ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେ ananta jibana rahichi jishunka krusha
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ […]
ଅନନ୍ତ ଜୀବନ ରହିଛି ଯୀଶୁଙ୍କ କୁଶ ପଥେଚାଲିଯିବା ସେ ପଛେ ଚାଲିବା (ଘୋଷା) ଦୁଃଖ ଅଛି କୁଶ ପଥରେ ନୁହେଁ ତା ଚିରଦିନ (୨ଥର)ସରିଯିବ ସେହି କ୍ରନ୍ଦନ […]
ତୁମରି ପବିତ୍ର ମୁରତିରେ ଗଢ଼ିଥିଲ ମୋତେ ଧରଣୀରେହରାଇ ବସିଲି ସ୍ୱେଚ୍ଛାଚାରେପ୍ରିୟ ଯୀଶୁ ମୋ ଲାଗି କୁଶପରେ … (ଘୋଷା) ସଂସାର ପଥ କଣ୍ଟକ ସିନାଚଉଦିଗେ ଦିଶେ ଘୋର […]
(ସ୍ଵର-ତୁମି ନିଶିଭରେ ଏଷ ଯୀଶୁ) ଆହେ ପବିତ୍ରଆତ୍ମା ଇଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ (ଘୋଷା) ବସିଅଛୁ ତବ ପୟରେ,ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେ, ୨ […]
ଦୀନବନ୍ଧୁ ମୋରେ ଚାହିଁ କଟାକ୍ଷରେ,ଦୁଃଖ ମୋହରି ନେଇ ସୁଖ ଦିଅ ବାରେ (ଘୋଷା) ଶାନ୍ତି ମୋ ଅନ୍ତରେ ଦିଅ ନିରନ୍ତରେପୂର୍ଣ୍ଣ କର ମନ ପ୍ରେମ ଆନନ୍ଦରେ … […]
ମୋର ଜୀବନ ସମ୍ପତ୍ତି ଜ୍ଞାନଞ୍ଜନ ଜଗଜ୍ୟୋତିଧନ୍ୟ ଧନ୍ୟ ଯୀଶୁ ନିଖିଳ ପତି …. |୧| ମୋର ମୁକତି ପସରା ପ୍ରାଣପତି ଚିଉଚରାଧନ୍ୟ ଧନ୍ୟ ଯୀଶୁ ସନ୍ତାପ ହରା […]
ଆହେ ପ୍ରିୟବନ୍ଧୁପାରିକର ମୋତେ ଭବସିନ୍ଧୁ (ଘୋଷା) ମୋର ପାଇଁ ସ୍ଵର୍ଗ ତିଆଗିଲ ନରଦେହେ ମର୍ଭେ ଜନମିଲମୋର ପାପେ ବଳି କୁଶେ ହେଲ ଝୁଲିତାରିବାକୁ ମୋତେ ପାପ ଫାନ୍ଦୁ […]
ଆହା କି ସୁନ୍ଦର ମୁଖ ନିତ୍ୟ ନୂତନଯୀଶୁ ମୋର ଗଳାହାର ପ୍ରାଣରମୋ ଶାନ୍ତିଧାମ … (ଘୋଷା) ନୟନ ଅଞ୍ଜନ ହୃଦୟ ଚନ୍ଦନତାଙ୍କ ଲାଗି ଦିନା ରହିଛି ଜୀବନଯୀଶୁ […]
ପଥର ଉପରେ ମୋ ଘରନଇବଢ଼ି ଓ ବତାସ କରିବ ବା କିସ ମୋର … (ଘୋଷା) ପଥରକୁ ଖୁଣ୍ଟିନେଇ ମୂଳଦୁଆ ମୁଁ ବନାଇ ।କୁଶ ସାହାଯ୍ୟରେ ତହିଁ […]
(ସ୍ଵର-ତୁମେ ଅଧମ ପତିତ ନରେ)ମୋର ଜୀବନ ସଙ୍ଖାଳି ଯୀଶୁ ନିତି ଜାଗି ପ୍ରାଣ ପଥେତୁମେ ବାରେ ବାରେ ମନାକର ଗମିବାକୁ ଅଣ ପଥେ … (ଘୋଷା) ଏ […]
କି ମଧୁର ମନୋରମ ମୋ ଶ୍ରବଣେ ଯୀଶୁ ନାମନାହିଁ ତା ସମାନ ନାମ ତ୍ରିଭୂବନେ ଅନୁପମ (ଘୋଷା) ବିଶ୍ବାସୀ ପ୍ରତି ସେ ନାମ ଅଟେ କି ମନୋରଞ୍ଜନକରେ […]