Anadi ananta he prabhu moro asima ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ
(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି) ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)ଏଡ଼େ ପ୍ରେମ […]
(ସ୍ବର- କେମିତି କହିବି ହେ ପ୍ରଭୁ ମୋର ଭଲ ମୁଁ ପାଉନି ବୋଲି) ଅନାଦି ଅନନ୍ତ ହେ ପ୍ରଭୁ ମୋର ଅସୀମ ପ୍ରେମ ତୁମର (୨ଥର)ଏଡ଼େ ପ୍ରେମ […]
ଅନିତ୍ୟ ଏହି ଜୀବନ ଅନିତ୍ୟ ଏହି ସଂସାରଯୀଶୁ ହିଁ କେବଳ ଚିରନ୍ତନ ଇଶ୍ବର (୨ଥର)ଅନିତ୍ୟ ଏହି ଜୀବନ ଗର୍ବଦମ୍ଭ ଅଭିମାନ, ରହିବନି ଚିରଦିନ, ରହିବନି ଚିରଦିନଧନ, ଯନ, […]
ଅନ୍ତର ଝୁରୁଛି ମୋ ଗଲଗଥାର ପ୍ରେମ ପାଇଁହୃଦୟ ଜଳୁଛି ମୋ କୁଶେ ଭରା ସ୍ନେହ ପାଇଁ (୨ଥର)କି ଯାତନା କି ଯନ୍ତ୍ରଣା ନିଜ ଅଙ୍ଗେ ନେଲ ବୋହି […]
ଅସାର ଦୁନିଆ ତିରେ ଭାସୁଥୂଲା ମୋ ଜୀବନଅନୁପମ ପ୍ରିୟତମ ଜୀବିତ ସଦା ଜୀବନେ ଦେଖିଲି ପ୍ରେମିକ ସେ ଅପରିଚିତହାତ ପାଦେ ତାଙ୍କ କଣ୍ଟାର ଆଘାତ (୨ଥର)କହିଲେ ସେ […]
ଅସିମତା କେବେ କଳିନ ତୁମେ ମୋ ପାପ ନାମେ (୨ଥର)ଗଭୀରତା ମୁହିଁ ପ୍ରେମର ତୁମ ମାପିନି କେବେ ପରିଚୟ ଦେଲ ମୋର କହି ତୁମର ବୋଲିକେହି ନୂହଁ […]
ଅଭୂଲା ସେହି ଦୃଶ୍ୟ କାଲବରୀରଅଭୂଲା ସେହି ପ୍ରେମ ଯୀଶୁଙ୍କର (୨ଥର)ବଳି ହେଲେ କୁଶ କାଠରେ ତ୍ରାଣକର୍ତା ନୀରବରେ (୨ଥର)ତ୍ରାଣକର୍ତା ନୀରବରେ… ପ୍ରହାରିତ ହେଲେ ଯୀଶୁ କୋରୋଡ଼ା ପ୍ରହାରେଅପରାଧୀ […]
ଅନ୍ଧକାର ଘେରା ମୋର ଏ ଜୀବନେତୁମରି ଆଲୋକ କର ମୋତେ ଦାନ (୨ଥର)ସେଇ ଆଲୋକରେ ପଥ ନ ହରାଇ (୨ଥର)କରୁଥ୍ବି ସଦା ତୁମ ଗୁଣଗାନ {0} କି […]
ହୋ… ହୋ…ହୋ…ଅ… ପାସୋରା ସେ… ପ୍ରେମକୁ (୨ଥର)ମୁଁ ପାଇଚି — (୨ଥର)ହଜି ମୁଁ ଯିବି ହୋ… ମଜି ମୁଁ ଯିବିହଜି ମୁଁ ଯିବି ମଜି ମୁଁ ଯିବିଗାଉଥିବି […]
ଅନାଦି ଅନନ୍ତ ହେ ପରମେଶ୍ବରତୁମେ ମୋର ଦୁର୍ଗ ଆଶ୍ରୟ ମୋହର ଦୁର୍ଦନ କି ବାତ୍ୟା ଘନ ଅନ୍ଧକାରେଶରଣ ନିଏ ମୁଁ ତାଙ୍କ ପକ୍ଷ ତଳେପଥ ପ୍ରାନ୍ତେ କଣ୍ଟା […]
ଅନନ୍ତ… ଜୀବନ ଝରେ ଜୀବନ୍ତ ପଥରଠାରେଯୀଶୁ ହିଁ ତାଙ୍କରି ନାମ ଜୀବନ୍ତ ପଥର ଆମତାଙ୍କରି ଚରଣେ ନିଅ ଚରଣ ଥରେ… ଝଞ୍ଜା ବିପଦ ଆସିଲେ କେବେ ବି […]