pade pade chaluchi mu
ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେମୁହିଁ ପଡ଼ିଗଲେ ଧୂଳି ଝାଡି ତୋଳି ନିଅ ହାତେ … (ଘୋଷା) ଜୀବନର ପ୍ରତି କ୍ଷଣେ ତୁମ ମୁଖ […]
ପାଦେ ପାଦେ ଚାଲୁଛି ମୁଁ ଯୀଶୁ ତୁମ ସାଥେମୁହିଁ ପଡ଼ିଗଲେ ଧୂଳି ଝାଡି ତୋଳି ନିଅ ହାତେ … (ଘୋଷା) ଜୀବନର ପ୍ରତି କ୍ଷଣେ ତୁମ ମୁଖ […]
ମୋତେ ଭଲ ଲାଗେ ଯୀଶୁ ନାମସେ ମଧୁର ନାମ ସେହି ସୁଧା ନାମଜଗତରେ ଯୀଶୁ ନାମ ସବୁଠାରୁ ଅନୁପମ (ଘୋଷା) ସେ ନାମରେ ଶାନ୍ତି ସେ ନାମେ […]
(ଆଜି) ଖ୍ରୀଷ୍ଟିୟ ଗୃହରେ, ଖ୍ରୀଷ୍ଟ ପରିବାରେଶୁଭୁ ଯୀଶୁଙ୍କର ଜୟଗୀତ । ଧୃବ । ବିଗତ ଦିନର ଶତ ମଳିନତାପାପ ପ୍ରତି ଆଶା, ହେ ପାପ ହରତାହରିନେଇ ସବୁ […]
ସକଳ ସୃଷ୍ଟିର ତୁମେ କାରିଗର ହେ,ଝରାଅ ପ୍ରେମ ନିଝିର, ହେ ଯୀଶୁ ସୁନ୍ଦର …ମିନତି ଘେନ କରୁଣା ସାଗର ହେ,ଆସିଛୁ ତବ ଦୁଆର, ହେ ଯୀଶୁ ସୁନ୍ଦର […]
ଯେବେ ରାଜା ଯୀଶୁ ଆସିବେ, ନୂତ ଆଉ ସାଧୁ ମେଳରେତୁରୀ ଶବଦରେ ଡାକିବେ ଯିବି ମୁଁ ଉଠିପଲକରେ … (ଘୋଷା) ସେ ମଧ୍ୟ ଆକାଶ ସୀମାରେ ମୋତେ […]
ମୁଖରିତ ହେଉ ଆମ ପରିବାରେ ପ୍ରଭୁ ଯୀଶୁଙ୍କ ନାମସେ ଯେ ତ୍ରାଣକାରୀ ସଭିଙ୍କର, ଜୀବନ ଆକରବନ୍ଧା ଆମେ ତାଙ୍କ ପ୍ରେମରେ ସେ ବନ୍ଧୁ ଅତି ନିଜରଦୁଃଖରେ ବା […]
ତୁମ ପଛେ ଚାଲିବି ଯୀଶୁ ତୁମ ପଛେ ଚାଲିବିଜୀବନର ଯାତ୍ରା ପଥେ ତୁମ ପଛେ ଚାଲିବି (ଘୋଷା) ଯୁଆଳି ଘେନି ମୁଁ ତୁମର, ଜୀବନର ଚଲାପଥେସଦା ଲକ୍ଷ୍ୟ […]
ତୁମେ ମୋର ସାଥୀ ତୁମେ ମୋର ବନ୍ଧୁ ଯୀଶୁତୁମେ ମୋର ସାଥୀ(ଏହି) ଅନ୍ଧକାରେ ତୁମେ ଯେ ମୋ ପଥ ଦର୍ଶକ ବିତୀ |o|| ତୁମେ ମୋର ପାଳକ […]
ଆହା କି ଆନନ୍ଦ ଉଛୁଳି ଉଠୁଛି ତାପିତ ହୃଦୟ ଭରିମରଣ ବିଜୟୀ ଯୀଶୁ ଯାଚୁଛନ୍ତି ଅନନ୍ତ ଜୀବନ ଧର (ଘୋଷା) ଧନ୍ୟ ତାଙ୍କ ପ୍ରେମ ଅନୁପମ, ନାହିଁ […]
ଆସିଛୁ ପ୍ରଭୁ ଗୋ ଏ ଶୁଭ ବେଳାରେସୁମରି ତୁମରି ପ୍ରେମ … ପ୍ରଭୁଭଜିବୁ ତୁମରି ନାମଆଜି ଏ ସୁଦିନେ ପୂଜାବେଦୀ ସ୍ଥାନେଗାଇ ତୁମେ ଜୟଗାନ … ପ୍ରଭୁ […]