asibe se mo priya jishu raja
ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜାଚମକିବ ଧରା ହେବ ଭୀତି ଭରା …(ଘୋଷା) ଆସିଥିଲେ ଦିନେ ଥରେ ଏହି ଧରା କୋଳେଦୁଃଖୀର ଦୁଃଖରେ […]
ଆସିବେ ସେ ମୋ ପ୍ରିୟଯୀଶୁ ରାଜା ମୋ ପ୍ରିୟଯୀଶୁ ରାଜାଚମକିବ ଧରା ହେବ ଭୀତି ଭରା …(ଘୋଷା) ଆସିଥିଲେ ଦିନେ ଥରେ ଏହି ଧରା କୋଳେଦୁଃଖୀର ଦୁଃଖରେ […]
ଆସ ଯିବା ସମସ୍ତେ ଚାଲିଯିବା…ଚାଲ ଯିବା ସମସ୍ତେ ଆସଯିବାଆସୁଛନ୍ତି ଯୀଶୁରାଜା ତାଙ୍କୁ ଭେଟିବା …(ଘୋଷା) ବିଶ୍ଵାସୀମାନଙ୍କୁ ନେବା ପାଇଁଅନେକ ଦୂତ ସାଧୁଙ୍କୁ ନେଇସୁଲଳିତ ସ୍ଵରେ ଆଜି ଗୀତ […]
ଆସ ପ୍ରଶଂସା ଗାଇବା, ଯୀଶୁ ତାନେ ଜାଗିବାଆତ୍ମା-ପିତାଙ୍କୁ ଗୌରବ ଧନ୍ୟବାଦ ଦେବା … |୧| ଆହା କି ସୁଗନ୍ଧରେ ! ମୋ ପ୍ରାଣ ମନରେସେ ଯୀଶୁ ପ୍ରେମ […]
ଆହେ…ଅନନ୍ତ ଅସୀମ….ତୁମରି ମଧୁର ପ୍ରେମକେ କରିପାରେ ବର୍ଣ୍ଣନାତୁମ ପ୍ରେମ ପାଇଁ ଧନ୍ୟ… ଏ ଧରା ଧାମ … (ଘୋଷା) କାଗଜ ହୁଅନ୍ତା ଯଦି ଆକାଶର ବକ୍ଷଲେଖନୀ ହୁଅନ୍ତା […]
ଆହା କି ଯାତନା ମୋହର ହେ ପ୍ରଭୁ ପରାତ୍ପରବନ୍ଦୀରୁ ଉଦ୍ଧାର କର, ପାପରୁ ଉଦ୍ଧାର କର …(ଘୋଷା) ଜଗତେ ଅଛି କଳଙ୍କ, ଜଗତେ ଅଛି ସଂକଟଏଥିରୁ ଉଦ୍ଧାର […]
ଆସ ..ଆହେ ଆସ,ଈଶ୍ଵରଙ୍କ ସ୍ତୁତି କରିବାସେ ଯେ ଆମ ପରିତ୍ରାଣ ଶୈଳ ସ୍ବରୂପତାହାଙ୍କ ଉଦ୍ଦେଶେ ଜୟଧ୍ବନି କରିବାଧନ୍ୟବାଦ ସହକାରେ ତାଙ୍କ ପାଶେ ଚାଲସଙ୍ଗୀତ ଗାଇ ତାଙ୍କ ଜୟଗାନ […]
ଆହେ ଭଜ ମନଖ୍ରୀଷ୍ଟ ନାମରେ ହୋଇବ ପରିତ୍ରାଣଚିରେ ଭାବିଲେ ପାଇବ ଦରଶନ (ଘୋଷା) ଶୁନ୍ୟର ଉପରେ ମହା ଶୂନ୍ୟସେ ସବି ଉପରେ ତାଙ୍କ ସ୍ଥାନଜ୍ୟୋତିର୍ମୟ ସିଂହାସନର ଉପରେବିଜୟ […]
ଆହେ ମୋ ଦୟାସାଗର ଧର ଦୟାରେ ହାତ ମୋହରଦୟା ତୁମ ପାରିବାର ଆଶାବାଡ଼ି ଦୁର୍ବଳରଧର ଦୟାରେ ହାତ ମୋହର … (ଘୋଷା) କାନ୍ଦି କାନ୍ଦି ବକ୍ଷ ଯାଏ […]
ଅନନ୍ତ ଜୀବନ ପଥେ ମୋତେ ନେଇଯାଅଯୀଶୁ ରାଜା ମୋର ସାଥେ ହାତ ଧରିଥାଅ …(ଘୋଷା) ଶୟତାନ ଆଣେ କେତେ ପରୀକ୍ଷା ଜୀବନେଆଘାତ କରଇ ସେ ଯେ ଖାଲି […]
ଅନିତ୍ୟ ସଂସାରେ ଭାଇ ଖ୍ରୀଷ୍ଟ ହିଁ ସାରଯାହା ଦେଖି ଯାହା କର ସବୁ ଅସାର …(ଘୋଷା) ପିତାମାତା ବନ୍ଧୁ ଭ୍ରାତାକେ ନୁହନ୍ତି ମୁକ୍ତିକର୍ତ୍ତାଖ୍ରୀଷ୍ଟ ଏକା ହଭା କତ୍ତା […]