nirabe kete kandibi jishu he

ନୀରବେ କେତେ କାନ୍ଦିବି ଯୀଶୁ ହେକିଏ ଶୁଣିବ ମୋ କାନ୍ଦଣାକିଏ ସେ ମୋ ଦୁଃଖ ଦେଖିବ ପ୍ରଭୁ ହେକିଏ ଫେଡ଼ିବ ମୋ ଯାତନା (ଘୋଷା) ପଡ଼ିଛି ପରା […]

niti dina bhajuthibi jishu nama

ନିତି ଦିନ ଭଜୁଥିବି ଯୀଶୁ ନାମ ମୋ ଯୀଶୁ ନାମସେହି ମୋର ପରିତ୍ରାଣ ୨ ଥର)ମୁକତି ଧାମ (ଘୋଷା) ସେ ନାମରେ ମିଳେ ଶାନ୍ତି ସେ ନାମେ […]

nahi samaya kala dina

ନାହିଁ ସମୟ କାଳ ଦିନ, ପାଖେଇ ଆସିଲା ପ୍ରଭୁଙ୍କ ଆଗମନପାପଠାରୁ ରହି ଭିନ୍ନ ହୋ… ପାଇ ଆମେ ପରିତ୍ରାଣଯୀଶୁଙ୍କୁ ଦେବାଏ ମନରେ… ମନରେ… ମନରେ (ଘୋଷା) ଛାଡ଼ିଯିବା […]

dhanyabada prasansa kara sadhugana

ଧନ୍ୟବାଦ ପ୍ରଶଂସା କର ସାଧୁଗଣେ ହୋଇ ଏକ ଚିତ୍ତପ୍ରଭୁମାନଙ୍କର ପ୍ରଭୁଙ୍କର, ରାଜାମାନଙ୍କର ରାଜାଙ୍କରହାଲିଲୁୟା…..ହାଲିଲୁୟା….. ହାଲିଲୁୟା…..(ଘୋଷା) ଦୟାମୟ ପିତା କରୁଛି ଅର୍ପଣ ପାପ ଭରା କଳୁଷିତ ଜୀବନଭଙ୍ଗା ହୃଦୟକୁ […]

na bhulare jisunka abhulaa prema

ନ ଭୁଲରେ ଯୀଶୁଙ୍କ ଅଭୁଲା ପ୍ରେମ ନ ଭୁଲରେ ଯୀଶୁଙ୍କ ଅତୁଳ ପ୍ରେମତୋହରି ପାଇଁ କୃଶରେ ସେହି… ଦେଲେ ଜୀବନ (ଘୋଷା) ତୋହରି ପାପ ମୁକତି ପାଇଁ […]

dhanyabado gheno prabhu

ଧନ୍ୟବାଦ ଘେନ ପ୍ରଭୁ… ଭଙ୍ଗା ମୋ ଅନ୍ତରରସ୍ତୁତି ପ୍ରଶଂସା ହେଉ; ସଦାପ୍ରଭୁ ହେ ତୁମରଧନ୍ୟବାଦ ହେଉ…..(୪ ଥର)ଆହେ ସତ୍ୟ ସନାତନ ପରମେଶ୍ଵର (ଘୋଷା) ତୁମେ ପଥ, ତୁମେ […]

dhanyabada ghena prabhu prasansa

ଧନ୍ୟବାଦ ଘେନ ପ୍ରଭୁ ପ୍ରଶଂସା ତୁମେ ଘେନ (ଘୋଷା) ମଙ୍ଗଳମୟ ପ୍ରଭୁ ତୁମେକରୁଣାମୟ ଯୀଶୁ ତୁମେପାଇଛୁ ଯାହା ଜୀବନେ ଆମସବୁ ତ ତୁମରି କରୁଣା ଦାନ || […]

dhanyabada gouraba kara sadaprabhunkara

ଧନ୍ୟବାଦ ଗଉରବକର ସଦାପ୍ରଭୁଙ୍କରଜୟ ଜୟ କାରେ ଉଚ୍ଚ କରତାଳେତାହାଙ୍କର ସ୍ତୁତି ବାଦ କର (ଘୋଷା) କ୍ଷମା କରିବାରେ କେତେ ଯେ କୋମଳତାହାଙ୍କର ଧନ୍ୟବାଦ କରଦଣ୍ଡ ଦେବା ପାଇଁ […]

dhanya hela ehi jibana

ଧନ୍ୟ ହେଲା ଏହି ଜୀବନ…. ହୋ….ଯୀଶୁ ନାମ ଗାଇ ଗାଇ କି….ମୋହ ମାୟା ଭରା ଏ ପଥେଯୀଶୁ ନାମ ସାଥେ ପାଇ କି (ଘୋଷା) ଆସିଲେ ଝଡ଼ […]

diya dayamaya sisura sarala mana

ଦିଅ ଦୟାମୟ ଶିଶୁର ସରଳ ମନ…..କୋମଳ, ସୁନ୍ଦର, ନିର୍ମଳ ଏକ ମନ (ଘୋଷା) ଭରିଦିଅ ମନେ ସ୍ବର୍ଗୀୟ ତୁମ ପ୍ରେମନ ଥିବ ସେଥିରେସେ ପ୍ରେମ ସହିବ ନିନ୍ଦା, […]