mu ki nebi jishu pade thoyibi
ମୁଁ କି ନେବି ଯୀଶୁ ପାଦେ ଥୋଇବି ?କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା) କି ଅଛି ମୋହର କି ଘେନି ଯିବି […]
ମୁଁ କି ନେବି ଯୀଶୁ ପାଦେ ଥୋଇବି ?କି ଦେଇ ତାଙ୍କ ପ୍ରେମ ମୁଁ ଶୁଝିବି ? (ଘୋଷା) କି ଅଛି ମୋହର କି ଘେନି ଯିବି […]
ମୁକ୍ତିଦାତା..ଯୀଶୁ ମୁକ୍ତିଦାତା..ସେହି ଏକା ମୋର ପାପ ହରତା (ଘୋଷା) ଅନ୍ଧକାରେ ସେ ମୋ ଦିବ୍ୟଶିଖାଭବ ସାଗରେ ମୋ ତ୍ରାଣ ନଉକା ||୧|| ମୋ ମନ ଆକାଶେ ସେ […]
ମିଛ ମାୟା ସଂସାରରେଗଡ଼ି ଚାଲି ଯାଏ ଏ ସମୟକାହିଁ କର ତୁମେ ତହିଁ ଶପଥର ମିଛ ଅଭିନୟହଁ କଥା ହିଁ ହେଉ, ନା କଥା ନ ହେଉହେଉ […]
ମାଛ ଧରିବୁ ନାହିଁ ଆଉ ମଣିଷ ଧରିବୁଜାଲ ଧରିବୁ ନାହିଁ ଆଉ ଆମେ ବାକ୍ୟକୁ ଧରିବୁହା… ହା…ହାଲେୟା (ଘୋଷା) ଯୀଶୁଙ୍କ ଡାକ ଶୁଣିଯିବୁ, ଜାଲ, ନଉକା, ଛାଡ଼ିଦେବୁଭବ […]
ଯୁବା ମେଷ ପବିତ୍ର ଖ୍ରୀଷ୍ଟ ଯୀଶୁ ପ୍ରଭୁ ଯୁଦ୍ଧରେ ବୀର ତୁମେ ସ୍ବୟମ୍ଭତବ ଶ୍ରୀ ଛାମୁରେ ଆଶୁ ଦିଅ ବାରେ ଏ ଦୀନ ପାପୀ ଜନଙ୍କୁ (ଘୋଷା) […]
ଯଦି କେହି ପଚାରିବ ମୋତେ, ତୁମ ମୁଖେ କାହିଁକି ଏ ଆନନ୍ଦ ? କହିବି ମୁଁ…କହିବି ମୁଁ…କହିବି ମୁଁ…ପ୍ରିୟ ଯୀଶୁ ଦେଇଛନ୍ତି ଓ ମୋର ସଙ୍ଗୀତ…ସେଥିପାଇଁ ଆଜି […]
ମହିମାରେ ପୁରିଛିମୋର ସେହି ଯୀଶୁଙ୍କ ନାମଗଉରବେ ଭରିଛିମୋର ସେହି ଯୀଶୁଙ୍କ ନାମ (ଘୋଷା) ଚିର ମଧୁମୟ, ଚିର ପ୍ରେମମୟ ତାଙ୍କର ଅପାର ଦୟାସଦା ଲୋଡୁଥିବି, ସଦା ମାଗୁଥିବି […]
ମହିମା ହେଉ ତୁମ୍ଭର ହେ ପରମ ଈଶ୍ବରପ୍ରଶଂସା ହେଉ ତୁମ୍ଭର ହେ ପରମ ଈଶ୍ବରତୁମ୍ଭେ ଅନାଦି ଅନନ୍ତ ତୁମ୍ଭ ଅସୀମ ଅମୃତହାଲ୍ଡଲୁୟା ହାଲେଲୁୟା ହାଲେଲୁୟା ହାସ୍ନେଲୁୟାହାଲ୍ଲେଲୁୟା ହାଲ୍ଡଲୁୟା […]
ମହିମା ସଦା ପ୍ରଭୁଙ୍କର…ସଂଭ୍ରମ ସଦା ପ୍ରଭୁଙ୍କରଧନ୍ୟବାଦ ଗଉରବ ଯୁଗେ ଯୁଗେ ତାହାଙ୍କରହାଲୁୟା..ହାଲିଲୁୟା..ହାଲିଲୁୟା.. (ଘୋଷା) ତାହାଙ୍କ ଉଦ୍ଦେଶେ ଗାନ କର, ତାହାଙ୍କ ପ୍ରଶଂସା ଗାନକରପରାକ୍ରମ, ଧନ, ଜ୍ଞାନ, ଯୁଗେ […]
ମହିମାମୟ ପ୍ରଭୁ ପ୍ରଶଂସନୀୟ ପ୍ରଭୁପୂଜା ବନ୍ଦନା କରୁଥିବି ସଞ୍ଜ ସକାଳେ ମୁଁ ଆରାଧନା….( ୪ ଥର)ପ୍ରିୟ ପ୍ରଭୁ ଯୀଶୁଙ୍କର ମୋ ପ୍ରଭୁ ଯୀଶୁଙ୍କର…. (ଘୋଷା) ପବିତ୍ର ଆତ୍ମା […]