jishu amoku prana dele
ଯୀଶୁ ଆମକୁ ପ୍ରାଣ ଦେଲେ (୪ ଥର)ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ତ୍ରାଣକର୍ତ୍ତାହାଲିଲୁୟା… ଆମେନ୍… ହାଲ୍ଲିୟା || ୧ || ଯୀଶୁ […]
ଯୀଶୁ ଆମକୁ ପ୍ରାଣ ଦେଲେ (୪ ଥର)ତେଣୁ ମୁଁ ଗାଇବି ଏହା ମୁଁ କହିବି ଯୀଶୁ ଆମର ତ୍ରାଣକର୍ତ୍ତାହାଲିଲୁୟା… ଆମେନ୍… ହାଲ୍ଲିୟା || ୧ || ଯୀଶୁ […]
ଯିହୋବା-ଯିରି, ସେ ତ ଯିହୋବା-ଶାନ୍ତାଯିହୋବା-ନିଶି ମୋର ପତାକାହାଲ୍ଲିଲୁୟା… ଗାଅ… ହାଲିଲୁୟା ସର୍ବ ପ୍ରାଣୀ ଗାଅ ହାଲିଲୁୟାହାଲିଲୁୟା… ହୋଶାନ୍ନା (ଘୋଷା) ଯିହୋବା-ସିଦ୍ଧିକେନ୍ନ, ଯିହୋବା-ରାଫାଏଦୋନାଇ, ଏସାଦା, ଯା8ଯିହୋବା-ରୋହି, ଯିହୋବା-ଏଲକା || […]
ଯାହା ରଖିଛ ଗୁପତେ ଯାହା ରଖିଛ ହୃଦେଭାବଗ୍ରାହୀ ଯୀଶୁ ପଦେ ଯାଇ ସବୁ କହିଦେ (ଘୋଷା) ଯେତେ ଗୁପତ ପାପ ହୃଦେ କଳଙ୍କ ଛାପନେଇ ବୁଜୁଳା ଫିଟାଇ […]
ଯାଅ ଜଗତର କୋଣେ କୋଣେକୁହ ପ୍ରତ୍ୟେକର କାନେ କାନେଯୀଶୁ ଆମର ଶାନ୍ତି ଆକରଭରିଦେବେ ଶାନ୍ତି ପରାଣେ (ଘୋଷା) ଦୁଷ୍ଟ ଯେବେ ଆପଣା ସଂକଳ୍ପ ଛାଡ଼ିବଈଶ୍ଵରଙ୍କ ନିରୂପିତ ପଥରେ […]
ମୋର ପ୍ରିୟ ପ୍ରଭୁ ଯୀଶୁ ଧନ୍ୟମୋର ପ୍ରିୟତମ ଯୀଶୁ ଧନ୍ୟଧନ୍ୟ ଧନ୍ୟ ଧନ୍ୟ ବୋଲିପ୍ରତି ଜିହ୍ବା କରୁ ଗାନ (ଘୋଷା) ମୋର ପାପ ମୁକ୍ତି ପାଇଁ ସହିଲେ […]
ମୋର ଏ ଜୀବନେ ପ୍ରତି କ୍ଷଣେ କ୍ଷଣେତୁମକୁ ଯେ ମୁହଁ ଚାହେଁସୁଖ ଆସୁ ଅବା ଘେରି ଯାଉ ଦୁଃଖ,ତୁମ କୃପା ମୁଁ ଯେ ଚାହେଁ (ଘୋଷା) ଯଦି […]
ମୋ ଜୀବନ…. ଯୀଶୁ ଲଭିଛି ପରିତ୍ରାଣଯୀଶୁ ରାଜା ସବୁ ପାପ କ୍ଷମା କରିଦେଲେ ଅନନ୍ତ ଜୀବନକରି ମହାନନ୍ଦେ ଗାଏ ମୋ ଜୀବନଯୀଶୁ ଲଭିଛି ପରିତ୍ରାଣ….(ଘୋଷା) ଯୀଶୁ କଥା […]
ମୋ ଜୀବନ ଯାତ୍ରାରେ ପ୍ରଭୁ ହେତୁମ ପାଦେ ଶରଣଏହି ଜଗତରେ ଅନ୍ୟ ଆଶ୍ରା ନାହିଁ ତୁମରି ବିନା (ଘୋଷା) ଅଜ୍ଞାନରେ ମାତି ଥିଲି ପାପ ପଙ୍କ ହୋଇ […]
ମୁଁ ଯେ କିଏ ପ୍ରଭୁ, ମୋତେ କାହିଁକି ଏତେ ପ୍ରେମ କରମୁଁ ନଗଣ୍ୟ ଧୂଳିରୁ ହୀନ,କାହିଁକି ତୁମେ ମୋତେ କୋଳେ ଧର (ଘୋଷା) ହୋଇଛି ମୁଁ ନିର୍ମିତ […]
ମୁଁ ଯେ ଏକା ଅବୁଝା ପୁଆଝିଅ ତୁମରକ୍ଷମା ଦେଇ ବାରେ ମୋତେ କର ନିଜର (ଘୋଷା) କେତେ ଥର ମୁଁ ତୁମକୁ କୃଶେ ଝୁଲାଇଛି,ଶରୀରେ ତୁମରି କେତେ […]