ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ aamo najorito probhu jishu khristo

ଆମ ନାଜରିତ ପ୍ରଭୁ ଯୀଶୁଖ୍ରୀଷ୍ଟ

ପାପୀ ପାଇଁ ବଳି ହେଲେ

କେଡେ ପ୍ରେମ କଲେ ( ୨ ଥର)

ପାପୀ ପାପ ପାଇଁ କୁଶ ଭାର ବହି

କାଲବରୀ ପାହାଡରେ ( ୨ ଥର )

କଣ୍ଟାର ପଥେ ସେ ଚାଲିଲେ

ମାନବର ଏହି ପାପ ତାପ ପାଇଁ

ପିଠିରେ କୋରଡ଼ା ଛାଟ ( ୨ ଥର)

ମସ୍ତକେ କଣ୍ଡା ପାଗ ବାନ୍ଧିଲେ

ଅନ୍ଧ, ଛୋଟା, କାଲ, ପକ୍ଷାଘାତି, କୃଷି ।

ଯୀଶୁଙ୍କ ନିକଟେ ଗଲେ ( ୨ ଥର)

ଦୟାରେ ଆଶୀର୍ବାଦ କଲେ

ଚାରି ହସ୍ତ ପଦେ କଣ୍ଟାବିଦ୍ଧ ହେଲେ

ସେ ପବିତ୍ର ରକ୍ରେ ଭାଇ

ପାପୀର ପାପ ଧୋଇ ଦେଲେ II

ତିନି ଦିନ ପରେ କବର ଫଟାଇ

ଆନନ୍ଦରେ ଉଠି ସେହି

ଦେହରେ ସ୍ବର୍ଗକୁ ଗଲେ

ସୂଚୀମାଳାକୁ ଫେରନ୍ତୁ