ehi subha sandhyara kole
ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟଜାଳିଛୁ ଆମେ ଭକତି ଦୀପାଳିଅରଚନା ତୁମେ ନିଆ ( ଘୋଷା) ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେମଉଳା ମନର […]
ଏହି ଶୁଭ ସନ୍ଧ୍ୟାର କୋଳେ ଆସ ଆହେ ଦୟାମୟଜାଳିଛୁ ଆମେ ଭକତି ଦୀପାଳିଅରଚନା ତୁମେ ନିଆ ( ଘୋଷା) ଉଦଯୋଗୀ ପ୍ରାଣର ମୂର୍ଜନା ଆଜି ତୁମେମଉଳା ମନର […]
ହାଲିଲୁୟା ହୋଶାନ୍ନା ହାଲିଲୁୟା ହୋଶାନ୍ନାଏହି ଗୀତ ଗାଇ ଆମେ କରିବୁ ବନ୍ଦନା । (ଘୋଷା) ସେ ଯେ’ ଆମ ତ୍ରାଣକାରୀ ଜୀବନ କରତାସେ ଯେ’ ଆମ ଦୁଃଖହାରୀ […]
ପ୍ରତିଦିନ ଯୀଶୁ ମମ ପାପ ମୋର ତୁମ ଦେହେଦେଉଛି ଆଘାତ କଣ୍ଠକ ସମ । (ଘୋଷା) କେତେ ଥର ମୁହଁ କହିଛି ତୁମକୁ ଅବାଟରେ ଯିବି ନାହିଁକଥା […]
ବର୍ଷିବ ଆଶିଷ ବାରୀ ଯୀଶୁଙ୍କ ପ୍ରତିଜ୍ଞାତଉଦ୍ଦୀପନା ଜାଗରିବ ତ୍ରାତାଙ୍କ ସେ ପ୍ରେରିତ |୧| ଆଶିଷ ବୃଷ୍ଟି ଚାହୁଁ ଆଶିଷ ବୃଷ୍ଟିକୃପାବିନ୍ଦୁ ହି ଚାହୁଁ ନା ମାଗୁ ପ୍ରଚୁର […]
ଝରାଅ ପ୍ରଭୁ ସ୍ଵଗୀୟ ଝରି ମରୁମୟ ମୋ ଜୀବନରେ,ସରସ ହେଉ ନିରସ ପ୍ରାଣ, ତୁମରି ସେ ରେ ଝରେ । (ଘୋଷା) କଲବରୀର ଶୋଣିତ ଝର, ବହୋଅ […]
ଯୀଶୁ ବିନା କିଏ ଜୀବନ ଦେଇଛି,ଶତ୍ରୁକୁ କ୍ଷମା ଦେଇଯୀଶୁ ବିନା କିଏ ଉଠାଇ ପାରିଛି,ମୃତିକୁ ଜୀବନ ଦେଇ (ଘୋଷା) ପକ୍ଷାଘାତ, କୁଷ୍ଠି, ଅନ୍ଧ, ଛୋଟା, କାଲନିମିଷକେ ଛୁଇଁ […]
ଆହେ ବିଶ୍ବ କରତା ଆସ,ଆସ ବାରେ ମମ ହୃଦୟରେ ।ନୂଆ ଅନୁଭବ ଦିଅ ମୋ ଜୀବନେପ୍ରଭୁ ହେ ତବ ଆଗମନରେ । (ଘୋଷା) ଭାଗି ଚୁରି ମମ […]
ଯୀଶୁ ପଥ, ଯୀଶୁ ସତ୍ୟ, ଯୀଶୁ ହିଁ ଜୀବନଯୀଶୁ ନାମ ଗାଇ ଗାଇ ବିତିଯାଉ ଦିନ |ଘୋଷା | ମୋ ଗୀତିରେ ଭରି ଉଠୁ ମଧୁର ମୂଚ୍ଚନାକଣ୍ଡ […]
ମନେ ଧାୟୀ କେଡ଼େ ଶାନ୍ତି ମୋତେ ମିଳଇମୋ ଦିନ ବିହନ ଯାଉଛି ବହି । ଘୋଷା। ପରମ ପିତା ଗୃହରୁ ଅନ୍ତର ମୁଁ ହୋଇଶୋକ ପରିପୂର୍ଣ୍ଣ ସଂସାରେ […]
ସଦାପ୍ରଭୂ ସଦାପ୍ରଭୁ ତୁମେ ମୋର ପ୍ରତିପାଳକଜୀବନ ପଥେ ମୋ ଅଭାବ ରଖିଣ ହୋଇଅଛି ମୋର ଚାଳକ |o | ତୃଣମୟ ସ୍ଥାନେ ମୋତେ ଶୟନ ଦେଇଛିସ୍ଥିର ଜଳ […]