sarba mangalamaya sarba karuna maya
ସର୍ବ ମଙ୍ଗଳମୟ, ସର୍ବ କରୁଣାମୟ,ସର୍ବ ଅନ୍ତର୍ଯ୍ୟାମୀ ପିତା ସର୍ବ ଶକ୍ତିମାନ ପିତା, ଆହେ ଶାନ୍ତିଦାତା…..ବନ୍ଦନା ଘେନ ଆମର ହେ ପ୍ରଭୁ ( ୨ ଥର)ଗୌରବମୟ ପିତା ଆହେ […]
ସର୍ବ ମଙ୍ଗଳମୟ, ସର୍ବ କରୁଣାମୟ,ସର୍ବ ଅନ୍ତର୍ଯ୍ୟାମୀ ପିତା ସର୍ବ ଶକ୍ତିମାନ ପିତା, ଆହେ ଶାନ୍ତିଦାତା…..ବନ୍ଦନା ଘେନ ଆମର ହେ ପ୍ରଭୁ ( ୨ ଥର)ଗୌରବମୟ ପିତା ଆହେ […]
ସ୍ଵର୍ଗ ଜୟଧ୍ବନି ମହାନନ୍ଦମୟ ପାପୀଙ୍କ ମନ ଫେରଣରେ,ଦେଖ ପଥ ମଧେ ପିତା ଦୟାମୟ ନେଉଛନ୍ତି ପ୍ରେମାଲିଙ୍ଗନେ || ୧ || ଗୌରବ ଗୌରବ ଧ୍ବନି ସ୍ବର୍ଗରେଗୌରବ ଗୌରବ […]
ସ୍ତୁତି କର, ପ୍ରଶଂସା କର, ସଦାପ୍ରଭୁଙ୍କର…ଈଶ୍ବରଙ୍କ ପବିତ୍ର ଧାମେ, ତାହାଙ୍କ ପ୍ରଶଂସା କରପରାକ୍ରମ ଭରା ଗଗନ ମଣ୍ଡଳେ, ତାହାଙ୍କ ପ୍ରଶଂସା କରସ୍ତୁତି କର, ପ୍ରଶଂସା କର, ସଦାପ୍ରଭୁଙ୍କର […]
ସ୍ତୁତି ଆରାଧନା ଉର୍ବକୁ ଯାଏ ଆଶିଷ ସ୍ଵର୍ଗରୁ ତଳକୁ ଆସେଯୀଶୁ ଆମର କେତେ ମହାନ ଦେଖ ଆମକୁ କରନ୍ତି ପ୍ରେମହାଲେଲୁ… ହାଲ୍ଲିଲୁୟା…ହାଲେଲୁ…ହାଲିଲୁୟା || ୧ || ପ୍ରାର୍ଥନା […]
ଯଦି କେବେ ହୁଏ ମୁ ନିରାଶକରିଲେ ଉର୍ଦ୍ଧ ଦୃଷ୍ଟି ପାଇଛି ମୁଁ ଶ୍ବାନ୍ତନ ଅଶେଷସମୁଖେ ମୋ ସିୟୋନ ପର୍ବତ (୨ ଥର)ପ୍ରଭୁ ଯେ ମୋହର ସଦା ଜାଗ୍ରତ […]
ସଦାପ୍ରଭୁ ମୋର ପ୍ରତିପାଳକମୋର ଅଭାବ ହେବ ନାହିଁହେବ ନାହିଁ.. ହେବ ନାହିଁ… (ଘୋଷା) ସୁକୋମଳ-ତୃଣ ଶେଯେ ଶୟନ କରାନ୍ତିସ୍ଥିର ଜଳ ପାଶେ ପାଶେ ମୋତେ ଧରି ଚଳାନ୍ତିମୃତ୍ୟୁଚ୍ଛାୟା […]
ସେହି ପ୍ରେମ ଜାଣସେହି ପ୍ରେମ ମଣସେହି ପ୍ରେମରେ ଅଛି ପରିତ୍ରାଣକର ସନ୍ଧାନ, ପ୍ରେମରେ ଅଛି ପରିତ୍ରାଣ (ଘୋଷା) ସେ ପ୍ରେମ ଅଟେ କେଡ଼େ ମହାନସେ ପ୍ରେମ ଅଟେ […]
ଯୀଶୁ ରାଜା ମୋ କରତା ତୁମେ ହି ମୋ ଭରସା (ଘୋଷା) ଥିଲି ଦିନେ ଅନ୍ଧାରେ ବୁଡ଼ି ପାପରୂପ ପଙ୍କରେଉଠାଇଲ ମୋତେ ନିଜ ହସ୍ତେସ୍ଥାପିଲ ଦୃଢ଼ ଶଇଳେ […]
ଯୀଶୁ ଜୀବନେ ଆସିଲେ ସରଗ ଆନନ୍ଦ ଦେଲେପାପ କାଳିମା ରକତ ଢାଳି ( ୨ ଥର)ଧୋଇ ଉଦ୍ଧାରିଲେହାଲିଲୁୟା ହାଲିଲୁୟା ହାଲିଲୁୟା (ଘୋଷା) ଯୀଶୁ ଜୀବନେ ଆସିଲେ ସରଗ […]
ଯୀଶୁ ସୁନ୍ଦର !ଜୀବନେଶ୍ବର !ଧନ୍ୟ ତୁମ ନାମ, ଧନ୍ୟ ପ୍ରେମ ତୁମର (ଘୋଷା) ତୁମେ ମୋ ପ୍ରାଣ-ଧନ, ଶକ୍ତି ସମ୍ପରି ଜ୍ଞାନତୁମରି ବିହୁନେ ଆନ କି ଅଛି […]