Abhula se drushya kalbari ra ଅଭୂଲା ସେହି ଦୃଶ୍ୟ କାଲବରୀର

ଅଭୂଲା ସେହି ଦୃଶ୍ୟ କାଲବରୀରଅଭୂଲା ସେହି ପ୍ରେମ ଯୀଶୁଙ୍କର (୨ଥର)ବଳି ହେଲେ କୁଶ କାଠରେ ତ୍ରାଣକର୍ତା ନୀରବରେ (୨ଥର)ତ୍ରାଣକର୍ତା ନୀରବରେ… ପ୍ରହାରିତ ହେଲେ ଯୀଶୁ କୋରୋଡ଼ା ପ୍ରହାରେଅପରାଧୀ […]

Aa pasora se premaku ଅ ପାସୋରା ସେ ପ୍ରେମକୁ

ହୋ… ହୋ…ହୋ…ଅ… ପାସୋରା ସେ… ପ୍ରେମକୁ (୨ଥର)ମୁଁ ପାଇଚି — (୨ଥର)ହଜି ମୁଁ ଯିବି ହୋ… ମଜି ମୁଁ ଯିବିହଜି ମୁଁ ଯିବି ମଜି ମୁଁ ଯିବିଗାଉଥିବି […]

Jishu tumo pado tole /ଯୀଶୁ ତୁମ ପାଦ ତଳେ

ଯୀଶୁ ତୁମ ପାଦ ତଳେନେଉଅଛି ମୁଁ ଶରଣମୋ ଶରୀର ମୋ ଜୀବନକରୁଅଛି ସମର୍ପଣଘେନ ମୋର ଭଙ୍ଗା ଜୀବନଗଢ଼ି ଦିଅ କରି ନୂତନଶୁଣ ଶୁଣ ମୋର କ୍ରନ୍ଦନଆକୁଳେ ଡାକୁଛି […]