sesa ghanti bajilani
ଶେଷ ଘଣ୍ଟି ବାଜିଲାଣିମହା କ୍ଳେଶ ପାଖେ ଆସିଲାଣିଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗଜାଗି ଉଠ ଏହି କ୍ଷଣିସତର୍କର ଶେଷ ବାଣୀଚଉଦିଗେ ଏବେ ଶୁଭିଲାଣିଶୁଣ ଶୁଣ ଶୁଣ […]
ଶେଷ ଘଣ୍ଟି ବାଜିଲାଣିମହା କ୍ଳେଶ ପାଖେ ଆସିଲାଣିଜାଗ ଜାଗ ଜାଗ ବନ୍ଧୁ ଗଣ ଜାଗଜାଗି ଉଠ ଏହି କ୍ଷଣିସତର୍କର ଶେଷ ବାଣୀଚଉଦିଗେ ଏବେ ଶୁଭିଲାଣିଶୁଣ ଶୁଣ ଶୁଣ […]
କାନ୍ଦେ ଆଜି ମୋ ଅନ୍ତରକଥା ଭାବି ସେ କ୍ରୁଶର (୨ଥର)ଆହା କି ଯନ୍ତ୍ରଣା ଆହା କି ବେଦନା (୨ଥର)ସହିଲ ହେ ପ୍ରଭୁ ମୋର (୨ଥର)…..| ୦| କୋରଡ଼ା […]
କେତେ କାଳ ରେ ମନ ପାପରେ ଥିବୁମିଛ ମାୟା ଜଞ୍ଜାଳେ ପଡ଼ି ରହିବୁନିଜ ଜୀବନକୁ କେବେ ସଜାଡ଼ିବୁଯୀଶୁ ନିକଟକୁ କେବେ ତୁ ଫେରିବୁବିଳାସ ବ୍ୟସନ ଚିତ୍ତବିନୋଦନଆଉ କେତେ […]
ଏମିତି ପାପେ ବୁଡିଥିବୁ କେତେ ଦିନ ବନ୍ଧୁ କେତେ ଦିନକେବେ ଛାଡ଼ିବୁ ମନ୍ଦ ଗୁଣକେବେ ହେବୁ ପରିବର୍ତ୍ତନକେବେ ଦେବୁ ଯୀଶୁଙ୍କୁ ସ୍ଥାନକେବେ କରିବୁ ତାଙ୍କୁ ଧ୍ୟାନଏମିତି ପାପେ […]
ଯୀଶୁ ମୋ ପ୍ରାଣ ଯୀଶୁ ମୋ ତ୍ରାଣଯୀଶୁ ହିଁ ଏକା ମୋହରପଥ ସତ୍ୟ ଜୀବନଯୀଶୁ ମୋ ଧନ ଯୀଶୁ ମୋ ଜ୍ଞାନଯୀଶୁ ହିଁ ଏକା ମୋହରପଥ ସତ୍ୟ […]
ଆମେ ତ ଯୀଶୁଙ୍କର ଛୋଟ ଛୋଟ ପିଲାହେବୁନି ଆଉ କେବେ ଚଗଲା, ହେ ଭାଇପୁର୍ଥନରେ, ବାଇବଲ ପଢ଼ରେ (୨ଥର)କରିବୁନି ଜମା ହେଳା ହେଳା ହେଳା.. ସୂଚୀମାଳାକୁ ଫେରନ୍ତୁ
ଆହେ ପବିତ୍ର ପ୍ରଭୁ ଈଶ୍ବର ରସନାରେରାଜ ରସନାରେ ତବ ଏ ମନ୍ଦିରେ …(ଘୋଷା) ବସିଅଛୁ ତବ ପୟରେ (ଆ1)ଭକ୍ତି ପ୍ରୀତି ଶୂନ୍ୟ ଅନ୍ତରେକର ଅଧ୍ୟଷ୍ଠାନ ନାଶି ପାପତମଜ୍ବଳି […]
ଆମେରେ ସରଗ ବାସୀ, ଜଗତେ ଆମେ ବିଦେଶୀବଞ୍ଚିଥିବୁ ଯେତେ ଦିନ, ଗାଉଥିବୁ ଯୀଶୁ ନାମଦେଖାଇବୁ ସତ୍ୟାଲୋକ ଅନ୍ଧକାରକୁ ନାଶି…ନାଶି…ନାଶି (ଘୋଷା) ଆଜି ସିନା ଆସିଅଛି ଦୁଃଖଭରା ଦିନପ୍ରେମ […]
ଆରାଧନା ହୋ ଆରାଧନା ଖୁଦାବନ୍ ଈଶୁକ ଆରାଧନା … (ଘୋଷା) ଶାନ୍ତିଦାତା କି ଆରାଧନା ମୁକ୍ତିଦାତା କି ଆରାଧନା … |୧|ମେରେ ମଶୀହା କି ଆରାଧନା ଜୀବନ୍ […]
ଆଶାର ଦିପାଳୀ ଜାଳି କରୁଅଛି ପଦେ ଅଳିଦିଅ ବାରେ ଡେଣା ମେଲି ବାହୁ ତୋଳି ତବ ଶାନ୍ତି (ଘୋଷା) ଆଶ୍ରୀହୀନ ହୋଇ ରହିଛି ମୁହିଁତୁମ ବିନା ଜଗତେ […]