mana kara prabhu staba gana

ମନ, କର ପ୍ରଭୁ ସ୍ତବ ଗାନ ପୂଜାସେ ମହାମହିମ ସର୍ବଶକ୍ତିମାନ ଗୌରବ ବିଶିଷ୍ଟ ରାଜା (ଘୋଷା) ପ୍ରଭୁ ସ୍ତବ କର, ଆରେ ମନ ମୋର, କରନ୍ତି ସର୍ବ […]

bhuli paribiki se priya jishu

ଭୁଲି ପାରିବି କି ସେ ପ୍ରିୟ ଯୀଶୁ ମୁଖଯାହା ବିରହେ କ୍ଷଣେ ଫାଟିଯାଏ ବୁକ (ଘୋଷା) ଯଦି କ୍ଷଣେ ମୁଁ ଭୁଲିଯାଏ ସେହି ଆନନଅନ୍ଧାର ଦିଶୁଥାଏ ତ୍ରିଭୁବନ(ଆହା) […]

bhalalage mote jishu namo

ଭଲ ଲାଗେ ମୋତେ ଯୀଶୁ ନାମ…ଯୀଶୁ ନାମଭଲ ପାଏ ଯାହାକୁ ମୋର ପ୍ରାଣନିତି ଖୋଜେ ଯାହାକୁ ମୋର ପ୍ରାଣସେଇ ତ ଯୀଶୁ ନାମ (ଘୋଷା) ପାଇଲି ଯେବେ […]

besatiku badalayi ki labha

ବେଶଟିକୁ ବଦଳାଇ କି ଲାଭ ପାଇବୁ ଭାଇଅନ୍ତର ନ ବଦଳିଲେ ସରଗେ ନ ପାରୁ ଯାଇ (ଘୋଷା) କେତେ ହେଉ ତୁ ସୁବେଶ ମହାକାଳର ସଦୃଶମରମ ହେଲେ […]

buhayee deyicha priya moro

ବୁହାଇ ଦେଇଛି ପ୍ରିୟ ମୋରକାଲବରୀରେ ତୁମ ରକତକ୍ଷମା ମୁଁ ପାଇଛି ଅବିରତପାପ ଯା କରିଛି ଅଗଣିତ (ଘୋଷା) ଦେଇଛି ପ୍ରତିଜ୍ଞା ମୁଁ ତୁମକୁ ଯୀଶୁ ବାର ବାରକରିବିନି […]

bujhila ki bandhu paritrana

ବୁଝିଲ କି ବନ୍ଧୁ ପରିତ୍ରାଣର ବାକ୍ୟ ଶୁଣିବାକି ସୁମିଷ୍ଟ ଏହି ବାଣୀ ପାପରୁ ମନ ଫେରାଇବାପରିତ୍ରାଣର ବାକ୍ୟ ଶୁଣିବା (ଘୋଷା) ସ୍ବର୍ଗରାଜ୍ୟ ଦ୍ୱାର ଖୋଲି ଡାକନ୍ତି ଆତୁରେଲଭିବା […]

bidhaba naridana

ବିଧବା ନାରୀଦାନ, ସ୍ଵର୍ଗ ହେଲା ଗ୍ରହଣପାହୁଲା ଯାହା ଥିଲା କରିଥିଲା ସେ ପ୍ରଦାନଦାନ ଦେଇ ପ୍ରଭୁଙ୍କୁ, ହୋଇଥିଲା ସେହି ଧନ୍ୟ (ଘୋଷା) ସର୍ବ ସୃଷ୍ଟିକର୍ତ୍ତା ରାଜନ, ସର୍ବ […]

batoee bare tu pachaku ana

ବାଟୋଇ ବାରେ ତୁ ପଛକୁ ଅନାପଛପଟୁ ତୋର ଡାକ ଛୁଟୁଛି ଆଗକୁ ଆଗେଇ ଯା’ନା (ଘୋଷା) ମରୁ ମରୀଚିକା ଦେଖି ତୁ ଧାଉଁଛୁ ତୋ ପ୍ରାଣ ବିକଳେ […]

baki achi bahuta dura

ବାକି ଅଛି ବହୁତ ଦୂରଭଲିବାକୁ ନାହିଁ ମୋ ବଳପଡୁଛି ପୁଣି ମୁଁ ଉଠୁଛିଶକତି ନାହିଁ ମୋହର (ଘୋଷା) ତୁମ ପ୍ରିୟ ଦାସ ଏଲିୟ, ଖୁଆଇଲ ସ୍ଵର୍ଗୀୟ ଖାଦ୍ୟଚାଳିଶି […]

baimana dine hele samaya diya

ବାଇମନ ଦିନେ ହେଲେ ସମୟ ଦିଆଯୀଶୁ ନାମକୁ ଭୁଲି ଯାଉଛୁନିଜକୁ ଜ୍ଞାନୀ ବୋଲାଉ ଅଛୁ।ତୋତେ ଲାଗିଛିରେ ମାୟା ମୋହ (ଘୋଷା) ଗଲାଦିନ ଆଉ ଫେରିବ ନାହିଁରେପାପ କରିଅଛୁ […]