କେମିତି ହେବି ମୁଁ ପାରିରେ ନାଉରି
ଯିବାକୁ ଅଛିରେ, ମୁଁ ତ ସେପାରି
ଯୀଶୁ ଡାକନ୍ତି ମୋତେ ହାତ ଠାରି … (ଘୋଷା)
ପାପର ସାଗରେ ଜୀବନ ନାଆରେ ପାଏ ନାହିଁ ଥଳକୁଳ
ଘନ ଅନ୍ଧକାରେ ବିଶାଳ ସାଗରେ
ହେବ କିଏ ସାହା ମୋର
ମୋ ଯୀଶୁ କହନ୍ତି ପାଇବୁ ଜୀବନ,
ବୋହିନେବେ ହାତ ଧରିରେ ନାଉରି … |୧|
ମୋହ ମାୟା ଭରା, ଏ ଦୁନିଆ ସାରା
ଦୁଇ ଦିନିଆ ଏହି ମେଳା
ମାଟିର ମଣିଷ ମାଟିରେ ମିଶିବ,
ଏହି ଏକ କଣ୍ଡେଇ ଖେଳ
ସେ ପାରି ଦୁନିଆ, ଅନନ୍ତ ନିରିମା
ଡାକେ ଅନନ୍ତ ଜୀବନ ଧରି … |୨|
ସୂଚୀମାଳାକୁ ଫେରନ୍ତୁ
Tags:
Best Christian song lyrics website,
Bibleinsights India,
christian song lyrics,
Christians worship song,
Getmylyrics,
Hindi christian song lyrics,
indian christians,
Kannada Christian song lyrics,
malayalam christian song lyrics,
Number one Christian song lyrics website,
Number one song lyrics website,
Odia Christian Song Lyrics,
Tamil Christian song lyrics,
Telugu Christian song lyrics,
Top ten Christians song lyrics websites
Rajendra Santa