au ki subhiba bhanga bina tare

ପ୍ରଭୁ………ପ୍ରଭୁ. ……..ପ୍ରଭୁ……….ପ୍ରଭୁଆଉକି ଶୁଭିବ ଭଙ୍ଗା ବୀଣା ତାରେ ଆଦ୍ୟ ପ୍ରେମର ଝଙ୍କାର ?ଫେରିକି ଆସିବ ଜୀବନେ ଯୀଶୁ ହେ ସାତ ରଙ୍ଗ ସାତ ସ୍ଵରଆଦ୍ୟ ପ୍ରେମର ଝଙ୍କାର […]

pratidhwoni hue aaji nahanti

ପ୍ରତିଧ୍ବନୀ ହୁଏ ଆଜି ନାହାନ୍ତି ଏଠାରେମୂକ ସମାଧୁ କହେ ମୋ ପ୍ରଭୁ ମୃତ୍ୟୁଞ୍ଜୟୀରେମୃତ୍ୟୁ କାହିଁ ତୋର ନାହୁଡ଼,କାହିଁ ତୋର ଜୟ କାହିଁ ତୋର ଜୟ ((ଘୋଷା) ଶତାବ୍ଦୀ […]

prabhu mu kemiti paibi tumaku

ପ୍ରଭୁ ମୁଁ କେମିତି ପାଇବି ତୁମକୁପାପ ଦେଷ, ହିଂସା, ଅହମିକା ସବୁ ବୋଝ ତୁମେ ନିଅ (ଘୋଷା) ଅନ୍ଧ ମୁଁ ଥିଲି ଜାଣି ତ ନ ଥିଲିଏ […]

papi marijare krusa pare

ପାପୀ ମରିଯାରେ କୁଶପରେମୁହିଁ ମୁହିଁ ବୋଲି ବଜା ନାହିଁ ଆଉ ( ୨ ଥର)ଫମ୍ପା ଢୋଲ ତୁ ବୃଥାରେ (ଘୋଷା) ଅସଂଖ୍ୟ ପରଜା କଲେ ଯାର ପୂଜାକାହିଁ […]

palibi mu e niyama

ପାଳିବି ମୁଁ ଏ ନିୟମ ଯୀଶୁଙ୍କୁ କରି ସ୍ମରଣ (ଘୋଷା) ପର ହସ୍ତଗତ ରାତ୍ର ଯୀଶୁ ଶିଷ୍ୟଙ୍କ ସଙ୍ଗତେପାଳିଥିଲେ ଏ ନିୟମ ପ୍ରେମେ ହୋଇ ପରିପୂର୍ଣ || […]

pape bhara andha muje

ପାପେ ଭରା ଅନ୍ଧ ମୁଁ ଯେ ଆଶ୍ରାହୀନ ଜଗତେପାପ ମୋର ଧୋଇଦିଅ ତୁମ କୁଶ ରକତେ (ଘୋଷା) ପାପିନୀର ଅଶ୍ରଜଳେ ତୁମରଧୋଇଥିଲା ପବିତ୍ର ଶ୍ରୀପୟରଶାନ୍ତି ଦାନେ କଲ […]

pabitra iswara sadaprabhu moro

ପବିତ୍ର ଈଶ୍ବର ସଦାପ୍ରଭୁ ମୋର ( ୨ ଥର)ତୁମେ ପଥ, ତୁମେ ସତ୍ୟ, ତୁମେ ଜୀବନର ନିର୍ଟରତୁମେ ଆଦି, ତୁମେ ଅନ୍ତ, ତୁମେ ଦୟାର ସାଗର ( […]

pasori deichu jishunka prema

ପାଶୋରି ଦେଇଛୁ ଯୀଶୁଙ୍କ ପ୍ରେମ ହେଜି ମନେ ଆଜି କରି ସ୍ମରଣସେହି ପ୍ରେମେ ପାଇଥିଲୁ ଯେ ପ୍ରାଣକରିବା ମନକୁ ପରିବର୍ଭନ (ଘୋଷା) ଆମ ପାପ ଲାଗି କୁଶେ […]

paribartita jibana madhura subase

ପରିବର୍ତ୍ତିତ ଜୀବନ ମଧୁର ସୁବାସେ ପୂର୍ଣ୍ଣଯୀଶୁଙ୍କୁ ପାଇଅଛି ଯିଏ ଧନ୍ୟ ତାର ଜୀବନ (ଘୋଷା) ପ୍ରଭୁ ପରେ ବିଶ୍ବାସ ରକ୍ଷା କରେ ପାପୀଙ୍କୁପୁରୁଣା ବିଷୟ ଚାଲିଯାଏହୁଏ ସବୁ […]

parbata gana prati mu chahinbi

ପର୍ବତଗଣ ପ୍ରତି ମୁଁ ଚାହିଁବିକେଉଁଠାରୁ ଆସିବ ମୋ ସାହାଯ୍ୟଆକାଶ ଓ ପୃଥିବୀର ନିର୍ମାଣକାରୀସେଇ ସଦାପ୍ରଭୁ ମୋର ସାହାଯ୍ୟକାରୀତାଙ୍କଠୁ ଲଭିବି ସାହାଯ୍ୟ (ଘୋଷା) ବିଚଳିତ ହେବ ନାହିଁ ଚରଣ […]