Jishu Janamara SuAbhibadana ଯୀଶୁ ଜନମର ସୁଅଭିବାଦନ

ଯୀଶୁ ଜନମର ସୁଅଭିବାଦନ…ଘେନ ବନ୍ଧୁଗଣ… ଶୁଭ ସମ୍ଭାଷଣ ଯୀଶୁ ଜନମର ସୁଅଭିବାଦନ… ଏ ବଡଦିନର ଶୁଭ ସମ୍ଭାଷଣଜଣାଉଛି ଏହି କ୍ଷଣ… ଆହେ ପ୍ରିୟ ବନ୍ଧୁଗଣ …କରହେ ଗ୍ରହଣଅଭିନନ୍ଦନ […]

ଧନ୍ୟବାଦ ମହିମା ପାଇବାକୁ dhanyabada mahima paibaku

ଧନ୍ୟବାଦ ମହିମା ପାଇବାକୁତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁହାଲ୍ଲେଲୁୟା। (୪ଥର) ରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁରାଜାମାନଙ୍କର ରାଜା ତୁମେପ୍ରଭୁମାଙ୍କର ପ୍ରଭୁ ପ୍ରେମ,ଭକ୍ତି ପାଇବାକୁ ଶୁଭାଜନକାରଣ ଜଗତେ ତୁମେ […]

ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବି he prabhu kemiti banchinbi

ହେ ପ୍ରଭୁ କେମିତି ବଞ୍ଚିବି କେମିତି ଚାଲିବିତୁମ ବିନା ଦୁନିଆ ତ ଅନ୍ଧାର ଲାଗେ। 2ଥରମତେ ଭୁଲିବନି ମତେ ଛାଳୀବନି।2ଥରତୁମଭିନା ଦୁନିଆ ତ ଅନ୍ଦାର ଲାଗେ..(ଘୁଷା) ହାରିଗଲି […]

Aa pasora se premaku ଅ ପାସୋରା ସେ ପ୍ରେମକୁ

ହୋ… ହୋ…ହୋ…ଅ… ପାସୋରା ସେ… ପ୍ରେମକୁ (୨ଥର)ମୁଁ ପାଇଚି — (୨ଥର)ହଜି ମୁଁ ଯିବି ହୋ… ମଜି ମୁଁ ଯିବିହଜି ମୁଁ ଯିବି ମଜି ମୁଁ ଯିବିଗାଉଥିବି […]

Jishu tumo pado tole /ଯୀଶୁ ତୁମ ପାଦ ତଳେ

ଯୀଶୁ ତୁମ ପାଦ ତଳେନେଉଅଛି ମୁଁ ଶରଣମୋ ଶରୀର ମୋ ଜୀବନକରୁଅଛି ସମର୍ପଣଘେନ ମୋର ଭଙ୍ଗା ଜୀବନଗଢ଼ି ଦିଅ କରି ନୂତନଶୁଣ ଶୁଣ ମୋର କ୍ରନ୍ଦନଆକୁଳେ ଡାକୁଛି […]