ahe jishu daya bano
(ରାଗ – ନାଦନାମକ୍ରିୟା)ଆହେ ଯୀଶୁ ଦୟାବନ୍,ଦୟା ତୁମ୍ଭ ମୁକୁଟ ଭୂଷଣ,ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୁର୍ଣ …. (ଘୋଷା) ସ୍ଵର୍ଗ ସୁଖ ତେଜିଲ, ମଞ୍ଚ ଅବତରିଲସାଧୁବାକୁ […]
(ରାଗ – ନାଦନାମକ୍ରିୟା)ଆହେ ଯୀଶୁ ଦୟାବନ୍,ଦୟା ତୁମ୍ଭ ମୁକୁଟ ଭୂଷଣ,ଦୟା କ୍ଷମା ସତ୍ୟ ଶାନ୍ତି ପ୍ରେମରେ ପୁର୍ଣ …. (ଘୋଷା) ସ୍ଵର୍ଗ ସୁଖ ତେଜିଲ, ମଞ୍ଚ ଅବତରିଲସାଧୁବାକୁ […]
ପାପୀ ମନରେଥରେ କୁଶକୁ ଚାହିଁପଳାଶ ପ୍ରସୂନ ନିନ୍ଦି ଅପଘନରକତେ ରଞ୍ଜିତ ହୋଇଛି ଆହା … (ଘୋଷା) ଯିହୁଦୀଏ କରିଣ କୂଟପିନ୍ଧାଇଲେ କଣ୍ଟା ମୁକୁଟପାଦ ପାଣି ପ୍ରେକ ମାରଣାର […]
ଯୀଶୁ ରାଜନ ହେ ମୋର ପ୍ରାଣ ପସରାପାପୀବନ୍ଧୁ ପାପହରା .. (ଘୋଷା) ପାପୀଙ୍କର ପାଇଁ ଆସିଲେ ମର୍ତ୍ତ୍ୟ ଓହ୍ଲାଇପାପୀ ପାପ ବହି କୁଶେ ହୋଇଲେ ଧରା … […]
ସ୍ଵାର୍ଥତ ନାହିଁ କାହିଁ ପାଇଁ ପ୍ରଭୂକୋରଡ଼ା ପ୍ରହାର ସହିଲମାୟା କିବା ମୋହ, ନାହିଁ ସିନା ପ୍ରଭୁ ( ୨ ଥର)କାହିଁକି କୁଶକୁ ବୋହିଲ … (ଘୋଷା) କପାଳ […]
ହେ … ପରିଶ୍ରାନ୍ତ ଭାର ଗ୍ରସ୍ତ ଲୋକତାଙ୍କ ସାକ୍ଷୀ ହୁଆ … ତାଙ୍କ ସାକ୍ଷୀ ହୁଆଯୀଶୁ ତାକୁ ଅଛନ୍ତିଯୀଶୁଡ଼ାକୁ ଅଛନ୍ତିତାଙ୍କ ପାଶେ ରହି ଜଗତକୁ ଦେଖାଅ ଆଦର୍ଶ […]
ପ୍ରତିପାଳକ ସେ ଏହି ଜୀବନରସଦା ପାଶେ ଥାନ୍ତି ଯୀଶୁ ରାଜା ମୋରଦୁଃଖରେ ବି ଝଡରେ ବି ଭୟ ନାହିଁ ମୋହର …(ଘୋଷା) ମାଗିବା ଆଗରୁ ସିଏ ଯାଚି […]
କି ବୁଦ୍ଧି କରିବି, କେଉଁଠାକୁ ଯିବି, କାହା ଆଗେ କହିବି,ଅନ୍ତର ବେଦନା, ମନରେ ଭାବନା,ହୃଦଫେଡ଼ି କାହା ଆଗେ ଜଣାଇବି ? (ଘୋଷା) କେ ନେବ ମୋ ଦୁଃଖ,ଦେବ […]
ଆଉ କିଛି ପ୍ରଭୁ ଚାହେଁନା ଜୀବନେତୁମ୍ଭେ ଯଦି ଥାଅ କତିରେ,ସୁଖ ଦିଅ ଅବା ଦୁଃଖ ଦିଅ ପ୍ରଭୁସମାନ ସବୁ ମୋ କତିରେ … (ଘୋଷା) ହୁ ପାଇ […]
ମାଗ ଦିଆଯିବ ଖୋଜ ପାଇବାଦୁଆରେ ଆଘାତ କର ଦୁଆର ଖୋଲାଯିବ … (ଘୋଷା) ଯୀଶୁପଥ ଯୀଶୁ ସତ୍ୟ ଯୀଶୁ ହିଁ ଜୀବନପାପୀ କ୍ଷମା ପାଏ ପୁଣି ପାଏ […]
ଶରଣ ନେଉଛି ଚରଣେ ତୁମରିହେ ପ୍ରଭୁ ପରମେଶ୍ଵର (୨ଥର)ଚଲାପଥେ ମୋର ଶୟତାନ ଠାରୁତୁମେ ମୋତେ ରକ୍ଷାକର (ଘୋଷା) ବିଦୀର୍ଣ୍ଣ କରିବ ସିଂହ ପରି ସେ ଯେଏହି ମୋର […]