kaha thaaku probhu jibi kaa thaku
କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ? ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । […]
କାହାଠାକୁ ପ୍ରଭୁ ଯିବି କା’ଠାକୁ, ତୁମ୍ଭ ବିନା ଯିବି ମୁଁ କେଉଁଠାକୁ ? ତୁମ୍ଭ ଶ୍ରୀବଚନ ଅନନ୍ତ ଜୀବନ, କେଡ଼େ ସୁମିଷ୍ଟ ଲାଗେ ମୋ ମନକୁ । […]
ଦେଖ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରିରେ ନ ମିଳଇ ତ୍ରାଣକର୍ତ୍ତା ସଂସାରେ, କେହି ନାହିଁ କରି ତାଙ୍କ କ୍ରିୟା ପାରି ଜଗତ ଜନଙ୍କ ମଧ୍ୟରେ । ଘୋଷା […]
ନାହିଁ କାହିଁରେ ଗତି ମୁକ୍ତି ଜାଣରେ, ଯୀଶୁ ବିନା ପାପୀର ଆନରେ । ଘୋଷା । ଯୀଶୁ ପରମେଶ୍ୱର ସତ୍ୟ ପଥ ସ୍ୱର୍ଗର ପାପୀ ପାଇଁ ସେ […]
ନାହିଁ ନାହିଁ ନାହିଁ ଅନ୍ୟ ଗତି, ମନ, କର ଯୀଶୁ ଖ୍ରୀଷ୍ଟଙ୍କ ସଙ୍ଗେ ପ୍ରୀତି । ଘୋଷା । ସେ ଯୀଶୁ ବହୁମୂଲ୍ୟ ସୁନ୍ଦର ଅତି, […]
(ସ୍ୱର : ମନ ହେଜିଲେ ପ୍ରଭୁ କୃପା) ଦୁଃଖନାଶନ ହେ, ସୁଖ ଦିଅ ମୋର ମନେ, ବେଳକୁ ବେଳ ତ ପ୍ରବଳି ଉଠଇ ଦୁଃଖ ତରଙ୍ଗ ଯେସନେ […]
ବହିଲା ପ୍ରଚଣ୍ଡ ବେଗେ ପବନ, ଚତୁର୍ଦ୍ଦିଗ ଭୟେ ହେଲା ଆଚ୍ଛନ୍ନ ଗଭୀର ସାଗର ଢେଉ କଲ୍ଲୋଳ, ପ୍ରଖର ହୋଇ ଉଠିଲା ବହୁଳ ଢେଉର ପ୍ରବଳ, ନାବକୁ କଲା […]
ଯୀଶୁ କର ତ୍ରାହି ଭାସିଗଲି ଭବାର୍ଣ୍ଣବେ କୂଳ ନ ଦିଶଇ ହେ । ଘୋଷା । ଆସଇ ଘୋର ତୋଫାନ ବେଗାନ୍ୱିତ ହୋଇ, ଢେଉ ପରେ ଢେଉ […]
ଯୀଶୁ ଖ୍ରୀଷ୍ଟ ନାମ ତରୀ ତହିଁ ଚଢ଼ି ମନ ହୁଅ ପାରି ହେ । ଘୋଷା । ଦେଖିଣ ପ୍ରବଳ ପାପର କଲ୍ଲୋଳ ନ ହୁଅ […]
ମୋର ନାହିଁ ବଳ ହେ ପାରି ହେବାକୁ ଏ ଭବ ସିନ୍ଧୁ ଜଳ । ଘୋଷା । କର୍ମ ଧର୍ମ ଯେତେ ନାବ ଯତ୍ନେ ବନାଇଲି […]
ତ୍ରାଣ-ତରୀ ହେ ଭବ ସମୁଦ୍ରେ ଆସିଛ ଦୀନେ କରି ପାରି । ଘୋଷା । ପ୍ରଭୁ, ନ ଦିଶଇ ସ୍ଥଳ କୂଳ, ବହୁ ପ୍ରାଣ ହୋନ୍ତି ଛାରଖାର […]