bethalihimara sitala pabana ବେଥଲିହିମର ଶୀତଳ ପବନ

ବେଥଲିହିମର ଶୀତଳ ପବନବହି ଆସେ ଧୀରେ ଧୀରେକାନ୍ଧନାହିଁ ଆଉ ପ୍ରାଣଧନ ମୋରଶୋଇପଡ ମୋର କୋଳେ … |୦| ମୀଠି ମୀଠି କରି ଅଗଣିତ ତାରାହଂସୁଛନ୍ତି ଆକାଶରେଜଗି ରହିଛନ୍ତି […]

thumbnail

he saraga chanda jishu ହେ ସରଗ ଚାନ୍ଦ ଯୀଶୁ

ହେ ସରଗ ଚାନ୍ଦ ଯୀଶୁ ଆସିଦେଇ ଯାଅ ସୁଧାଂଶୁଅନାଇ ବସିଛୁ ମିଳି ପାଇବୁ ବୋଲି ଉର୍ଦ୍ଧ ଆକାଶୁ … (ଘୋଷା) ଆଗମନେ କରାଅ ସରସ ପ୍ରତିପ୍ରାଣେ ପରସି […]

tume saha hua he prabhu moro

ତୁମେ ସାହା ହୁଅ ହେ ପ୍ରଭୁ ମୋରତୁମ ବିହୁନେ କେ ଅଛି ମୋର … (ଘୋଷା) ତୁମେ ମୋର ପ୍ରିୟ ସାଥି ବନ୍ଧୁ ନିର୍ଝରତୁମଠାରେ ଅଛି ମୋର […]

khyama hoichi ja aparadha

କ୍ଷମା ହୋଇଛି… ଯା ଅପରାଧପାପ ଯାର ଅଟେ ଆଚ୍ଛାଦିତ ସେ ଧନ୍ୟ…ସେ ଧନ୍ୟ…ସେ ଧନ୍ୟ..ନାହିଁ ଯାହା ପ୍ରତି ଦୋଷାରୋପଅନ୍ତର ଯାହାର ଅକପଟସେ ଧନ୍ୟ…. ସେ ଧନ୍ୟ… ସେ […]

khyama jhare krusha upore

କ୍ଷମା ଝରେ, କୁଶ ଉପରେ,ପାପୀ ତୋ ପାପ ଧୋଇ…ଯୀଶୁଙ୍କର ସେ ରୁଧିର ପ୍ରେମ ହିଁ ପ୍ରେମ ନେଇ (ଘୋଷା) ତୋ ପାପ ପାଇଁ ଝରୁଛି ତାଙ୍କ ଅଧରୁ […]

luhara banyare bhijayi

ଲୁହର ବନ୍ୟାରେ ଭିଜାଇ ଜୀବନଉଠେ କୋହ ଢେଉ ଅନ୍ତରୁ ଉଛୁଳି (ଘୋଷା) ବାଙ୍ଗିଣିଆ ବସ୍ କଣ୍ଟାର କିରୀଟପାଣି ପାଦେ ପ୍ରେକ ବକ୍ଷେ ବକ୍ସାଘାତଝୁଲେ ଆଡ଼ କାସେ ଦେବ […]

hrudaye uthe sandheha

ହୃଦୟେ ଉଠେ ସନ୍ଦେହପୁଣି ଆଉ କାହିଁକି ?ଆତଙ୍କ ଛାୟା ମନେ ପୁଣି ଆଉ କାହିଁକି ?ପାଇଛି ପରା ଯୀଶୁଙ୍କୁ ( ୨ ଥର)ଏ ଅସ୍ଥିରତା ଜୀବନେ କାହିଁକି […]

hosanna hosanna halleluyah

ହୋଶାନ୍ନା, ହୋଶାନ୍ନା, ହାଲ୍ଡଲୁୟା, ହୋଶାନ୍ନାଯୀଶୁ ନାମ, ପ୍ରିୟତମ, କରିଯିବା ବନ୍ଦନା (ଘୋଷା) ମୁକତିଭରା ସେ ନାମ, ଶକତିରେ ପରିପୂର୍ଣ୍ଣପ୍ରେମଭରା, ଶାନ୍ତି ଭରା, ସୁନ୍ଦର ମହୀୟାନଯୀଶୁ ନାମ ବିନୁ […]

hoi ki bandhu asithile jishu

ହୋଇ କି ବନ୍ଧୁ ଆସିଥଲେ ଯୀଶୁ ଆମର ପାପ ପାଇଁଆସିଥିଲେ ପୃଥିବୀରେ ଦୁଇ ହଜାର ବର୍ଷ ପୂର୍ବେବୋହିନେଲେ ପାପ ଭାର ଆମ ମୁକ୍ତି ପାଇଁରେହୋଇ କି ବନ୍ଧୁ… […]

kede nambra hoi sabu gala

ହୋ… କେଡ଼େ ନମ୍ର ହୋଇ ସବୁ ଗଲ ସହିପ୍ରାଣ ଦେଲ କୁଶେ ମୋର ପାଇଁମଥା ପାତି ଦେଇ ନୀରବରେ ରହିକେଡ଼େ ଅପମାନ ନିନ୍ଦା ସହି ହୋ… (ଘୋଷା) […]