kari tanka dhanyabada dhanyabada

କର ତାଙ୍କ ଧନ୍ୟବାଦ ଧନ୍ୟବାଦ ଧନ୍ୟବାଦହେ ମୋହର ମନ ହେ ମୋହର ମନ ମନ ପ୍ରାଣ ସବୁ କିଛି ମୋରକର ତାଙ୍କ ପବିତ୍ର ନାମରେ ସ୍ତୁତି ଗାନହେ […]

he akasha mandala suna suna

ହେ ଆକାଶ ମଣ୍ଡଳ ଶୁଣ ଶୁଣଦିବାରାତ୍ର ଗାଅ ସଦାପ୍ରଭୁଙ୍କ ଗୁଣହେ ପୃଥିବୀ -.. ତୁମେ ନ ହୁଅ ଏଥିରୁ ବଞ୍ଚିତ (ଘୋଷା) କରନ୍ତି ଯେ ଅବସ୍ତୁର ଉପାସନା […]

ki dukha sahila prabhu mo marana nije bari

କି ଦୁଃଖ ସହିଲ ପ୍ରଭୁ ମୋ ମରଣ ନିଜେ ବରିଧନ୍ୟ ଯୀଶୁ ତାଣକାରୀ (ଘୋଷା) ମସ୍ତକେ କଣ୍ଟା ମୁକୁଟ ପିନ୍ଧିଲେ ମୋ ପାଇଁ ହୋ … ହୋ […]

priya prabhujishu mo rajana jishu

ପ୍ରିୟ ପ୍ରଭୁଯୀଶୁ ମୋରାଜନ ଯୀଶୁସ୍ଵାମୀ ମୋର ପ୍ରିୟ ତୁମେ ସ୍ଵାମୀ ମୋର ପ୍ରିୟ ତୁମେପରମ ସୁନ୍ଦର ଆହେ ପ୍ରିୟ ମୋରଦଶ ସହସ୍ର ମଧ୍ୟରେ … ଦଶ ସହସ୍ର […]

kiye achi kiye achi amopain jiba

କିଏ ଅଛି, କିଏ ଅଛି ଆମ ପାଇଁ ଯିବାହଜା ମେଷ ଲାଗି ଫାଟକରେ ଠିଆ ହେବ … (ଘୋଷା) ହେ ପ୍ରଭୁ ଅଛି ମୁଁ ଦୀନ ଦାସପଠାଅ […]

jishu tume moro asa

ଯୀଶୁ ତୁମେ ମୋର ଆଶା, ଗୌରବମୟ ଭରସାତୁମେ ମୋ ବିଶ୍ୱାସ ଭୂମି, ମୋର ମୁକତି ଶରଣୀତୁମଠାରେ ରଖିଛି ମୁଁ ଦୃଢ଼ ଭରସାଯୀଶୁ ତୁମେ ମୋର ଆଶା …(୪ଥର) […]

prati prabhata re srusti kartankara

ପ୍ରତି ପ୍ରଭାତରେ ସୃଷ୍ଟି କର୍ତ୍ତାଙ୍କରକରୁଣା ସ୍ମରଣ କର ।ଦିବସ ପ୍ରାରମ୍ଭ ସବୁ କିଛି ତାଙ୍କ (୨ଥର)ଚରଣେ ଅର୍ପଣ କର …. (ଘୋଷା) ସୂର୍ଯ୍ୟର ତଳେ ସବୁହିଁ ଅସାର […]

re mana jishunku tu chadi jagata pache

ରେ ମନ ଯୀଶୁଙ୍କୁ ତୁ ଛାଡ଼ି ଜଗତ ପଛେ ଯାଅନାଜୀବନେ ସର୍ବ ଅବସ୍ଥାରେ ଯୀଶୁଙ୍କୁ ରଖୁ ହୃଦୟରେକେବେବି ତାଙ୍କୁ ଭୁଲନା ଜଗତ ପଛେ ଯାଅନା … (ଘୋଷା) […]

patitapabana seta patitapabana

ପତିତପାବନ ସେତ, ପତିତପାବନଜୟ, ଜୟ, ଜୟ ଯୀଶୁ ଦାଉଦି ସନ୍ତାନ … (ଘୋଷା) ମହାପ୍ରେମେ ତେଜି ସେହି ସ୍ଵର୍ଗ ଭୂବନ,ପାପୀ ପାଇଁ ବରିଥିଲେ କୃଶ-ସିଂହାସନ … |୧| […]

jishu dayamaya suna hai binaya

ଯୀଶୁ ଦୟାମୟ, ଶୁଣ ଏ ବିନାୟ,ଆମ୍ଭ ମଧେ ଉପସ୍ଥିତ ହୁଅ ଏ ସମୟ … (ଘୋଷା) ଅନ୍ତରର ଅନ୍ଧକାର କୃପା କରିହୃଦେ ଆମ୍ଭମାନଙ୍କର ହୋଇଣ ଉଦୟ … […]