sukha dine mu ta tumaku

ସୁଖ ଦିନେ ମୁଁ ତ, ତୁମକୁ ଦେଇଛି ପାଶୋରିଆଜି ଦୁଃଖ ବେଳେ ତୁମକୁ ଡାକିଲେଆଜି ଦୁଃଖ ଦିନେ ତୁମକୁ ହେଜିଲେକରୁଣା ଦେବ କି ଜାଳିପ୍ରଭୁ ତୁମକୁ ଦେଇଛି […]

simahina akasha ra nilimare ସୀମାହୀନ ଆକାଶର ନୀଳିମାରେ

ସୀମାହୀନ ଆକାଶର ନୀଳିମାରେକହିଯାଏ ତାରାଟିଏଜନମିଛି ତୁମପାଇଁ ଧରାପରେ….ସରଗର ଶିଶୁଟିଏ (ଘୋଷା) ସୁନ୍ଦର ଶିଶୁ ରୂପରେ, ଶାନ୍ତିରାଜା ଜନମିଲେସରଗ ଶାନ୍ତିର ବାଣୀ, ପ୍ରେମରେ ସେ ଢାଳିଦେଲେମୁକତିର ପଥ କରି […]

se nadira upakule

ସେ ନଦୀର ଉପକୂଳକି ସୁରମ୍ୟ ଛଳ ଛଳବହେ ତହିଁ ପ୍ରେମ ଜଳ ଉପୁରି ତା ସ୍ବର୍ଗସ୍ଥଳ (ଘୋଷା) ସେ ନଦୀ ଜଳରେ ଭାଇ ପାପ ଦାଗ ଯାଏ […]

jishura nama priya nama

ଯୀଶୁର ନାମଯୀଶୁର ନାମଯୀଶୁର ନାମ ପ୍ରିୟ ନାମହାଲ୍ଲିଲୁୟା ଯୀଶୁ ହାଲୁୟା (ଘୋଷା) ହୃଦେ ନିଅ ଯୀଶୁ ନାମ, ଧାନେ ନିଅ ସେହି ନାମ ହୋ..ମହାନ ଅଟେ ସେ […]

jishu nama gaijiba se pabitra

ଯୀଶୁ ନାମ ଗାଇଯିବା ସେ ପବିତ୍ର ନାମଯୀଶୁ ନାମ କହିଯିବା ସେ ପବିତ୍ର ନାମଏକ ମାତ୍ର ସେ ନାମ ଦିଏ ନୂଆ ଜୀବନତ୍ରିଭୁବନେ ନାହି ଆଉ ସେ […]

jishu krushe jhuli prana dele

ଯୀଶୁ କୁଶେ ଝୁଲି ପ୍ରାଣ ଦେଇମୋ ପରି ପାପୀ ପାଇଁଝରାଇଲ ରକତ ଧାର ଝରିଗଲା ଝରଝର (ଘୋଷା) କୁଶ ବହି ଚାଲେ ଯୀଶୁ ମୋରଥକି ପଡ଼େ ସେ […]

jishu asa moro antara

ଯୀଶୁ ଆସ ମୋର ଅନ୍ତରେ ଲଭିବି ପ୍ରାଣ ଦେଖି ତୁମରେ (ଘୋଷା) ମୋର ତାପିତ ପ୍ରାଣ ଶୀତଳ ହେବ ହେବାରେ ପାଇ ଅନ୍ତରେ || ୧ ||ତୁମ […]

jishu amara sikhyaka

ଯୀଶୁ ଆମର ଶିକ୍ଷକ, ଯୀଶୁ ଆମର ଶିକ୍ଷକଯାହା ସେ ଶିଖାନ୍ତି ତା’ ଆମେ ଶିଖିବୁଜଗତେ ତାହା ପ୍ରକାଶିବୁ ଆମେ (ଘୋଷା) କରିବାକୁ ପ୍ରେମ ଶିଖିଅଛୁ ଆମେଶିକ୍ଷକଙ୍କ ନିକଟରୁ […]

jishu amoku prana dele

ଯୀଶୁ ଆମକୁ ପ୍ରାଣ ଦେଲେ (୪ ଥର)ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ତ୍ରାଣକର୍ତ୍ତାହାଲିଲୁୟା… ଆମେନ୍… ହାଲ୍ଲିୟା || ୧ || ଯୀଶୁ […]

jihobah jiri seta jihobah

ଯିହୋବା-ଯିରି, ସେ ତ ଯିହୋବା-ଶାନ୍ତାଯିହୋବା-ନିଶି ମୋର ପତାକାହାଲ୍ଲିଲୁୟା… ଗାଅ… ହାଲିଲୁୟା ସର୍ବ ପ୍ରାଣୀ ଗାଅ ହାଲିଲୁୟାହାଲିଲୁୟା… ହୋଶାନ୍ନା (ଘୋଷା) ଯିହୋବା-ସିଦ୍ଧିକେନ୍ନ, ଯିହୋବା-ରାଫାଏଦୋନାଇ, ଏସାଦା, ଯା8ଯିହୋବା-ରୋହି, ଯିହୋବା-ଏଲକା || […]