dekha kiye krusha uthayi neuchi

ଦେଖ କିଏ କୃଶ ଉଠାଇ ଯାଉଛନ୍ତି ଗଲଗଥା ନେଇସବୁ ପାପୀର ବୋଝ ଉଠାଇ ଯାଉଛନ୍ତି ଗଗଥା ନେଇହୋ… ହୋ… ହୋ…ମୁଣ୍ଡରେ ମୁକୁଟ କଣ୍ଟାର, ମାଡ଼ ପଡ଼େ କୋରଡ଼ାରଆଘାତରେ […]

dipa jale pradipa jale

ଦୀପ ଜଳେ ପ୍ରଦୀପ ଜଳେମନ ଆକାଶ ତଳେ, ଯୀଶୁ ଯେବେ ବିରାଜିଲେମୋର ଅନ୍ତର ଗୁହାଳେ (ଘୋଷା) ଉଁଇଲା ଅଦେଖା ତାରା……. ଆହା ଅହାପ୍ରକାଶି ଆଲୋକ ଧାରା… ହାଲ୍ଡଲୁୟାଚାଲିଲେ […]

duniya sara mu tumaku khojili

ଦୁନିଆ ସାରା ମୁଁ ତୁମକୁ ଖୋଜିଲିଆଖିର ଲୁହରେ ତୁମକୁ ପାଇଲିତୁମେ ହି ପରମ ଅନନ୍ତ ଅସୀମଏହି କଥା ଶେଷେ ଜାଣିଲି (ଘୋଷା) ଜୀବନରେ ଯାହା କିଛି ପାପ […]

drudha biswasa rahichi moro

ଦୃଢ଼ ବିଶ୍ୱାସ ରହିଛି ମୋର ତୁମ୍ଭଠାରେସ୍ଥିର ଜଳ ପାଶେ ନିଅ ମୋତେ ପ୍ରଭୁରୁହ ତୁମେ ମୋ ସାଥିରେ (ଘୋଷା) ଜୀବନର ପାପ ବୋଝ ତୁମେ ବହି ନିଆଆଖୁ […]

dhanya dhanya jishu tume

ଧନ୍ୟ ଧନ୍ୟ ଯୀଶୁ ନାମ ଧନ୍ୟ ଧନ୍ୟଧନ୍ୟ ଧନ୍ୟ ପ୍ରିୟ ନାମ ଧନ୍ୟ ଧନ୍ୟଯୀଶୁ ପଥ, ଯୀଶୁ ସତ୍ୟ, ଅନନ୍ତ ଜୀବନଯୀଶୁ ଶାନ୍ତି, ଯୀଶୁ ମୁକ୍ତି, ପତିତପାବନ […]

dhanya jihobanka nama

ଧନ୍ୟ ଯିହୋବାଙ୍କ ନାମରେ ( ୨ ଥର)ସେହି ଅନାଦି ସେହି ଅନନ୍ତସେହି ଅମର ସେହି ଅଟନ୍ତି ନିତ୍ୟ ଜୀବିତଖୋଲିଦେଇ ଗଲେ ମୁକତିର ପଥଯୀଶୁଙ୍କୁ ଦେଇ ବଳିଦାନରେ (ଘୋଷା) […]

bhanga hrudaye kalankita ehi

ଭଙ୍ଗା ହୃଦୟେ କଳଙ୍କିତ ଏହିଶୁନ୍ୟ ଜୀବନ ମୋରତୁମ ଉପ ଯୋଗି ପାତ୍ର କରିପ୍ରଭୁକର ମୋତେ ବ୍ୟବହାର …(ଘୋଷା) ମାଟିଠାରୁ ହିନ ଏଇ ମୋ ଜୀବନଭରା ତହଁ କଳୁଷତାତୁମ […]

tumari madhura nama gauthibi

ତୁମରି ମଧୁର ନାମ ଗାଉଥିବି, ପ୍ରଭୁ ଗାଉଥିବିତୁମ ପାଦେ ଅବିରତ, ହେବି ପ୍ରଭୁ ଅବନତଯେତେ ଦିନ ପ୍ରଭୁ ବଞ୍ଚିଥିବି… (ଘୋଷା) ଶରଣ ନେଉଛି ପ୍ରଭୁ ତୁମ ଛାୟାତଳେତୁମେ […]

tumari bojha uswasa

ତୁମରି ବୋଝ ଉଶ୍ବାସଯୁଆଳି ତୁମରି ସହଜଘେନିବି ସଦା ଜୀବନେଦିଅ ଶକତି ହେ ଯୀଶୁ ରାଜ …(ଘୋଷା) ବଞ୍ଚିବାର ପଥ ଦେଖାଅ ମୋତେ ମୁଁ ଜାଣେନା ବଞ୍ଚିନ ହେଉ […]

tuma pari prabhu thau thau

ତୁମ ପରି ପ୍ରଭୁ ଥାଉ ଥାଉକାହିଁକି ଯିବି ମୁଁ ଅନ୍ୟ ପଥେ ଆଉକେଉଁ ପୂଜା ପାଇଁ ଆଉତୁମ କୁଶରେ ମୋ ଲୟ ରହୁ (ଇଛା ହେଉ…) ….(ଘୋଷା) […]