pratipalaka se ehi jibanara

ପ୍ରତିପାଳକ ସେ ଏହି ଜୀବନର
ସଦା ପାଶେ ଥାନ୍ତି ଯୀଶୁ ରାଜା ମୋର
ଦୁଃଖରେ ବି ଝଡରେ ବି ଭୟ ନାହିଁ ମୋହର …(ଘୋଷା)

ମାଗିବା ଆଗରୁ ସିଏ ଯାଚି ମୋତେ ଜାଣନ୍ତି
କହିବା ଆଗରୁ ମନ କଥା ଜାଣନ୍ତି
ଭିଜିଗଲେ ମୋର ଦୁଃଖେ ଦୁଇ ଆଖି
ଲୁହ ପୋଛି ଦିଅନ୍ତି … |୧|

ନିରାଶ ଅନ୍ତରେ ସିଏ ଆଶା ଭରି ଦିଅନ୍ତି
ଝୁଣ୍ଟି ମୁଁ ପଡିଲେ ତୋଳି ମୋତେ ନିଅନ୍ତି
ହଜିଯାଏ ଯେବେ ପାପ ଦୁନିଆରେ
ଖୋଜି ମୋତେ ନିଅନ୍ତି … |୨|

ସୂଚୀମାଳାକୁ ଫେରନ୍ତୁ