ଘୋଷା ) ଦିନ ପରେ ଦିନ ସିଏ ବାକ୍ୟ ଉଚ୍ଚରେରାତି ପରେ […]
ଆୱାଜ୍ ଉଠାଏଙ୍ଗେହମ୍ ସାଜ୍ ବଜାଏଙ୍ଗେହେ ଈଶୁ ମହାନ୍ ଆପନା ୟହ ଗୀତ୍ ସୁନାଏଙ୍ଗେ (ଘୋଷା) ସଂସାର କେ ସୁନ୍ଦତାମେ ୟହ ରୂତୋ ତେରା ହେଇନ୍ ଚାନ୍ଦ ସିତାରୌ […]
ଅସଜଡ଼ା ହୃଦୟକୁ ସଜାଡ଼ିଲ ତୁମେଉଜୁଡ଼ା ଏ ଜୀବନକୁ ଗଢ଼ି ଦେଲ ତୁମେତୁମରି ପ୍ରେମର ପରଶେ … (ଘୋଷା) ପଡ଼ିଥିଲି ଅପରାଧେ ଏ ଜଗତେ ଯେବେଯୀଶୁ ତୁମେ ଅତି […]
ପ୍ରିୟତମ …ପ୍ରଶଂସା ଗଉରବ କରରାଜାଧି ରାଜ ପ୍ରଭୁଙ୍କରସେ ତ ଜ୍ୟୋତିର୍ମୟ ସେ ତ ସୁଧାମୟସେ ଯେ, ପରିତ୍ରାଣ ଆକର … (ଘୋଷା) ଅନାଦି ଅନନ୍ତ ନିତ୍ୟ ଜୀବିତସର୍ବଶକ୍ତିମାନ […]
ପ୍ରଭୁ ତୁମେ ରୁହ ସାଥେ ସାଥେ ଏ ଜୀବନ ସାରାମୁହଁ ଭୁଲି ସବୁ ଚାଲୁଥିବି ତୁମ ପଛେ ପରା (ମୋ ଯୀଶୁ)ଏ ଜୀବନ ସାରା … (ଘୋଷା) […]