mote khoji khoji jishu ayile

ମୋତେ ଖୋଜି ଖୋଜି ଯୀଶୁ ଅଇଲେମୋ ଛାର ପାଇଁକି ସରଗ ତିଆଗିଅଶେଷ ଯାତନା ସହିଲେ (ଘୋଷା) ହଜିଥିଲି ମୁଁ ଯେ ଜଗତ ପ୍ରପଞ୍ଚଖୋଜି ଖୋଜି ଶେଷେ ପାଇଲେଆହାକି […]

prabhu jishu daya sagara

ପ୍ରଭୁ ଯୀଶୁ ଦୟା ସାଗର ତାଙ୍କ ମହାଦୟା କି ଚମତ୍କାରଦୟା ଡ଼େଣା ମେଲି ଅଇଲେ ସେ ଉଡ଼ିତ୍ୟାଗ କରି ନିଜ ଅମର ପୁର … (ଘୋଷା) ଦୟା […]

dakanti ke madhura sware

ଡାକନ୍ତି କେ ମଧୁର ସ୍ୱରେ (ଆଜି ମୋତେ)(ଆହା) ମୋର ହୃଦ ଦୁଆରେ (ଘୋଷା) ଚିନ୍ତା ପଥେ ବାଧା ଦେଇ ଗତି ରୋଧ ଧମକାଇକେତେ ହିତ କଥାକହି ଦୟା […]

jagore jagatabasi asuchanti megharathe

ଜାଗରେ ଜଗତବାସି ଆସୁଛନ୍ତି ମେଘରଥେ,ତୁରୀ ବାଦ୍ୟ ଧ୍ବନୀ ଉଠୁଛି ସରଗର ଦୂତମୁଖେ … (ଘୋଷା) ସେତ ଆମର ପ୍ରଭୂ ସରଗରସରଗ ସମ୍ପଦ ପ୍ରେମ ପାରିବାର,ଦୂତଗଣ ସାଥିରେ ସାଧୁମାନଙ୍କ […]

samaya atyalpa bujha he bhai

ସମୟ ଅତ୍ୟଜ ବୁଝ ହେ ଭାଇକେଡ଼େ ଶୀଘ୍ର ଦିନ ମାସ ଯାଉଅଛି ପଳାଇ (ଘୋଷା) ସମୟ ଯେ ଅତି ଅଳ୍ପ ବୁଝ ହେ ପାପୀ ଗଣବୃଥାରେ ନ […]

madhura jishu priya jishu

ମଧୁର ଯୀଶୁ ପ୍ରିୟ ଯୀଶୁବିରାଜ ମୋ ଅନ୍ତରେ … (ଘୋଷା) ଚିର ଜୀବି ରୋଟି ତୁମେଭୋଜନ ହୁଅ ଆମଇଂଜି ତାହା ଲଭିବୁ ଆମେଚିରନ୍ତନ ଜୀବନ … |୧| […]

tume dayamaya tume khyamamaya

ତୁମେ ଦୟାମୟ ତୁମେ କ୍ଷମାମୟହେ ଯୀଶୁ ଚିର ସୁନ୍ଦରଦେଇ ଦେହି ପ୍ରାଣଆମ୍ବା ମନ ମୋରସଦା ଗାଉଥବି ଗୁଣ ତୁମରପ୍ରଭୁ ହେ ମୋର ସଦା ଗାଉଥବି ଗୁଣ ତୁମର […]

asichi mu dhai tuma darashana pain

ଆସିଛି ମୁଁ ଧାଇଁ ତୁମ ଦରଶନ ପାଇଁଭଙ୍ଗା ହୃଦୟରେ ମୋ ଲୋତକ ଦେଇଆକୁଳେ ଡାକଇ ମୋ ମୁକତି ପାଇଁପାପ ବୋଝ ବୋହି ପାରୁନାହିଁ (ଘୋଷା) ପାପର କାଳି […]

aha kede bhagyabano prabhu

ଆହା କେଡ଼େ ଭାଗ୍ୟବାନ ପ୍ରଭୁ ଭକ୍ତଗଣକେଡ଼େ ନିଶ୍ଚିତ ଅଟଇ ତାଙ୍କର ରକ୍ଷଣ (ଘୋଷା) ସର୍ବଶକ୍ତିମାନ ସଙ୍ଗେ ଅନୁକ୍ଷଣଦୁର୍ଦ୍ଦଶାରେ ଭୟ ମନେ ନୁହଇ ଉତ୍ପନ୍ନ … |୧| ତାଙ୍କର […]