jishu moro priyatama
ଯୀଶୁ ମୋର ପ୍ରିୟତମ..ପ୍ରଭୁ ମୋର ପ୍ରିୟତମ..ଦଶ ସହସ୍ର ମଧ୍ୟରେସେ ମୋହର ମୁଁ ତାଙ୍କର ଏ ଅଳୀକ ଜଗତରେ (ଘୋଷା) ଆପଣାର ପଲ ନେଇ ଚରାନ୍ତି ଫୁଲ ବନରେସେ […]
ଯୀଶୁ ମୋର ପ୍ରିୟତମ..ପ୍ରଭୁ ମୋର ପ୍ରିୟତମ..ଦଶ ସହସ୍ର ମଧ୍ୟରେସେ ମୋହର ମୁଁ ତାଙ୍କର ଏ ଅଳୀକ ଜଗତରେ (ଘୋଷା) ଆପଣାର ପଲ ନେଇ ଚରାନ୍ତି ଫୁଲ ବନରେସେ […]
ଯିହୋବା ନାମ ତୁମ ସର୍ବୋଚ୍ଚ ଶ୍ରେଷ୍ଠ ନାମକରୁ ପ୍ରଶଂସା ତୁମ ମହିମା ହେଉ ତୁମ (ଘୋଷା) ମୋଶାଙ୍କ ଡାକ ଶୁଣିଲ ମାନ୍ନା ବରଷାଇ ଦେଲଡାକୁଛୁ ଆମେ ପ୍ରଭୁ […]
ରଖୁଛି ହେ ମୋ ଜୀବନ,ପ୍ରିୟ ପ୍ରଭୁ ତୁମୋ ପାଦ ତଳେପାପର ନିଆଁ ଜୀବନେ ନେଇମୋ ଜୀବନ ଆଜି ଜଳେ — ୦ ମରୀଚିକା ନିରାଶା ଯେ,ଭରିଛି ଏ […]
ରାଜାମାନଙ୍କ ରାଜାଙ୍କ ଧନ୍ୟବାଦ କର,ପ୍ରଭୁମାନଙ୍କ ପ୍ରଭୁଙ୍କ ଧନ୍ୟବାଦ କର…ଧନ୍ୟବାଦ କର (ଘୋଷା) ଭକ୍ତମାନଙ୍କ ସମାଜରେ ତାଙ୍କ ପ୍ରଶଂସା ଗାନ କରଲୋକମାନଙ୍କ ସାକ୍ଷାତରେ ତାଙ୍କ ମହିମା ଗାନ କରଦେବମାନଙ୍କ […]
ସକଳ ଆଖି ଆଜି କୁଶୋପରେକି ମହାପ୍ରେମ ଘେନି ସେ ରକ୍ତ ଝରେବଞ୍ଚିବାକୁ ଚାହେଁ ଯେ ଜୀବନରେକେବଳ ତାହାରି ପାଇଁ ସେ ରକ୍ତ ଝରେ (ଘୋଷା) ପ୍ରାଣ ରକ୍ଷା […]
ସମର୍ପିବି ଯୀଶୁ ପାଦେ ଯାହା ଅଛି ମୋହରକରିବି ମୁଁ ପ୍ରେମ ତାଙ୍କୁ ଶକ୍ତି ଦେଇ ମୋହର || ୧ || ସବୁ ମୁଁ ଦେବି, ସମର୍ପି ଦେବିପ୍ରିୟ […]
ସରଗ ନନ୍ଦନ ଆଜି….ଅପରାଧୀ ବେଶ ସାଜିଗଗଥା ପଥେ କାନ୍ଧ କୁଶ ନେଇ ଯାଉଛନ୍ତି ପାପ ବହି (ଘୋଷା) ଅଧୀର ଆବେଗେ ପାପିନୀ କହେକ୍ଷମିଲେ ଯେ ପାପ ତାରନିରିଦୋଷ […]
ସଦାପ୍ରଭୁ ମୋର ପ୍ରତିପାଳକସଦାପ୍ରଭୁ ମୋର ପ୍ରିୟପାଳକଅଭାବ ମୋହର ହେବ ନାହିଁହେବ ନାହିଁ, ହେବ ନାହିଁ (ଘୋଷା) ତୃଣମୟ ସ୍ଥାନରେ ଶୟନ କରାନ୍ତି ।ସ୍ଥିର ଜଳ ପାଖେ ପାଖେ […]
ସାଗରୁ ଗଭୀର ଆକାଶରୁ ଉଚ୍ଚ ( ୨ ଥର)ଯୀଶୁ ତୁମ ପ୍ରେମ ଅସୀମଗାଇ ଗାଇ ସେହି ନାମ, ଭଜି ଭଜି ତୁମ ପ୍ରେମବିତିଯାଉ ଏହି ଜୀବନ (ଘୋଷା) […]
ସାତରଙ୍ଗ ସାତ ସୁରେ ଗାଇଯିବା ମିଳନର ସୁମଧୁର ସଙ୍ଗୀତମୁକତି ଯୀଶୁ ନାମରେ ଶକତି ଯୀଶୁ ନାମରେକହି ଯିବା ସାରା ଜଗତେ (ଘୋଷା) ଖ୍ରୀଷ୍ଟ ଆମ ମଣ୍ଡଳୀର ମସ୍ତକମାନି […]