bandhana karuchu tumara
ବନ୍ଦନା କରୁଛୁ ତୁମରଅର୍ଚ୍ଚନା କରୁଛୁ ତୁମର ( ୨ ଥର)ହେ ପ୍ରିୟ ଯୀଶୁ ଆମରନ ପ୍ରଭୁ ବନ୍ଦନା ଆମରଘେନ ପ୍ରଭୁ ଅର୍ଚ୍ଚନା ଆମର (ଘୋଷା) ଅରପୁଛୁ ଆମ […]
ବନ୍ଦନା କରୁଛୁ ତୁମରଅର୍ଚ୍ଚନା କରୁଛୁ ତୁମର ( ୨ ଥର)ହେ ପ୍ରିୟ ଯୀଶୁ ଆମରନ ପ୍ରଭୁ ବନ୍ଦନା ଆମରଘେନ ପ୍ରଭୁ ଅର୍ଚ୍ଚନା ଆମର (ଘୋଷା) ଅରପୁଛୁ ଆମ […]
ବନାଇ କୁଶକୁ କାନ୍ଧ ଦେଲୁ, ପ୍ରିୟତମଙ୍କୁ ତୋହର (ଘୋଷା) ମମତା ଭରା ହାତରେ କିମ୍ପା, ଦେଲୁ କଣ୍ଟା ଉପହାରଶରୀର କ୍ଷେତ୍ର କୋରଡ଼ାକୁ ନେଇ କାଟିଦେଲୁ ତୁ ଶିଆରନିର୍ମମ […]
ବଜାଅରେ ତୁରୀ ଦିଅ କରତାଳିଝୁମି ଝୁମି ଆସି ନାଚରେ..ଆସୁଛନ୍ତି ଯୀଶୁରାଜା ମେଘ ରଥରେଧରା ଥରିବ, ବିଚାର ହେବବେଳ ଥାଉଁ ଥାଉଁ ତାଙ୍କରି ଚରଣେ ଶରଣ ନିଅରେ (ଘୋଷା) […]
ପ୍ରଭୁଙ୍କ ନାମେ ମୁଁ କରେ ପ୍ରାର୍ଥନାନୁହେଁ ମେରି ନୁହେଁ ହାନ୍ନା ପ୍ରଭୁମୁଁ ପାପୀ କର କରୁଣା (ଘୋଷା) ଜୀବନରେ ଆସେ ଯେତେ ଦୁଃଖ ପାରୁ ନାହିଁ ପ୍ରଭୁ […]
ପ୍ରେମ ନିର୍ଝର ଦୟା ସାଗରବିନୟ ଆମରି ଘେନ… ପବିତ୍ର କର ଆମ ଅନ୍ତର ( ୨ ଥର)ଦିଅ ବାରେ ଦରଶନ (ଘୋଷା) ହୃଦେ ପ୍ରବେଶି ଶୋଧନ କର […]
ପ୍ରାର୍ଥନା ଶୁଣ ଆମ ପ୍ରଭୁ ପ୍ରାର୍ଥନା ଶୁଣ ଆମଯିହୋବା ସଦାପ୍ରଭୁ, ପବିତ୍ର ତୁମ ନାମ ପବିତ୍ର ତୁମ ନାମ (ଘୋଷା) ଆମ୍ଭ ନିକଟରେ ପ୍ରାର୍ଥନା କର, ଅଜ୍ଞାତ, […]
ପ୍ରଭୁଙ୍କ ଉଦ୍ୟାନେ ଚାରା, ଫୁଲ ହୋଇସଦା ଆମେ ରହିଥିବୁ….ଯୀଶୁଙ୍କ ଚରଣେ ମନ ଦୀପ ଜାଳିସ୍ତୁତି ପ୍ରଶଂସା କରୁଥିବୁ… (ଘୋଷା) ମନୋହର ଚାରା ଗହନେ ହୋଇ ଟିକି ଚାରାପବିତ୍ର […]
ପ୍ରଭୁଙ୍କ ଜୀବନ୍ତ ବାକ୍ୟ, ପ୍ରଭୁଙ୍କ ଜୀବନ୍ତ ବାକ୍ୟକାର୍ଯ୍ୟସାଧକ ପ୍ରତି ଜୀବନର ( ୨ ଥର)ଅମର ତାହାର ସାକ୍ଷ୍ୟ (ଘୋଷା) ବୁଣାଳୀ ଯେ ଆମେ ସବୁ ଜଗତ ଆମରି […]
ପ୍ରଭୁ………ପ୍ରଭୁ. ……..ପ୍ରଭୁ……….ପ୍ରଭୁଆଉକି ଶୁଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ?ଫେରିକି ଆସିବ ଜୀବନେ ଯୀଶୁ ହେ ସାତ ରଙ୍ଗ ସାତ ସ୍ଵରଆଦ୍ୟ ପ୍ରେମର ଝଙ୍କାର […]
ପ୍ରତିଧ୍ବନୀ ହୁଏ ଆଜି ନାହାନ୍ତି ଏଠାରେମୂକ ସମାଧୁ କହେ ମୋ ପ୍ରଭୁ ମୃତ୍ୟୁଞ୍ଜୟୀରେମୃତ୍ୟୁ କାହିଁ ତୋର ନାହୁଡ଼,କାହିଁ ତୋର ଜୟ କାହିଁ ତୋର ଜୟ ((ଘୋଷା) ଶତାବ୍ଦୀ […]