teri aradhana karu
ତେରୀ ଆରାଧନା କରୁ…ତେରୀ ଆରାଧନା କରୁ….ପାପ କ୍ଷମା କର ଜୀବନ୍ ଦେ ଦେ ଦୟା କି ଅର୍ଚ୍ଚନା କରୁ ….(ଘୋଷା) ତୁହି ମହାନ୍ ସର୍ବଶକ୍ତିମାନ୍ତୁହି ହି ମେରା […]
ତେରୀ ଆରାଧନା କରୁ…ତେରୀ ଆରାଧନା କରୁ….ପାପ କ୍ଷମା କର ଜୀବନ୍ ଦେ ଦେ ଦୟା କି ଅର୍ଚ୍ଚନା କରୁ ….(ଘୋଷା) ତୁହି ମହାନ୍ ସର୍ବଶକ୍ତିମାନ୍ତୁହି ହି ମେରା […]
ତେଜାଅ ଯୀଶୁ ହେ ଦୁକୁ ଦୁକୁ ପ୍ରଦୀପଜାଳ ଢାଳ ଦୟାକରି ସୁର-ତଇଳସୁର ତଇଳ ଆହେ ମହାଶଇଳ …(ଘୋଷା) ବାଆ ବତାସ ସଙ୍ଗେ ଖଣ୍ଡ ପ୍ରଳୟଦୀପାବଳୀ ନାଶିବାକୁ ଘରେ […]
ତୁମେ ମୋ ଆଶ୍ରୟ ମୋର ଦୃଢ଼ ଦୁର୍ଗଦୁର୍ଦ୍ଦଶା କାଳରେ ମୋ ସହାୟ …|୧| ପ୍ରଣମୁଛି ମୁଁ ତୁମ ପୟରେ ଖୋଜୁଅଛି ମୁଁ ପୂର୍ଣ୍ଣ ଚିତ୍ତରେତୁମ ସେବା କରିବି […]
ତୁମେ ସୁଦୂର ନଭେ ପ୍ରଭୋ ରହିଅଛ ଚାହିଁରହିଥାଅ ସଦା ମୋର ସାଥେତୁମେ ନିତି କି ନିତି ଶିଖାଇବ ସୁଗତିଚାଲିବି ଯେହ୍ନ ତବ ପଥେ …(ଘୋଷା) ତବ କୁଶୀୟ […]
ତୁମେ କି ବେଦନା ଭାରେ କ୍ରାନ୍ତତୁମେ କି ଦୁଃଖୀ ପରିଶ୍ରାନ୍ତଆସ ଯିବା ମିଳି, କୁଶ ପଥେ ଚାଲିଲଭିବା ନୂତନ ଜୀବନଜୀବନ ହେବ ଧନ୍ୟ …(ଘୋଷା) ସେ କୁଶେ […]
ତୁମେ ଆରାଧ୍ୟ ପରମେଶ୍ବରତୁମେ ଆଧାର ସର୍ବ ସୃଷ୍ଟିର …(ଘୋଷା) ମୋର ସବୁ ଗତି ତୁମେ ଦେଖୁଛି ପରିଚୟ ମୋ ମନର ନେଇଛିହୃଦୟର ଚିନ୍ତା ସବୁ ଜାଣିଛିଅନ୍ତର୍ଯ୍ୟାମୀ ପ୍ରଭୁ […]
କୋଟି କୋଟି ଫୁଲେ ବାଛିନେଲି “ଶାରୋଣ ଗୋଲାପ” ମୁଁକି-ବାସନା ! କି-ମହକ ! ନାହିଁ ତୁଳନା ଜଗତର ଫୁଲ …(ଘୋଷା) ଫୁଟିଥିଲା ଦିନେ ଫୁଲ ବେଥିଲିହିମେ ଗୋଶାଳେଚହଟିଲା […]
କେଡ଼େ ମଧୁର ନାମ ତାଙ୍କର ମୋହର ମୁଖକୁକେଡ଼େ ଅସୀମ ପ୍ରେମ ତାଙ୍କର ମୋହର ପ୍ରାଣକୁ … (ଘୋଷା) ତୁମେ ସତ୍ୟ ମାୟା ସଂସାରେ ପଥ ତୁମେ ପ୍ରଭୁ […]
କେତେ ଭଲ ମୋର ପ୍ରଭୁ ଯୀଶୁ ହେକେତେ ଭଲ ମୋର ପ୍ରଭୁ …(ଘୋଷା) ତୁମେ ମୋ ବିଶ୍ୱାସ ଭୂମି ଯୀଶୁ ହେତୁମେ ମୋ ବିଶ୍ୱାସ ଭୂମି | […]
କେହି ନାହିଁ ମୋର ଜଗତେ ନିଜରଆଶ୍ରା ନେବି ମୁଁ କାହାରଏ ମାୟା ସଂସାର ସବୁ ହିଁ ଅସାରଦିନେ ହେବ ନାରଖାର … (ଘୋଷା) ଅସାର ଜଗତେ ଚାଲିବି […]