sadaprabhunka suristhira ehi dibase
ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେଆମେ ହରଷିତ ତୁମ ପାଶେତୁମ ନାମେ ଉଠୁ ଜୟଗାନ (୪ ଥର)ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା) ଏଇ ଦିବସ ପ୍ରଭୁ […]
ସଦାପ୍ରଭୁଙ୍କ ସୃଷ୍ଟିର ଏହି ଦିବସେଆମେ ହରଷିତ ତୁମ ପାଶେତୁମ ନାମେ ଉଠୁ ଜୟଗାନ (୪ ଥର)ହାଲିୟା, ହାଲିକୁୟା, ହାଲିୟା, ହାଲିୟା, ହାଲିୟା… (ଘୋଷା) ଏଇ ଦିବସ ପ୍ରଭୁ […]
ଏଇ ଶତାବ୍ଦୀର ଆହ୍ବାନ, ପ୍ରାଣେ ତୋଳିଦିଏ ସ୍ପନ୍ଦନଉତ୍କଳ ବୁକେ ସୁସମାଚାରର ଆସୁ ନବ ଜାଗରଣ …(ଘୋଷା) କର ହେ ଘୋଷଣା ଜଗତ ଆଗରେ ମୁକତିର ସନ୍ଦେଶଏହା ଥିଲା […]
ଧୂସର ପାହାଡ଼ କାଲବରୀ ତୁମେକି ଗୀତ ଗାଉଛି କୁହପତିତ ମାନବ ମୁକତି ପାଇଁ କି,ତୁମେ କି ଢ଼ାଳୁଛି ଲୁହ… (ଘୋଷା) ଧନ, ମାନ, ମୋହେ ପାଗଳ ମଣିଷ,ବୁଝେନା […]
ଜୀବନେ ତୁମ ବିନା କିଛି ନୁହେଁ ମୋରତୁମେ ମୋ ତ୍ରାଣକାରୀ ପରମ ଈଶ୍ଵର … (ଘୋଷା) ତବ ପ୍ରେମ ଅପାର ହୋଇ ଅବତରକୁଶ କାO ଦେଇଛ ପ୍ରାଣ […]
ଈଶ୍ଵର ପ୍ରେମ ଛାଡ଼ି ପାରେନାଈଶ୍ଵର ପ୍ରେମ ଭୁଲି ହୁଏନା… (ଘୋଷା) ସୂର୍ଯ୍ୟ ପୂର୍ବ ଛାଡ଼ି ପଶ୍ଚିମେ ଉଇଁପାରେପଦ୍ମ ପଙ୍କ ଛାଡି ପର୍ବତେ ଫୁଟିପାରେଈଶ୍ଵର ପ୍ରେମ କେବେ ନ […]
ଜୀବନ ସାଇଁ ଜୀବନ ଦେଇ ନେଲ ବହିଅପରାଧ ମୋ ଅପରିସୀମ କିମିତି ପ୍ରଭୁ ଗଲ ସହି.. (ଘୋଷା) କୁଶ ପରେ କରୁଣା ଭରେ ଢ଼ାଳିଲ ରକ୍ତଧାରରାଜାଧିରାଜ ସୁର […]
ଆହେ … ଅନନ୍ତ ଅସୀମତୁମରି ମଧୁର ପ୍ରେମ କେ…କରିପାରେ ବର୍ଣ୍ଣନାତୁମ ପ୍ରେମ ପାଇଁ ଧନ୍ୟ…ଏ ଧରା ଧାମ (ଘୋଷା) କାଗଜ ହୁଅନ୍ତା ଯଦି ଆକାଶର ବକ୍ଷଲେଖନୀ ହୁଅନ୍ତା […]
ନିରାଶର ଅନ୍ଧାର ଚିରି କଲବରୀ ଚୂଳେ ଉଇଁଲାଆଶାର ସୁରୁଜ ଶିଖାସେ ତ ଶାଶ୍ବତ ଆଶାର ଶିଖା ପତିତର ମହାସଖାରଖ କୁଶ ତଳେ ଲୟ ଏକା (୨ ଥର) […]
ପାପୀ ତୋର ପାପ ଆଜି ହେଲା ଅବସାନମୃତ୍ୟୁଞ୍ଜୟୀ ଈଶ ସୁତ ସେ ଜଗତ ଜନ ରାଜନ ହେ (ଘୋଷା) କବରର ତୀରେ ଯିଏ ଖୋଜି ଖୋଜି ଗୀତ […]
କୁଶ ମୋ ଆଦରି ନେରେ ପାପୀକୁଶ ମୋ ଆଦରି ନେକୁଶ ତଳେ ତୋ ଅମାପ ପାପ (୨)ଗରୀ ଥୋଇ ଦେରେ ପାପୀ (୨) (ଘୋଷା) ପାପ କଳଙ୍କ […]