rakhuchi hai mo jibana /ରଖୁଛି ହେ ମୋ ଜୀବନ

ରଖୁଛି ହେ ମୋ ଜୀବନ,ପ୍ରିୟ ପ୍ରଭୁ ତୁମୋ ପାଦ ତଳେପାପର ନିଆଁ ଜୀବନେ ନେଇମୋ ଜୀବନ ଆଜି ଜଳେ — ୦ ମରୀଚିକା ନିରାଶା ଯେ,ଭରିଛି ଏ […]

raja mananka rajanka dhanyabada

ରାଜାମାନଙ୍କ ରାଜାଙ୍କ ଧନ୍ୟବାଦ କର,ପ୍ରଭୁମାନଙ୍କ ପ୍ରଭୁଙ୍କ ଧନ୍ୟବାଦ କର…ଧନ୍ୟବାଦ କର (ଘୋଷା) ଭକ୍ତମାନଙ୍କ ସମାଜରେ ତାଙ୍କ ପ୍ରଶଂସା ଗାନ କରଲୋକମାନଙ୍କ ସାକ୍ଷାତରେ ତାଙ୍କ ମହିମା ଗାନ କରଦେବମାନଙ୍କ […]

sakala akhi aaji krusha

ସକଳ ଆଖି ଆଜି କୁଶୋପରେକି ମହାପ୍ରେମ ଘେନି ସେ ରକ୍ତ ଝରେବଞ୍ଚିବାକୁ ଚାହେଁ ଯେ ଜୀବନରେକେବଳ ତାହାରି ପାଇଁ ସେ ରକ୍ତ ଝରେ (ଘୋଷା) ପ୍ରାଣ ରକ୍ଷା […]

samarpibi jishu pade jaha achi

ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହରକରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର || ୧ || ସବୁ ମୁଁ ଦେବି, ସମର୍ପି ଦେବିପ୍ରିୟ […]

saraga nandana aji

ସରଗ ନନ୍ଦନ ଆଜି….ଅପରାଧୀ ବେଶ ସାଜିଗଗଥା ପଥେ କାନ୍ଧ କୁଶ ନେଇ ଯାଉଛନ୍ତି ପାପ ବହି (ଘୋଷା) ଅଧୀର ଆବେଗେ ପାପିନୀ କହେକ୍ଷମିଲେ ଯେ ପାପ ତାରନିରିଦୋଷ […]

sada prabhu moro pratipalaka

ସଦାପ୍ରଭୁ ମୋର ପ୍ରତିପାଳକସଦାପ୍ରଭୁ ମୋର ପ୍ରିୟପାଳକଅଭାବ ମୋହର ହେବ ନାହିଁହେବ ନାହିଁ, ହେବ ନାହିଁ (ଘୋଷା) ତୃଣମୟ ସ୍ଥାନରେ ଶୟନ କରାନ୍ତି ।ସ୍ଥିର ଜଳ ପାଖେ ପାଖେ […]

sagaru gabhira akasharu ucha

ସାଗରୁ ଗଭୀର ଆକାଶରୁ ଉଚ୍ଚ ( ୨ ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ, ଭଜି ଭଜି ତୁମ ପ୍ରେମବିତିଯାଉ ଏହି ଜୀବନ (ଘୋଷା) […]

sata ranga sata sure gaijiba

ସାତରଙ୍ଗ ସାତ ସୁରେ ଗାଇଯିବା ମିଳନର ସୁମଧୁର ସଙ୍ଗୀତମୁକତି ଯୀଶୁ ନାମରେ ଶକତି ଯୀଶୁ ନାମରେକହି ଯିବା ସାରା ଜଗତେ (ଘୋଷା) ଖ୍ରୀଷ୍ଟ ଆମ ମଣ୍ଡଳୀର ମସ୍ତକମାନି […]

sathi jiba chalago jiba chalo

ସାଥି ଯିବା ଚାଲଗୋଯିବା ଚାଲ ବେଥିଲିହିମ… ବେଥିଲିହିମ…ଦୂରେ ଚାହିଁ ଦେଖି ହସୁଛି ତାରାହାତ ଠାରି ତୋତେ ଡାକୁଛି ପରାହୋଇଛନ୍ତି ଯହିଁ ଯୀଶୁ ଜନମ, ଯୀଶୁ ଜନମ (ଘୋଷା) […]

sana sana pila ame

ସାନ ସାନ ପିଲା ଆମେସରଗ କଳି..ଆମେ ସରଗ କଳି….ଛୋଟ ଦୀପ ପରି ଆମେ ଯିବୁରେ ଜଳି..ଆମେ..(ଘୋଷା) ଆମ ମନେ ନାହିଁ ଭେଦ ଛଳନା କେବେଆମ ଲୁହ ଆର […]